News
lipub
samparksetu
Browsing Category

ଢେଙ୍କାନାଳ ଖବର

ଝୁଲନ୍ତା ମୃତଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନ ଥାନା କୁଣ୍ଡା ଗ୍ରାମର ଏକ ଯୁବକ ବେକରେ ରଶି ଆତ୍ମହତ୍ଯା କରିଥିବା ଜଣାପଡିଛି I କୁଣ୍ଡା ଗ୍ରାମର ଲକ୍ଷ୍ମୀଧର ରାଉତ (୨୮) ଆଜକୁ ପାଞ୍ଚ ମାସ ହେଲା ବର୍ଷା ରାଉତଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ବିବାହର ଏକମାସ ପରେ ବାପାମାଆ ଭାଇଭଉଣୀଙ୍କଠାରୁ ଅଲଗା ହୋଇ ଶଶୁର ଘର ନିମେଇଁପୁରରେ

ଆଇଜିଆଇଟି ପାଇଲା ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ ମାନ୍ୟତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ ପାଇଲା ପାଞ୍ଚଟି ବିଭାଗ ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨-୨୪ ନିମନ୍ତେ ଜାତୀୟ ଅଧିସ୍ବୀକୃତି ମଣ୍ଡଳୀ(ଏନବିଏ) ମାନ୍ୟତା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅଘଟଣ ୪ ମହଲାରୁ ଡେଇଁ ପ୍ରାଣ ହାରିଲେ ଚିକିତ୍ସା ପାଇଁ ଆସିଥିବା ରୋଗୀ । ୨ ଦିନ ତଳେ ଆଉ ଜଣେ ରୋଗୀ ୫ ମହଲା ରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ପ୍ରାଣ ହାରିଛନ୍ତି ଆଉଜଣେ ରୋଗୀ । ମୃତକ ଜଣକ ପରଜଙ୍ଗ ବ୍ଳକ ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ

ଭତା ପାଉଥିବା ମହିଳା ହିତାଧିକାରୀଙ୍କୁ ସର୍ବସାଧାରଣରେ ହଟହଟା କରି ଫେରାଇଲେ

ରାଜ୍ୟ ସରକାର ପ୍ରତି ମାସରେ ବୃଦ୍ଧ, ବୃଦ୍ଧା, ବିଧବା,ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ୫୦୦ ରୁ ୭୦୦ ଟଙ୍କା ଭତା ଦେଉଛନ୍ତି ।ଏମିତି କି ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ୭୦୦ ଟଙ୍କା ଭତା ପାଇବାର ଥିଲା ବେଳେ ଦଶୀପୁର ପଞ୍ଚାୟତ ରେ ୮୨ ବର୍ଷ ବ୍ୟକ୍ତି ପାଉଛନ୍ତି ୫୦୦ ଟଙ୍କା

ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ରେ ଏଜେଣ୍ଟ ମାନଙ୍କର ଧାରଣା

କଟୁଛି ଟାକ୍ସ ମାତ୍ର ଦାଖଲ ହେଉନି ଟିଡିଏସ ।ଏହାର ପ୍ରତିବାଦରେ ଭାରତୀୟ ଜୀବନ ବୀମା ଢେଙ୍କାନାଲ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବ୍ୟାପି ବୀମା ଅଭିକର୍ତା ମାନେ ଗଣ ଧାରଣା ଦେଇଛନ୍ତି। ଭାରତୀୟ ଜୀବନ ବୀମା ଅନ୍ତର୍ଗତ ବୀମା ଧାରୀ ମାନଙ୍କ କିସ୍ତି ପୈଠ କଲେ କମିଶନରୁ ଏଜେଣ୍ଟ ଇନକମ

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସହର ମଧ୍ୟରେ ଉପୁଜିଥିବା ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଆଲୋଚନାରେ ଫୋରମର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।ଖବରରୁ ପ୍ରକାଶ ଯେ, ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ୱାର୍ଡ଼ ନଂ-୧୫ ଆଲୁସିଂ ଗ୍ରାମର ଟିକେଇ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ(୩୦) ଏବଂ କୁଞ୍ଜ

ଯାତ୍ରୀବାହି ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ;୧୦ରୁ ଅଧିକ ଆହତ

ଢେଙ୍କାନାଳ ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ମଙ୍ଗଳବାର ଏକ ବସ ଏବଂ ଟ୍ରଲର ମୁହଁ।ମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି। ତାଳଚେରରୁୂ ଜଗନ୍ନାଥ ନାମକ ଏକ ବସ କଟକ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ

ପୋଲିସ ଜାଲରେ ବନ୍ଧୁକ ବ୍ୟବସାୟୀ ,୫ ବନ୍ଧୁକ ସହିତ ଗୁଳି ଜବତ

ଢେଙ୍କାନା ସଦର ଥାନା ଛାଟିଆ ଗ୍ରାମରୁ ପୋଲିସ ଜଣେ ଚୋରା ବନ୍ଧୁକ ବ୍ୟବସାୟୀଙ୍କ ସହିତ ୫ଟି ବନ୍ଧୁକ ଏବଂ ଗୁଳି ଜବତ କରିଥିବାର ଜଣାପଡିଛି ।ଛାଟିଆ ଗ୍ରାମର ଜଣେ ଯୁବକ ବନ୍ଧୁକ ବ୍ୟବସାୟ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ,ଖବର ପାଇ ପୋଲିସ ଏକ ଟିମ ଗଠନ କରି ଛାଟିଆ ଗ୍ରାମରେ ଚଢାଉ

ବ୍ରାଉନ ସୁଗାର ଜବତ,ଯୁବକ ଗିରଫ

ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ୫୫ ନମ୍ବର ଜାତୀୟ ରାଜପଥର ଗୀର୍ଜା ନିକଟରୁ ପୋଲିସ ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଥିବାର ଜଣାପଡିଛି । ଏସଟିଏଫ ଟିମ ଏବଂ ଅବକାରୀ ବିଭ।ଗତରଫରୁ ସହରରେ ବାରମ୍ବାର ଚଢାଉ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ୫୫ ନମ୍ବର ଜାତୀୟ
error: Content is protected !!