Browsing Category
ଢେଙ୍କାନାଳ ଖବର
ହାତୀ ଆକ୍ରମଣରେ ୪ଜଣ ହାତୀ ସ୍କ୍ବାର୍ଡ ଆହତ
ଢେଙ୍କାନାଳରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆ ଘଟଣା । ଏଥିପାଇଁ କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେବେ ବେଳେ ମଣିଷର ମୃତ୍ୟୁ ହେଉଛି । ବିଭିନ୍ନ ସମୟରେ ହାତିମାନଙ୍କର ପାଦୃଭାବରୁ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ରାସ୍ତା ଘଣ୍ଟା ଘଣ୍ଟାଧରି ଗାଡିମଟର ଅଟକି ରହୁଛି ।
!-->!-->!-->…
ଖଜୁରିଆକଟା ଶିଶୁ ବିଦ୍ୟା ମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ
ଢେ଼ଙ୍କାନାଳ ଜିଲ୍ଲା ଖଜୁରିଆକଟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ଶିକ୍ଷା ବର୍ଷ ର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ, ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ!-->…
କେନାଳରେ ବୁଡି ଚାଷୀ ମୃତ
ନିଜ ବିଲରୁ କାମ ସାରି ଗାଁ ପାଖ କେନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଚାଷୀ ଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ଭୁବନ ଥାନା ଧଳପଡା ପଞ୍ଚାୟତ ଅନ୍ତର୍ଗତ ଅନଳ ଗ୍ରାମ ନିକଟ ରେଙ୍ଗାଳୀ ମୁଖ୍ୟ ବାମ କେନାଳରେ । ଅନଳ ଗ୍ରାମର ଶ୍ରୀଧର ସେଠୀଙ୍କ ପୁଅ ଅନ୍ତର୍ଯ୍ୟାମୀ ସେଠୀ ଆଜି!-->…
ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଙ୍କ ରଚିତ ପୁସ୍ତକ ବ୍ରାହ୍ମଣୀବୀର ବାଜି ରାଉତ ଶୁଭ ଉନ୍ମୋଚିତ ଉତ୍ସବ
ଯୁବକ ମାନେ ଦେଶ ଗଢିବାରେ ନିଜକୁ ନିୟୋଜିତ କରିପାରିବେ ଦେଶ ନିଶ୍ଚିତ ଆଗେଇବ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବ୍ରାହ୍ମଣି ନଦୀ କୁଳରେ ଅବସ୍ଥିତ ନିଳକଣ୍ଠପୁର ବାଜିରାଉତ ସ୍ମୃତି ପୀଠ ଠାରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ବାଜିରାଉତ ସ୍ମୃତି!-->…
ଭୁଶୁଡିଲା କ୍ରସରର ଵଙ୍କର ,ଅକାଳରେ ଚାଲିଗଲା ଅପରେଟରଙ୍କ ଜୀଵନ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ କ୍ରସର ରେ ଜଣେ ଅପରେଟର ଙ୍କର ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , କ୍ରସର ର ଅପରେଟର ଶିବ ପ୍ରସାଦ ସ୍ବାଇଁ (୫୨)ନାମକ ବ୍ୟକ୍ତି ସବୁଦିନ ପରି ଆଜି ସକାଳ ୮ ଘଟିକା ସମୟରେ କ୍ରସରକୁ ଯାଇ!-->!-->!-->…
୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ,୨ ଚାଳକ ଆହତ
କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ!-->…
ପ୍ଲାଷ୍ଟିକମୟ ଓଡ଼ିଶାର କୈଳାସ କପିଳାସ
ଶ୍ରାବଣ ମାସର ସୋମବାର ଚଳଚଞ୍ଚଳ ହୋଇଉଠେ ଓଡ଼ିଶାର କୈଳାସ କପିଳାସ, ଜଳ ଲାଗି ହେବ ମନୋସ୍କାମନା ପୁରଣ କରିବେ ବାବା ଚନ୍ଦ୍ର ଶେଖର । ହଜାର ହଜାର କାଉଡ଼ିଆଙ୍କ ସମାଗମ ଶନିବାର ଠାରୁ ଆରମ୍ଭ ହୋଇଯାଇଥାଏ । ଶ୍ରାବଣ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ!-->!-->!-->…
ମୁଖ୍ୟ ଚିକିତ୍ସାଳୟରେ ବେଡ଼୍ ଖୋଜା !
ଭୂଇଁ ଉପରେ ପଡିଛି ଗଦି ଆଉ ତା ଉପରେ ଅଚେତ ଅବସ୍ଥାରେ ପଡିଛନ୍ତି ରୋଗୀ, ହାତ ରେ ଲାଗିଛି ସଲାଇନ ଚେତା ଆସିବାକୁ ଅପେକ୍ଷା । ଏହା କୌଣସି ବ୍ୟସ୍ତବହୁଳ ଏସସିବି ମେଡିକାଲ ର ଦୃଶ୍ୟ ନୁହେଁ ଏହା ହେଉଛି ଖୋଦ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ।
ସୂଚନା ଅନୁଯାୟୀ ଗତକାଲି ଢେଙ୍କାନାଳ!-->!-->!-->…
କାର୍ଯ୍ୟକାରୀ ହେଉନି ଉଠା ଜଳସେଚନ ପଳଳ୍ପର ପମ୍ପ ; ତାତିଲେ ଚାଷୀ
ପ୍ରାୟ ଦୁଇ ସପ୍ତାହ ରୁ ଅଧିକ ବର୍ଷା ନଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମି ଶୁଖି ଫାଟି ଆଁ କରିଲାଣି ,ଏଥିରେ ଚାଷୀ ମାନଙ୍କର ସମସ୍ୟା ଆରମ୍ଭ ହୋଇଯାଇଛି ।
ଆଗକୁ ବର୍ଷା ନହୁଏ ତେବେ ମରୁଡି ସମ୍ଭାବନା ରହିଛି। ଢେଙ୍କାନାଳ ଓଡ଼ାପଡ଼ା ବ୍ଳକ ଛାଟିଆ ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ଉଠା!-->!-->!-->…
ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି
ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ।ଖବରରୁ ପ୍ରକାଶ ଯେ ,ଗତ ୨୫/୬/୨୨ରିଖ ଦିନ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ର ଗୋଲାପ ମହମ୍ମଦଙ୍କ ଘର କାନ୍ଥରେ ପିଟିହୋଇ ଏକ ଅଭାବନୀୟ!-->…