News
lipub
samparksetu
Browsing Category

ଢେଙ୍କାନାଳ ଖବର

କାର ଦୁର୍ଘଟଣାରେ ନାବାଳିକା ସମେତ ଚାରି ଗୁରୁତର

ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ମଣିପୁର ଠାରେ ଆଜି ସକାଳ ପ୍ରାୟ ଆଠ ଟା ବେଳେ ବାଇକ ସାଇଡ ମାରିବାରୁ କାର ଟି ଜଣେ ନାବାଳିକା କୁ ଧକ୍କା ଦେବା ସହ ଗଛ ରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୯ବର୍ଷର ନାବାଳିକା ସମେତ ଚାରି ଗୁରୁତର ହୋଇ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଓ କଟକ

୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ରେ ଅହେତୁକ ବିଳମ୍ବ ଘଟଣା ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ…

୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ରେ ଅହେତୁକ ବିଳମ୍ବ ଘଟଣା ସମ୍ପୃକ୍ତ ଠିକା ସଂସ୍ଥା ବିରୋଧ ରେ ଟାଉନ ଥାନାରେ ଏତଲା ଦେଲେ ସାଂସଦ ମହେଶ ସାହୁ । ସୀମା ଟପିସାରିଲାଣି ଅସହ୍ୟ ହେଲାଣି ଜୀବନ ଯାତ୍ରା କେତେବଳେ କିଏ ପଡୁଛି ତ କେତେବଳେ କାଦୁଅ ରେ ପସିଯାଉଛି ଆଉ କେତେବଳେ ଚାଲି

ସମାଜବାଦୀ ଜନନାୟକ ପ୍ରଶାନ୍ତ ମିଶ୍ରଙ୍କ ୮୪ ତମ ଜୟନ୍ତୀ ପାଳିତ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ବିଷୟରେ ଏକ…

ସମାଜବାଦୀ ଜନନାୟକ ପ୍ରଶାନ୍ତ ମିଶ୍ରଙ୍କ ୮୪ ତମ ଜୟନ୍ତୀ ପାଳିତ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ବିଷୟରେ ଏକ ଆଲୋଚନା ଚକ୍ର । କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ପ୍ରଫେସର ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି

ବାଲିମି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୃକ୍ଷ ହିଁ ଜୀବନ ,ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ଧ୍ୱଂସ ଯୋଗୁଁ ହେଉଥିବା ପରିବେଶ ଅସନ୍ତୁଳନର ଭୟବହତା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଜରୁରୀ ସମସ୍ତେ ଅନୁଭବ କରିଲେଣି।ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆପଣେଇବା ସ୍ୱରୁପ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ସରକାରୀ

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମରେ ବୁଧବାର ଭୋର ସମୟରେ ଜଣେ ଜନୈକ ବ୍ୟକ୍ତି ଦନ୍ତା ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।ମହାବିରୋଡ ରେଞ୍ଜ ଅଧୀନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ଡମୋଳ ଗ୍ରାମର ବିଜୟ ନାୟକ ୬୩ବର୍ଷ ବୟସ୍କ ବ୍ୟକ୍ତି ଗାଁ ପାଖ ପଡିଆକୁ ଝାଡା ଯାଉଥିବା

ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଚୋରି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ୩ଟି ମନ୍ଦିରରୁ ଗତ କାଲି ବିଳମ୍ବିତ ରାତିରେମୂର୍ତ୍ତି , ଇନଭର୍ଟର , ବ୍ୟାଟେରୀ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହା ସିସିଟିଭି

ଅସଦାଚରଣ ଶିକାର ବିଧବା ମହିଳା ଥାନାର ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଥୋରିଆସନ୍ଧାର ଗ୍ରାମର ଜନୈକା ମହିଳାଙ୍କୁଅସଦାଚରଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ସ୍ବର୍ଗତ ଗଙ୍ଗାଧର ଗୋଇଆ ଙ୍କ ବିଧବା ପତ୍ନୀ ଗୀତା ଙ୍କୁ ତାଙ୍କ ଦିଅର କୁନା ଥୋରିଆ ଗତ

ଜେ ଏମ ଏଫ ସି କୋର୍ଟ ପ୍ରତିଷ୍ଠା ଦିବସ ପାଳନ

ଗଁଦିଆ ଠାରେ ସ୍ଥାପିତ ଜେ ଏମ ଏଫ ସି କୋର୍ଟର ୩ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ୱlବଧାନରେ ଅନୁଷ୍ଠିତ ଉକ୍ତ ପ୍ରତିଷ୍ଠା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଜେ ଏମ ଏଫ ସି କୋର୍ଟ ବିଚାରପତି ସୌରବ ସାଗର ପ୍ରଧାନ ଯୋଗ

୫ ଟି ଯୋଜନାରେ ସାମିଲ ହେବ ମା’ ମଙ୍ଗଳା ଉଚ୍ଚ ବିଦ୍ୟାଳୟ

ଢ଼େଙ୍କାନଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ ପଂଚାୟତର ବାରୁଆଁଠାରେ ଅବସ୍ଥିତ ମା ମଙ୍ଗଳା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଡ ଉଚ୍ଚ୍ ବିଦ୍ୟାଳୟ ଭାବରେ ରହିଛି । ଏହାର ରୂପ ବଦଳାଇବା ପାଇଁ ସ୍ଥାନୀୟ ସରପଂଚ ବିଣାପାଣୀ ସାହୁ ଙ୍କୁ ଅନୁରୋଧକୁ ରକ୍ଷା କରି ଭୁବନ ବ୍ଲକର ଏକ ଟିମ୍

କମ୍ପୋଷ୍ଟିଂ କେନ୍ଦ୍ରର ପାଚେରୀ ଭାଙ୍ଗିଲା

ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଦୁଇ ବର୍ଷ ପୂବେ ନିର୍ମାଣ ହୋଇଥିବା କମ୍ପୋଷ୍ଟିଂ କେନ୍ଦ୍ରର ପାଚେରୀ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଜଣାଯାଇଛି । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଭୁବନ ଏନ୍ ଏ ସିର ୨୨୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରୁ ବାହାରୁଥିବା ଶୁଖିଲା
error: Content is protected !!