Browsing Category
ଢେଙ୍କାନାଳ ଖବର
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ଜଣେ ଆହତ
ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି!-->…
ପୂଜକ ମହାସଂଘ ପକ୍ଷରୁ ଶେବା ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ରେ ଓଡ଼ିଶାର ଦିତୀୟ କପିଳାସ କୁହାଯାଉଥିବା ପଥରଗଡ ଶିବ ମନ୍ଦିର ରେ ଶିବଶକ୍ତି ମନ୍ଦିର ପୂଜକ ମହାସଂଘ ଓଡ଼ିଶା ତରଫରୁ ଶେବା ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଜ୍ଯ ସଭାପତି ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ରଣା, ରାଜ୍ୟ!-->!-->!-->…
ନୂତନ କ୍ଲବ ଗଠନ ସହ କର୍ମକର୍ତ୍ତା ଚୟନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲେଜ ରାସ୍ତାରେ ରହିଥିବା ହନୁମାନ ବାଟିକା ପରିସରରେ ରବିବାର ପୂର୍ବାହ୍ନ ସମୟରେ ଯୁଗଳ କିଶୋର ନାୟକଙ୍କ ଆହ୍ଵାନରେ ନବ ନିର୍ମିତ କ୍ଲବ ଗଠନ ଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ସତ୍ୟାନନ୍ଦ ରାଉତ ,ରବୀନ୍ଦ୍ର ଦେହୁରୀ ପରମାନନ୍ଦ!-->…
ପୂର୍ବତନ ନାଏବ ସରପଞ୍ଚ ତଥା ଧର୍ମପରାୟାଣା ମହିଳାଙ୍କ ଦେହାନ୍ତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଧର୍ମପରାୟଣ ମହିଳା ଙ୍କ ବିୟୋଗ ରେ ସମଗ୍ର ହିନ୍ଦୋଳ ଏନ ଏ ସି ଶୋକାଭିଭୁତ।ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୦ନୂତନପାଟଣା ଗ୍ରାମର ଗଦାଧର ବେହେରାଙ୍କ ଧର୍ମପତ୍ନୀ ତଥା ନିଜଗଡ଼ ହିନ୍ଦୋଳ ର ପୂର୍ବତନ ନାଏବ ସରପଞ୍ଚ ଶ୍ରୀମତୀ ଚତୁରୀ!-->…
ଲାଞ୍ଚ ନେଉଥିଲେ ଡାକ୍ତର ବାବୁ, ମାଡି ବସିଲେ ଭିଜିଲାନ୍ସ ଅଧିକାରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ । ବୀମା ପ୍ରମାଣପତ୍ର ନେଇ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବାର ସୂଚନା ।
ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗ୍ରାମର ନନ୍ଦିନୀ ନାୟକ ଙ୍କ ବୀମା କ୍ଲେମ ନିମନ୍ତେ!-->!-->!-->!-->!-->…
ବେକରୁ ଝାମ୍ପିନେଲେ ସୁନାଚେନ୍
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଛକରେ ଆଜି ଜଣେ ମହିଳାଙ୍କ ବେକରୁ କେହି ଦୁର୍ବୃତ୍ତ ଆସି ସୁନାଚେନ୍ ଝାମ୍ପି ନେଇଛନ୍ତି ।
ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନ ପ୍ରାୟ ଗୋଟିଏ ବେଳେ ମହିଷାପାଟର ଜଣେ ମହିଳା ତାଙ୍କ ପୁଅକୁ ସ୍କୁଲରୁ ନେବା ପାଇଁ ଆସିଥିଲେ ।ସ୍କୁଲରୁ ପୁଅକୁ ଧରି!-->!-->!-->…
ହାତୀ ଆକ୍ରମଣରେ ନାବାଳକର ମୃତ୍ୟୁ !
ହାତୀ ଆକ୍ରମଣରେ ୧୪ ବର୍ଷୀୟ ନାବାଳକର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ରକଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ମୃତ ବାଳକ ହେଲେ ସଞ୍ଜପଡା ପଞ୍ଚାୟତ ରକଲା ଗାଁର ଶିବୁନ ମହାପାତ୍ର (୧୪) ।
ସୂଚନା ଅନୁଯାୟୀ , ଗାଁର ରମେଶ ମହାପତ୍ର ଙ୍କ ମଝିଆଁ ପୁଅ ଶିବୁନ ମହାପାତ୍ର!-->!-->!-->…
ଢେଙ୍କାନାଳରେ ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କାର୍ଯ୍ୟକାରିଣୀ ବୈଠକ
ଆଜି ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍.କେ.ରେଜେନ୍ସି ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଢେଙ୍କାନାଳ ତୀରନ୍ଦାଜ ସଂଘ ସଂପାଦକ!-->…
ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ , ବୋହୂ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ!-->…
ମହିମା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା
ଯୋରନ୍ଦା ମହିମା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମାନନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟ ର ରସାୟନ ବିଭାଗର ମୁଖ୍ୟ ଡ଼ଃ ରତ୍ନ।କର ଦାସଙ୍କ ସଭାପତିତ୍ତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।!-->!-->!-->…