News
lipub
samparksetu
Browsing Category

ଢେଙ୍କାନାଳ ଖବର

ହଂସୀ ବୁଣାକାର ମହାସଂଘ ଆନୁକୂଲ୍ୟରେ ସ୍ବାସ୍ଥ୍ୟମେଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହଂସି ବୁଣାକାର ମହାସଂଘ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଓ ମହାସଂଘ କର୍ମକର୍ତ୍ତା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଢେଙ୍କାନାଳ

ବଜ୍ରପାତରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ, ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁରପ୍ରତାପପୁର ଗ୍ରାମର ଦେବରାଜ ମହାନ୍ତିଙ୍କ ସ୍ତ୍ରୀ ଚାନ୍ଦ ମହାନ୍ତି (୨୫) ଘରେ ଛିଡା ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ତେବେ ବଜ୍ରପାତ

ପରଜଙ୍ଗ ବିଜେପି ଯୁବମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀନି ଆଦିବାସୀ ମହିଳା ଦ୍ରୈପଦୀ ମୁର୍ମୁଙ୍କ ବିଷୟରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ନିନ୍ଦନୀୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରା

ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ ; କଟା ବେକ ଧରି ପୋଲିସ ପାଖକୁ ଗଲାବେଳେ ଧରିଲେ ଲୋକେ

ନିଜ ସ୍ତ୍ରୀ ର ବେକ କାଟି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ। ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ । ଗ୍ରାମର ନାକଫୋଡି ମାଝୀ(ଜନ୍ଦା )ନିଜ ସ୍ତ୍ରୀ ଶୁଚଳା ମାଝୀ ଙ୍କ ଗତକାଲି ରାତିରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବାର

ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି

ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା, ଦାୟୀତ୍ୱହୀନତା, ଭୁଲ ପରିଚାଳନା

ବିବାହିତା ମହିଳାଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି।ଖବରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡ ନଂ-୭ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଅକ୍ଷୟ ବେହେରା ଙ୍କ ସାନ ଝିଅ ଦୀପା ବେହେରା(୨୬) ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା

ପୋଖରୀରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ଦାବି

ଭୁବନ ଆର୍ଯ୍ୟ ସନାତନ ସଂସ୍କୃତି ର ନଈ ବା ପୋଖରୀ କୂଳରେ ଯେତେସବୁ ସଂସ୍କାର ଆଧାରିତ କାର୍ଯ୍ୟ କରାଯାଇଥାଏ । ଯେପରିକି ମୁଣ୍ଡନ କର୍ମ , କଳସ ବୁଡ଼ାଇବା , ଜଳ ଆନୟନ , ଶୁଦ୍ଧିକ୍ରିୟା ଆଦି ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ସହରରେ ପୋଖରୀର ଆବଶ୍ୟକତା ଅଛି । ଭୁବନ ରେ କେତୋଟି ପୋଖରୀ

ଶୋଚନୀୟ ଅବସ୍ଥାରେ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ ବର୍ତ୍ତମାନ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଟି ୫୫ନଂ ଜାତୀୟ ରାଜପଥ ଏବଂ ହିନ୍ଦୋଳ ଉପଖଣ୍ଡ କୁ ସଂଯୋଗ କରୁଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ କରୁଛି ।

ଜାତୀୟ ରାଜପଥକୁ ଅବରୋଧ କଲେ ପଥରଖମ୍ବ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ରାସ୍ତାରୋକ କରିଛନ୍ତି ପଥରଖମ୍ବ ଗାଁର ଗ୍ରାମବାସୀ । ପଥରଖମ୍ବ ଛକ ନିକଟରେ ସର୍ଭିସ ରୋଡ଼ ନହେବା ଓ ବସଷ୍ଟାଣ୍ଡ ବିଶ୍ରାମଗାରକୁ ପ୍ରାୟ ୫ଶହ ମିଟର ଦୂରତାରେ ତିଆରି କରିବା ଭଳି ଦାବି ନେଇ ଗାଁର ଶହ ଶହ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ;ଢେଙ୍କାନାଳ ସମେତ ୭ଟି ଜାଗାରେ ଚଢ଼ାଉ

ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୭ଟି ଜାଗାରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ରେଡ ଚାଲିଛି । ଏଥିସହିତ ପୈତୃକ ଗାଁ ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି ।
error: Content is protected !!