News
lipub
samparksetu
Browsing Category

ଢେଙ୍କାନାଳ ଖବର

ଘରେ ଧକ୍କା ହେଲା କାର: ଚାଳକ ମୃତ୍ୟୁକୁ ନେଇ ସନ୍ଦେହ !

ହିନ୍ଦୋଳ ଏନଏସି ରେ ଆଜି ସନ୍ଧ୍ୟା ୭ ଟାରେ ଏକ କାର ଜନୈକ ଘରେ ଧକ୍କା ଦେବା ଏବଂ ପରବର୍ତ୍ତୀ ସମୟରେ ଚାଳକ ଙ୍କ ଦେହରେ କିଛି କ୍ଷତ ନଥାଇ ମୃତ୍ୟୁ ବରଣ କରିବା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।ଏହି ଘଟଣା କୁ ନେଇ ନିରପେକ୍ଷ ତଦନ୍ତ କରାଯିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୂଚନା

ସମବାୟ ସମିତି ନିର୍ବାଚନ କୁ ବିରୋଧ

କାମାକ୍ଷାନଗର ବ୍ଲକ ମହୁଲପାଳ ସମବାୟ ସମିତି ର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ l ମାତ୍ର ସମବାୟ ସମିତି ନିର୍ବାଚନ କୁ ବିରୋଧ କରୁଛନ୍ତି କିଛି ପ୍ରାର୍ଥୀ l ପ୍ରାର୍ଥୀ ମାନଙ୍କ କହିବା ଅନୁସାରେ ସମବାୟ ନିର୍ବାଚନ ସମବାୟ ସମିତି ପରିସରରେ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା l

ସୁରପ୍ରତାପପୁର ସେବା ସମବାୟ ସମିତିର ସଭାପତି ଭାବେ ଚୟନ ହେଲେ ପୁଷ୍ପଲତା ରାଉତ

ସରିଛି ସମବାୟ ନିର୍ବାଚନ ।ନିର୍ବାଚିତ ହୋଇଛନ୍ତି ଡାଇରେକ୍ଟର ଏବେ ସଭାପତି ପଦଲାଗି ଚାଲିଛି ପ୍ରତିଦ୍ବନ୍ଦିତା । ଢେଙ୍କାନାକ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ଥିଲା ସଭାପତି ଚୟନ ତାରିଖ ।ଏହି ଅବସରରେ ଶ୍ରୀମତୀ ପୁଷ୍ପଲତା ରାଉତ ଏକ ମାତ୍ର ପ୍ରାର୍ଥୀନି ଭାବେ

ନବବଧୂ ର ଆତ୍ମହତ୍ୟା , ପରିବାର ଆଣିଲା ହତ୍ୟା ଅଭିଯୋଗ

ଶୁକ୍ରବାର ଦିନ ମୋଟଙ୍ଗା ଥାନା ବଦାଳୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡାଡିଆ ଗ୍ରାମ ରେ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ନେବା ରେ ଜଣାଗଲା ଯେ ଅନଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମ ର ଅନନ୍ତ ଚରଣ ବେହେରା ଙ୍କ ଭଉଣୀ ମଧୁସ୍ମିତା ବେହେରା ଗତ ତିନି ବର୍ଷ ତଳେ

ଉଠା ଦୋକାନୀଙ୍କ ଥଇଥାନ ଦାବି

ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ ଜିଲ୍ଲା କାର୍ଯ୍ୟ।ଳୟ ସମ୍ମୁଖରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରଥିବା ଉଠା ଦୋକାନୀଙ୍କ ଥଇଥାନ କରିବା ପାଇଁ ଦାବି କରାଯାଇଛି । ବର୍ତ୍ତମାନ ଉଠା ଦୋକାନୀ ମାନେ ବସୁଥିବା ସ୍ଥାନରେ ପୌରସଂସ୍ଥା ତରଫରୁ ରେଲିଂ ଲଗାଯାଉଛି । ପୌରସଂସ୍ଥା ତରଫରୁ ଉଠା

ବାଇକ ସହ ବୋଲେରୋ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର

କାମାକ୍ଷାନଗର ଥାନା ବାଇସିଙ୍ଗା ଛକ ନିକଟରେ ବୋଲେରୋ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ହୋଇଛନ୍ତି l ଗୁରୁତର ଜଣକ ହେଲେ ଖଙ୍କିରା ଗ୍ରାମ ର ବୁଦ୍ଧିଆ ସାମତ (୨୪)l ସୂଚନା ଅନୁସାରେ ଖଙ୍କିରା ଗ୍ରାମ ର ବୁଦ୍ଧିଆ ଏକ ମୋଟର ସାଇକେଲ ଯୋଗେ କାମାକ୍ଷାନଗର ରୁ ନିଜ ଗ୍ରାମ କୁ

ପୋଖରୀରୁ ନିଖୋଜ ବାଳକର ମୃତ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ଥାନା ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗାଁ ପୋଖରୀରୁ ନିଖୋଜ ୧୨ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ଜଣଙ୍କ ଗାଁର ରବି ନାରାୟଣ ଗୁଇଆଙ୍କ ପୁଅ ଜିତେନ୍ ଗୁଇଆ । ଜିତେନ୍ ଗତ ୨୨ ତାରିଖ ଦିନ ଠାରୁ ନିଖୋଜ ଥିଲେ । ଆଜି ତାଙ୍କ

କର୍ମଚାରୀ ଙ୍କ ଅବହେଳା ରୁ ଚାଲିଗଲା ଯୁବତୀଙ୍କ ଜୀବନ !

ଚିକିତ୍ସା ଅବହେଳାରୁ ଚାଲିଗଲା ଯୁବତୀ ଙ୍କ ଜୀବନ।ଏହିଭଳି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରୁ । ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।ମୃତକ ଯୁବତୀ ମଠକରଗୋଳା ର ରୋଜି ବେହେରା ବୋଲି ଜଣାପଡିଛି। ସୂଚନା ଅନୁସାରେ ମଠକରଗୋଲା ଗ୍ରାମର

ଯୁବକ ନିଖୋଜ ,ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନୂଆବଗ ପଞ୍ଚାୟତର ସରାସିଂ ଗ୍ରାମର ଜଣେ ଯୁବକ ଆଜକୁ ୧୧ଦିନ ଧରି ନିଖୋଜ ଅଛନ୍ତି।ସୂଚନା ଅନୁଯାୟୀ , ନୂଆବଗ ପଂଚାୟତର ଅନ୍ତର୍ଯ୍ୟାମୀ ସାହୁଙ୍କର ୨୩ବର୍ଷୀୟ ପୁଅ ଗଣେଶ୍ୱର ସାହୁ ଅନଗୁଳ ଜିଲ୍ଲାର ବଂରପାଳ ବୁଢ଼ାପଙ୍ଗ ଠାରେ ଏକ ମେସ ରେ ରୋଷେୟା କାର୍ଯ୍ୟ

କାର ବାଇକ ମୁହାଁମୁହିଁ ଧକ୍କା ; ଜଳିଗଲା ବାଇକ,୨ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷୋରିସିଆପଦା ଗ୍ରାମ ପଞ୍ଚାୟତ ଅଧୀନ ଢୋଲ ପଥର ସନ୍ନିକଟ ରାସ୍ତାରେ ଆଜି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ,ଏଥିରେ୨ଜଣ ଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ
error: Content is protected !!