News
lipub
samparksetu
Browsing Category

ଢେଙ୍କାନାଳ ଖବର

ଯୋରନ୍ଦା ଶିଶୁବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ଯୋରନ୍ଦା ଶିଶୁବିଦ୍ୟା ମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଶିଶୁ ଵିଦ୍ୟାମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଯୋଗଦେଇ ବିଦ୍ୟା ଦାୟିନୀ ମା ସାରଦା ଙ୍କ ନିକଟରେ ଦ୍ୱିପ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ଛକ ରେ ବାଇକ ଦୁର୍ଘଟଣା l ସୂଚନା ଅନୁସାରେ ବାଘୁଆ ଗ୍ରାମର ଦୁଇ ଜଣ ଶ୍ରମିକ ସୁଶାନ୍ତ ପ୍ରଧାନ (୨୭) ତୁଷାର ପ୍ରଧାନ (୨୧) କାମକରିବା ପାଇଁ ବାଲିକୁମା ଯାଉଥିବାବେଳେ ବେଲବଣିଆ ଛକ ରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଗୋଟିଏ ଗାଈ ସହିତ

ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ଜଳିଗଲେ ଯୁବକ ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ଗୁରୁତର ଯୁବକ ଜଣକ କଣ୍ଟାପାଳ ଗାଁର ବିନୟ ପଧାନ । ବିନୟ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ତାଙ୍କୁ

ଆମ୍ ଆଦମୀ ପାର୍ଟି ସଦସ୍ୟ ମାନଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା…

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ ଏବଂ ତାର ଆସୁ

ବର୍ଷା ଜଳ ନିଷ୍କାସନ ନହେବାରୁ ଘରେ ପଶିଲା ବର୍ଷା ପାଣି ;ଗ୍ରାମବାସୀ କଲେ ରାଜପଥ ଅବରୋଧ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ପିତିରି ଗ୍ରାମବାସୀଙ୍କ ଜାତୀୟ ରାଜପଥ ୫୩ ଅବରୋଧ , ବର୍ଷା ଜଳ ନିଷ୍କାସନ ହୋଇନପାରି ଘରେ ପାଣି ପଶିବାରୁ ରାସ୍ତାରୋକ କଲେ ଗ୍ରାମବାସୀ ।ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଗାଁ ପାଖରେ ପୂର୍ବରୁ ଥିବା ଡ୍ରେନ ପୋତି ହୋଇ ଯାଇଛି ଯାହାଫଳରେ ବର୍ଷା ପାଣି ନିଷ୍କାସନ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ,ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କାଶିପୁର ପଞ୍ଚାୟତ ର ଭାଲୁଗାଡିଆ ପୋଖରୀ ପାଖରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଚାଳକ ଗଭିର କ୍ଷତବିକ୍ଷତ ହୋଇଥିଲେ। ସୂଚନା ଅନୁଯାୟୀ , ହିରୋ ହୋଣ୍ଡା ସିଡ଼ି ଡିଲକ୍ସ ଯୋଗେ ଲହଡ଼ା ଗ୍ରାମ କୁ ବଇଦି କାଟେଣିର ଶିଲୁ ମଳିକ ନିଜ

ବଜ୍ରାଘାତରେ ୧ ମୃତ ,୧ ଗୁରୁତର

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାରକାଟେଣୀ ଗାଁର ଅମିତ ମହାନ୍ତ(୩୫) । ଅମିତ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ

ଟାଟାଏସି ଧକ୍କାରେ ଦୁଇ ମୃତ ; ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

ଟାଟାଏସି ଧକ୍କାରେ ଦୁଇ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଦେଢ଼ ଘଣ୍ଟା ବିଳମ୍ବରେ ପହଁଚିଲା ରାସୋଳ ପୋଲିସ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାସ୍ତାରୋକ ହେଲା । ପରେ ମାଜିଷ୍ଟ୍ରେଟ ପହଂଚି ଥିଲେ ମଧ୍ୟ ଲୋକମାନେ ଶବ ଛାଡିଲେ ନାହିଁ ।

ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟ ଦେବା ପାଇଁ ଭୋଟର ଙ୍କ ମଧ୍ୟରେ ଉତ୍ସାହ ; ଆସନ୍ତା ୨୬ ତାରିଖରେ ଦ୍ୱିତୀୟ…

ଆରମ୍ଭ ହୋଇଛି ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟଦାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମୋଟ ୧୮୩ଟି ସମବାୟ ସମିତି ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ରହିଛି ମୋଟ ୮୦ ଗୋଟି ସମବାୟ ସମିତି । ଯେଉଁ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ରବିବାର ଦିନ ୨୩ଟି ଏବଂ ଜୁନ ୨୬ ତାରିଖ

ଜଙ୍ଗଲରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜାଙ୍ଗୁ ଗାଁ ଜଙ୍ଗଲ ରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ଜାଙ୍ଗୁ ଗାଁର ଦୁଆରୀ ସେଠି (୮୦) ଗତ କାଲି ସକାଳୁ ଘରୁ ଯାଇ ଆଉ ଫେରି ନଥିଲେ ଘର ଲୋକ ମାନେ ଖୋଜାଖୋଜି କରି ଆଜି ପାଖ ଜଙ୍ଗଲରେ ତାଙ୍କ ମୃତ ଦେହ ପଡି ଥିବା ଦେଖି
error: Content is protected !!