Browsing Category
ଢେଙ୍କାନାଳ ଖବର
ବାରହା ଆକ୍ରମଣରେ ଯୁବକ ଗୁରୁତର
ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇଥିବାର ଜଣା ଯାଇଛି । ସୁଚନା ମୁତାବକ ଢେଙ୍କାନାଳ ଜିଲ୍ଲା ସଦର ରେଂଜ କାଇମାଟି ଗ୍ରାମପଞ୍ଚାୟତ ଶଙ୍ଖୁଆ ଗ୍ରାମର ନରୋତ୍ତମ ପ୍ରଧାନ ନାମକ ଯୁବକ ତାଙ୍କ ଘର ନିକଟରେ କୌଣସି କାମ କରୁଥିବା ସମୟରେ ତାଙ୍କୁ ହଠାତ ଏକ ବାରହା ଆକ୍ରମଣ କରିଥିଲା।
ନରୋତ୍ତମଙ୍କ!-->!-->!-->…
ଢେଙ୍କାନାଳ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଶ୍ରୀ ସିଦ୍ଧ ବଳରାମ ଜୀଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଉପ ଜିଲ୍ଲାପାଳ ତଥା ନିର୍ବାହୀ!-->…
ବିଶ୍ୱ ରକ୍ତଦାନ ଦିବସରେ ଟାଟା ଷ୍ଟିଲ ମେରାମଣ୍ଡଳୀ ରେ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ
ବିଶ୍ୱ ରକ୍ତଦାନ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୋଟ୍ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ଟାଟା ଷ୍ଟିଲର ବରିଷ୍ଠ!-->!-->!-->!-->!-->…
ବରିଷ୍ଠ ନାଗରିକ ଗୃହରେ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଦୟାନନ୍ଦ ସର୍ଭିସ୍ ମିସନ୍ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ଆଜି ରଜମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ସରପଞ୍ଚ ଆରତୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା,ସମିତି ସଭ୍ୟ!-->…
୪ଦଫା ଦାବି ନେଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ; ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଛକ ନିକଟରେ ୪ଦଫା ଦାବି ନେଇ ରାସ୍ତାରୋକ କରିଥିଲେ ବଡଝରା ଗ୍ରାମବାସୀ ଓ ଶତାଧିକ ଛାତ୍ରଛାତ୍ରୀ । ଗାଁରେ ପାନୀୟ ଜଳ ସମସ୍ୟା ,ଉଠା ଜଳସେଚନ ପ୍ରକଳ୍ପରେ ସରକାରଙ୍କ କୋଟି କୋଟି ଟଙ୍କା ହଡପ ଏବଂ ଚାଷ ଜମିରେ ପାଣି ନମାଡିବା!-->…
କାମାକ୍ଷାନଗର ଏନଏସି ର ଦ୍ଵିତୀୟ ସମନ୍ୟୂୟ ବୈଠକ ଅନୁଷ୍ଠିତ
କାମାକ୍ଷାନଗର ଏନଏସି ର ଦ୍ଵିତୀୟ ସମନ୍ୟୁୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକ ରେ ଏନଏସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଁ ବିରଜା ପ୍ରସାଦ ରଥ ଅଧ୍ୟକ୍ଷତା କରିଥିବା ବେଳେ କାମାକ୍ଷାନଗର ର ନଗରପାଳ ଧର୍ମାନନ୍ଦ ପରିଡା ମୁଖ୍ୟ ଅତିଥି!-->…
ଟ୍ରକ ସହିତ ବାଇକ ମୁହାଁ ମୁହିଁ ଧକ୍କା ; ୨ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପାଙ୍ଗାତିରl ପାଖରେ ଟ୍ରକ ସହିତ ବାଇକ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ଠାରେ ଆଜି ଅପରାହ୍ନ ୪ ଘଟିକାରେ କଣ୍ଟାପାଳ କଲୋନୀ -୨ ର ଦୁଇଜଣ ବ୍ୟକ୍ତି କଣ୍ଟାପାଳ ରୁ ବିରିବୋଲେଇ ଯିବା ବେଳେ,!-->…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛପଟୁ ଧକ୍କା ଦେଲା ବୋଲେରୋ, ମାଆ ଗୁରୁତର ଝିଅ ମୃତ
ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର କାନଖାଇ ଗ୍ରାମର ସୁକାନ୍ତି ସାହୁ , ମୀନା ସାହୁ ଓ ସେଶ ଦେହୁରୀ ଭୁବନରୁ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଶେଷ ଦେହୁରୀ ବାଇକ୍ ଯୋଗେ ଦୁଇ ମହିଳାଙ୍କୁ ଧରି ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଭୁବନ!-->!-->!-->…
ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର
କାମାକ୍ଷାନଗର ଥାନା କାକୁଡିଆ ଗ୍ରାମ ପୂର୍ତ୍ତ ବିଭାଗ ରାସ୍ତାରେ ଭାରସାମ୍ୟ ହରାଇ ଜଣେ ଯୁବକ ଗୁରୁତର ହୋଇଛନ୍ତି l ଗୁରୁତର ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଦିଘି ଗ୍ରାମର ଅବିନାଶ ବେହେରା (୨୫) l
ସୂଚନା ଅନୁସାରେ ଅବିନାଶ ନିଜ ବାଇକ ଯୋଗେ କାମାକ୍ଷାନଗର ରୁ ନିଜ ଗ୍ରାମ ଦିଘି କୁ!-->!-->!-->…
ଦୁଇ ଜୁଆଡି ଗିରଫ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୋଲିସ ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ସାରୁଆଳି ଗ୍ରାମ ଶବର ସାହି ଆମ୍ବ ତୋଟା ନିକଟରେ ଚଢାଉକରି ଦୁଇ ଜୁଆଡିଙ୍କୁ ଗିରପ କରିବା ସହ ନଗଦ ୩୧ହଜାର ୧୫୦ ଟଙ୍କା ଜବତ କରିବା ସହ ଜୁଆ ପାଇଁ ବ୍ୟବହୃତ ସଂରଞ୍ଜାମ,ଏକ ଗ୍ୟାସ ଲାଇଟ ଓ ଏକ ମଟର ସାଇକେଲ ଜବତ!-->…