Browsing Category
ଢେଙ୍କାନାଳ ଖବର
ସହର ମଧ୍ୟରୁ ୧୨ଫୁଟର ଅଜଗର ଉଦ୍ଧାର
ଢେଙ୍କାନାଳ ସହରର ଖମାର ସାହିଠାରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ୧୨ଫୁଟର ଅଜଗରକୁ ଉଦ୍ଧାର କରିଛି ସାପ ଉଦ୍ଧାର କରି ଦଳ । ଏହି ୧୨ ଫୁଟର ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଂଗଲରେ ଛାଡି ଦିଆଯାଇଛି। ସୁଚନା ଅନୁଯାୟୀ ଖମାର ସାହିର ଦେବାଶିଷ ରଥଙ୍କ ଘର ଏକ ଅଜଗର ସାପ ପସି ଯାଇଥିଲା।
!-->!-->!-->…
ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ
ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟ ସୂଚୀ!-->…
ଜଙ୍ଗଲ ଭିତରୁ ବାଘର ମୃତଦେହ ଉଦ୍ଧାର
ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି ।ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ବେଳେ ବାଘ ଟିର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଢେଙ୍କାନାଳ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଭଲିବଲକୁ ପ୍ରୋତ୍ସାହନ
ଏକ ଶତାବ୍ଦୀ ଧରି ଟାଟା ଷ୍ଟିଲରେ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଓ ସହାୟତାର ଏକ ସୁଦୀର୍ଘ ପରମ୍ପରା ରହିଆସିଛି । ନିଜ ଏକାଡେମୀ ମାଧ୍ୟମରେ ହକି, ଫୁଟବଲ ଓ ତୀରନ୍ଦାଜୀ ଭଳି କ୍ରୀଡ଼ାବିତ୍ଙ୍କ ଦକ୍ଷତାର ବିକାଶ କରାଯାଉଥିବାବେଳେ ଏହି ଇସ୍ପାତ କମ୍ପାନୀ ପକ୍ଷରୁ ଏହା!-->!-->!-->…
କାଳିପୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି, ଆମରଣ ଅନଶନରେ ବସିଲେ କୁନି କୁନି ଛାତ୍ରଛାତ୍ରୀ
ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ନବକିଶୋର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୧ ମସିହାରୁ ବନ୍ଦ କରିଦିଆଯିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରୁ ବିରତ ହେଉଛନ୍ତି । ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ୱେ କୌଣସି ଫଳ ନମଳିବାରୁ ଗ୍ରାମବାସୀ ମାନେ!-->…
ହାତୀ ଆକ୍ରମଣ ରେ ମହିଳା ଗୁରୁତର !
ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ମାଧପୁର ଗାଁରେ ଆଜି ସକାଳୁ ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇଥିବାର ଖବର ଆସିଛି। ସେହି ଗାଁ ର ଦୁଲଣା ବେହେରା ଘର ପଛ ପାଖ ଆମ୍ବ ବଗିଚା କୁ ଆମ୍ବ ପାଇଁ ଯାଇ ଥିବା ବେଳେ ତାଙ୍କୁ ଏକ ଜଂଗଲୀ ଦନ୍ତା ହାତୀ ତାଙ୍କୁ!-->…
ଦ୍ଵନ୍ଦ ରେ ଚାଷୀ ଭାଇ, କର୍ତ୍ତୃପକ୍ଷ ଙ୍କ ଅବହେଳା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଗତ ଖରିଫ ଋତୁରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଥିଲା । ଏହି ବ୍ଲକର ସିମିନଈ,ଗଦାଶିଳା ଏବଂ ଗୁଣ୍ଡିଚାପଡା ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରୁ ମୁଠାଏ ବି ଫସଲ ମିଳିନାହିଁ । କୃଷି ବିଭାଗ ଏବଂ ସରକାରଙ୍କ ଖାମଖିଆଲ ନିତୀ ଯୋଗୁଁ ବର୍ତ୍ତମାନ!-->!-->!-->…
ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ
ଢେଙ୍କାନାଳ ଜିଲ୍ଲା ମହିମାଗାଦି ସ୍ଥିତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ । ବୁଧବାର ଦିନ ଏନସିସି କଟକ ଗ୍ରୁପର ଗ୍ରୁପ କମାଣ୍ଡର କର୍ନେଲ ରଜନିଷ କପୁର ଓ ୧୨ ଓଡିଶା ଏନସିସି ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେପଟନାଣ୍ଟ କର୍ନେଲ ସିଦ୍ଧାର୍ଥ ଭସ୍ତାୟନ!-->…
ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପରିସରରେ ସତ୍ୟ ଅଲେଖ ମହିମା ଧର୍ମ କୌପୁନି ଧାରୀ ମହିମା ସମାଜ ତରଫରୁ ରଘୁନାଥ ବାବା ଙ୍କ ସଭାପତିତ୍ୱରେ ମହିମାଧର୍ମ ସାହିତ୍ୟର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ରେ ଅଲେଖ ଡାକ!-->…
ମାଆ ଠାରୁ ଦୁଇ ଶିଶୁ ଅପହରଣ ଅଭିଯୋଗ,ଥାନାରେ ମାମଲା ରୁଜୁ
କାମାକ୍ଷାନଗର ଥାନା ଆଳତୁମା ଇଲେକ୍ଟ୍ରି ଛକ ନିକଟରୁ ୨ଶିଶୁକୁ ଅପହରଣ ନେଇ ଥାନାରେ ମାମାଲା ରୁଜୁ। ସୂଚନା ଅନୁଯାୟୀ, ରୀନା ସ୍ବାଇିଁ ପ୍ରଥମେ ଢେଙ୍କାନାଳ ଛାଟିଆ ଗ୍ରାମର ଆଦିତ୍ୟ ସ୍ବାଇିଁକୁ ବିବାହ କରିଥିଲେ।ବିବାହର କିଛି ବର୍ଷ ପରେ ସ୍ବାମୀ ଆଦିତ୍ବର ମୃତ୍ୟୁ ହେବା ପରେ ରିନା ଶାଶୁଘର!-->…