Browsing Category
ଢେଙ୍କାନାଳ ଖବର
କେନ୍ଦ୍ର ଶିକ୍ଷ୍ୟାମନ୍ତ୍ରୀ ଙ୍କ ନବୋଦୟ ବିଦ୍ୟାଳୟ ପରିଦର୍ଶନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ମାନ୍ୟବର ଶିକ୍ଷା ,ଦକ୍ଷତା, ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଳୟ ପରିସରରେ ସ୍ମାର୍ଟ କ୍ଲାସ ରୁମ ,ହଷ୍ଟେଲ ,ମେସ , ଲାଇବ୍ରେରୀ, ଏକାଡେମୀକ ହଲ ଆଦି ବୁଲି ଦେଖିବା!-->…
ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଦଶ ଦିନ ବ୍ୟାପି ଦୁଇଟି ପଞ୍ଚ ଦିବସୀୟ କର୍ମଶାଳା ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ!-->…
୬ ଦଫା ଲଗାଇ ଘଟଣାକୁ ରଫାଦଫା କରିଦେଲା ପୋଲିସ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡା ଗ୍ରାମର ଜନୈକ ଯୁବକ ସେହି ଗ୍ରାମର ଅନ୍ୟଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ମାମଲା ରୁଜ୍ଜୁ କରି ୬ ଦଫା ଲଗାଇବା ପରେ ମାମଲାକୁ କୋର୍ଟକୁ ନଦେଇ!-->…
ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ ଭୁବନ ପଟୁ ଦ୍ରୁତଗତିରେ ଆସୁଥିବା ବେଳେ ଆଜି ଦିନ ୧ ଘଟିକା ସମୟରେ ଏକ ବାଇକ ମାଡ କରିଥିଲା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ଜଣେ ମୃତ୍ୟୁ ବରଣ!-->…
ମାଛ ଧରିବାକୁ ଯାଇ ବୁଡ଼ିଗଲେ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରୁ ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ଧୀବରଙ୍କର ମୃତ୍ୟୁ ହୋଇଛି । ମୃତ ଧୀବର ଜଣଙ୍କ ପରଜଙ୍ଗ ଥାନା ଡମୋଳ ଗାଁର ନେଉଳ ଓରଫ ସଞ୍ଜୟ ସାମଲ । ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ମାଛ ଧରୁଥିବା ବେଳେ ଗଭୀର!-->…
ଜିଏମ ଆଇରନ ଏବଂ ଷ୍ଟିଲ କାରଖାନାକୁ ଏନ୍ ଜିଟି ର ଝଟକା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ବିରୋଧରେ ଜାତୀୟ ସବୁଜ ପ୍ରାଧିକରଣ ( ଏନଜିଟି ) ନିକଟରେ ତା-୨୯-୦୩-୨୦୨୨ରିଖରେ ଦ୍ବାରସ୍ଥ ହୋଇଥିଲେ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚସୀମାନ୍ତ ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର!-->…
ଅଜଣା ଗାଡି ଧକ୍କାରେ ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଦାଶିଳା ବ୍ରାହ୍ମଣିଆପାଳ ରାସ୍ତାର ଗଞ୍ଜରା ଆମ୍ବ ବଗିଚା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରଜନାଥପୁର ଗ୍ରାମର ଦୀପକ ଧଳ ଏବଂ ବ୍ରାହ୍ମଣିଆପାଳ!-->…
ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ,ଜଣେ ଗୁରୁତର
ବୋଲେରୋ ଧକ୍କାରେ ପାନୀୟ ଜଳ ଯୋଗାଣ ବିଭାଗ ମିସ୍ତ୍ରୀ ଗୁରୁତର।ଗୁରୁତର ଜଣଙ୍କ ହେଲେ କନ୍ତୋର ଗ୍ରାମର ବାଦଲ ନାଏକ।ସୂଚନା ଅନୁଯାୟୀ ପରଜଙ୍ଗ ଥାନା କନ୍ତୋର ଗ୍ରାମର ବାଦଲ ନାଏକ ଓ ପ୍ରସନ୍ନ କୁମାର ସାହୁ ଉଭୟେ ପରଜଙ୍ଗ ପାନୀୟ ଜଳ ଯୋଗାଣ ବିଭାଗର ପମ୍ପ ଓ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ!-->…
ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ
କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳୁତୁମା ଗ୍ରାମ ରେ ପାଞ୍ଚଶହ ବର୍ଷ ପୂର୍ବର ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପୁରୀ ରୁ ବେଦଜ୍ଞ ବ୍ରାହ୍ମଣ ମାନେ ମହାପ୍ରଭୁ ଙ୍କ ଆଜ୍ଞାମାଳ ଧରି ପହଞ୍ଚି ହୋମ, ପୂଜା, ଓ ଶିଳାନ୍ୟାସ!-->…
ମରଣ ଜନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ, ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ନିକଟରେ ଆଜି ବାଇକ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।
ସୂଚନା ଅନୁଯାୟୀ ବାରିହାପୁର ଗ୍ରାମର!-->!-->!-->!-->!-->…