Browsing Category
ଢେଙ୍କାନାଳ ଖବର
ବାବନ୍ଧ ଗ୍ରାମକୁ ଅଭିଶାପ ଖଣି ଖାଦାନ : ବଢୁଛି କିଡନୀ ରୋଗ,ଲୋକଙ୍କ ମୃତ୍ୟୁ ପରେ ବି ଚେତୁନି ପ୍ରଶାସନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ଗ୍ରାମବାସୀ ମାନଙ୍କ ପାଇଁ ଖଣି ଖାଦାନ ପାଲଟିଛି ଅଭିଶାପ । ଖଣି ଖାଦାନ ଖୋଳି ମାଫିଆ ମାନେ ଲାଭବାନ ହେଉଥିବା ବେଳେ ଗରୀବ ନିରୀହ ଅସହାୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।
ଢେଙ୍କାନାଳ ଜିଲ୍ଲା!-->!-->!-->!-->!-->…
ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଦେଖିବାକୁ ଆସି ବାଇକ୍ ଧକ୍କାରେ ଶାଶୁ ଗୁରୁତର
୧୪୯ ନଂ ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସୂଚନା ମୁତାବକ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ରଙ୍ଗଥଳୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଛି ।
ମୃତ ବ୍ୟକ୍ତି ଜଣକ ହେଲେ!-->!-->!-->…
ଭାରସ୍ୟାମ ହରାଇ ଗଛରେ ପିଟିହେଲା ବାଇକ , ଜଣେ ଗୁରୁତର
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର l ଗୁରୁତର ଜଣକ ହେଲେ କଙ୍କଡାହାଡ଼ ଥାନା ସମାକୁଦ ଗ୍ରାମ ର ଅଜିତ ବେହେରା l ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନିଜ ଘରୁ ଏକ ମୋଟର ସାଇକେଲ ଯୋଗେ ଅଜିତ ଗାଁ ରେ ଥିବା ଅନ୍ୟ ଏକ ସାହିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ!-->…
ରାସ୍ତା କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ ; ଡ୍ରାଇଭର ମୃତ
ଜାତୀୟ ରାଜପଥ ୫୩ କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ। ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେଥିବା ପୋଖରୀ କଡ଼ ରେ ଘଟିଛି ଦୁର୍ଘଟଣା ।
!-->!-->!-->…
ଜମିହରା ପ୍ରଜାଙ୍କୁ ରିମଝିମ କମ୍ପାନୀରେ ନିଯୁକ୍ତି ଦାବି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କୁରୁଣ୍ଟି ଠାରେ ଅବସ୍ଥିତ ବିଆରଜି କାରଖାନାକୁ ରିମଝିମ କାରଖାନା ପରିଚାଳନା ଦାୟୀତ୍ୱ ନେବା ପରେ ସମସ୍ତ ଜମିହରା ପ୍ରଜା ଏବଂ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଓଡାପଡା ବ୍ଲକ!-->!-->!-->…
ମହୁଲଖୋଳି ଗ୍ରାମର ଚାଷୀମାନଙ୍କ ମୁହଁରେ ହସ ଫୁଟାଉଛି କ୍ଷେତ ପୋଖରୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମରେ କିଛି ଚାଷୀ ମାନେ କ୍ଷେତ ପୋଖରୀ ଯୋଜନାର ମିଳିଛି ସୁଫଳ କ୍ଷେତରେ ଫଳିଛି ସୁନାର ଫସଲ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହ ପାଇପାରିଛନ୍ତି ରୋଜଗାର କ୍ଷମ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ସଫଳତା ମିଳିଥାଏ l
ମରୁଡି ଅଞ୍ଚଳ!-->!-->!-->…
ଲୁଟେରାଙ୍କ ଟାର୍ଗେଟରେ କାମାକ୍ଷାନଗର ; ପୋଲିସର ହାତ ଖାଲି,ହେଉନି ପେଟ୍ରୋଲିଙ୍ଗ
କାମାକ୍ଷାନଗର ସହର ପାଲଟିଛି ଏବେ ଲୁଟେରାଙ୍କ ଆଡାସ୍ଥଳି।ସହରରୁ ପ୍ରତ୍ୟେକ ଦିନ ଲୁଟର ଚିତ୍ର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି।ଲଗାତାର ଭାବରେ ୨ଦିନରେ ୨ଯାଗାରୁ ଲକ୍ଷାଧିକ ଟଙ୍କାର ସରଞ୍ଜାମ ଲୁଟ ହୋଇଛି।ସହରର ଚତୁର୍ପାଶ୍ବରେ ସିସିଟିଭି ଲଗାଯାଇଥିବା ବେଳେ ଲୁଟେରା ମାନେ ଅତି!-->…
ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ
ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକ ସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ ଶ୍ରୀମତୀ ମୋନାଲିସା ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ!-->!-->!-->…
ସ୍କୁଲ ଫେରାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥନା ଗାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ !
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଶାସିଂହ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ମାନେ ପହଞ୍ଚି ତାଙ୍କ ସ୍କୁଲ ଫେରାଇଦେବା ପାଇଁ ଦାବି କରି ବସିଥିଲେ।
ଛାତ୍ରଛାତ୍ରୀ ମାନେ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥନା ଗାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି!-->!-->!-->…
ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ
ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି ।
ସୂଚନା ଅନୁଯାୟୀ ସୁପ୍ରିମ!-->!-->!-->!-->!-->…