News
lipub
samparksetu
Browsing Category

ଢେଙ୍କାନାଳ ଖବର

ନାଳରେ ବୁଡି ଯୁବକ ମୃତ

ପରଜଙ୍ଗ ଥାନା ଅଧୀନସ୍ଥ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ କୁଲେଇ ଗ୍ରାମ ର ରଗଡ଼ି ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର କୈଳାସ ଭୂତିଆଙ୍କ ପୁଅ ଡାକ୍ତର ଭୂତିଆ (୨୧) ଗ୍ରାମ ପାଖ ଗମ୍ଭାରିଆ ନାଳକୁ ମାଆ ଙ୍କ ସହିତ ଗାଧୋଇବାକୁ ଯାଇ ଗଭୀର ପାଣିରେ

ସନ୍ଦେହ ଘେରରେ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ; ନ୍ୟାୟ ଦାବି କଲା ଢେଙ୍କାନାଳ ବିଜେପି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଢେଙ୍କାନାଳ ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମର ଯୁବକ ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଯୋର ଧରିଛି। ଗତ ରାତିରେ ଲଳିତଙ୍କର ମୃତ୍ୟୁ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ହୋଇଥିବାବେଳେ

ଝିଅ ଘର ହେଲା ଜୀବନ ର ଶେଷ ଯାତ୍ରା

ପଥର ବୋଝେଇ ଟ୍ରକ ଏକ ବାଇକ ଉପରେ ମାଡିଯିବାରୁ , ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ । ମୃତକ ବାଇକ ଆରୋହୀ ଜଣଙ୍କ ନରସିଂହପୁର ଅଂଚଳର ଯଦୁମଣି ପୁହାଣ ବୋଲି ଜଣାପଡ଼ିଛି । ଯଦୁମଣି ତାଙ୍କ ଝିଅଘର ସ୍ଥାନୀୟ ମାଣିପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ

ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ୧୮ ତାରିଖ ସୋମବାର ଦିନ ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଭାଗୀୟ ମୁଖ୍ୟ ସୁରେଶ ଚନ୍ଦ୍ର

କାମାକ୍ଷାନଗର ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଆଜି କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।କିଭଳି ଭାବରେ ରକ୍ତ ଭଣ୍ଡାର ଚାଲୁ ହୋଇ ପାରିବ,ରୋଗି ମାନେ ଏହାର ଲାଭ ଉଠାଇ

ବାରିହାପୁର କେନ୍ଦୁପତ୍ର ଗୋଦାମ ଠାରେ ପରଜଙ୍ଗ ଓ କାମାକ୍ଷାନଗର କେନ୍ଦୁପତ୍ର ରେଞ୍ଜ ସ୍ତରୀୟ ବୈଠକ

ବାରିହାପୁର ଠାରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ପରଜଙ୍ଗ ଏବଂ କାମାକ୍ଷାନଗର ରେଞ୍ଜର ରେଞ୍ଜ ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଅଛି ।କେନ୍ଦୁଝର ଡିଭିଜନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ ଟି ରେଞ୍ଜର ସମସ୍ତ ସିଜିନାଲ କର୍ମଚାରୀ ଯଥା ମୁନୁସି,

ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକ ପାଳିତ

କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ କଳିଙ୍ଗ ର ବିର ପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ବରେ ସକାଳ ପ୍ରାୟ ୬.୩୦ରେ ପ୍ରଥମେ ଜଳାଶୟ ରେ ପହଞ୍ଚି ବ୍ରାହ୍ମଣ ମାନଙ୍କ

ବିଜୁବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର ;୧୦୭ ୟୁନିଟ ରକ୍ତ ସଂଗ୍ରହ

ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପରଜଙ୍ଗ ବ୍ଲକ୍ ବିଜେଡି ଦଳ ପକ୍ଷରୁ ମହାବିଦ୍ୟାଳୟ ଠାରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଖରାଦିନେ ରକ୍ତ ଅଭାବରେ କାହାରି ଜୀବନ ନଯାଉ ସେହି

ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗ୍ରାମରେ ଗୁଳିକାଣ୍ଡ, ଜଣେ ମୃତ

କଥା କଥାକେ ଫୁଟୁଛି ଗୁଳି, କେତେବଳେ କିଏ ଆହତ ତ କେତେ ବେଳେ ଗଡୁଛି ମୁଣ୍ଡ । ଏଭଳି ଘଟଣା ଏବେ ବାରମ୍ବାର ଘଟିବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ, ଠିକ ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା କନ୍ଧପାଳ ଗ୍ରାମରେ । ଗୁଳିକାଣ୍ଡରେ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ନୃପତୀ

ନିଖୋଜ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ଶ୍ରୀକାନ୍ତ ବେହେରା ଗତ ୧୦ ତାରିଖ ଦିନଠାରୁ ନିଖୋଜ ଥିଲେ। ପରିବାର ଲୋକ ନିକଟସ୍ଥ ଗାଁ ଚାନ୍ଦପୁର, ସୁରୁତନାଳି, ତୁଳସୀପଶି, ଭେରୁଣିଆ ପ୍ରଭୃତି ଖୋଜାଖୋଜି କରି ନିରାଶ ହୋଇଥିଲେ। ପରିବାର ଲୋକଙ୍କ ମୁତାବକ ସେ ମାନସିକ
error: Content is protected !!