News
lipub
samparksetu
Browsing Category

ଢେଙ୍କାନାଳ ଖବର

ଜାତୀୟ ରାଜପଥ ଉନ୍ନତି ଦାବୀ ରେ ଅର୍ଥନୈତିକ ଅବରୋଧ

କଟକ ଠାରୁ ଢେଙ୍କାନାଳ ଅନୁଗୁଳ ଜାତୀୟ ରାଜପଥ ୫୫ ଦୂରାବସ୍ଥା ନେଇ ଆଜି ଶ୍ୟାମାଚରଣ ପୁର ଷ୍ଟେସନ ନିକଟରେ ରେଳ ରୋକ କରାଯିବା ସହିତ ବଅଁରପାଳ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥର ଚାରିଲେନ କାମ ବନ୍ଦ ରହିଥିବାରୁ ରାସ୍ତା ଯାନବାହାନ ଚଳାଚଳ ପାଇଁ ଅଯୋଗ୍ୟ ହୋଇ

ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଫୁଟିଲା ବୋମା ,ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୋଲିସ । ସୂଚନା

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

ତା.୨.୦୩.୨୦୨୨ରିଖ(ବୁଧବାର) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ

ମେଧାବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତୀତ୍ୱ

ଢେଙ୍କାନାଳ ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଚଳତି ବର୍ଷ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାର ଜଣାପଡିଛି । ନବମ ଶ୍ରେଣୀର ଛାତ୍ରୀ ଶୁଭଶ୍ମିତା ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜତି ସାହୁ ଏବଂ ମନସ୍ୱିନୀ ଦାଶ ମେଧା

ସମବାୟ ସଂପାଦକଙ୍କ ଇସ୍ତଫା , ସୁରପ୍ରତାପପୁରରେ ଚାଷୀ ପଡିଲେ ବଳି

ଚାଷୀ ତାର ଧାନ ବିକିବା ପାଇଁ ମଣ୍ଡି କୁ ନେଇ ବିକି ପାରୁନଥିବାରୁ ବଡ ହିନସ୍ତା ହେବାକୁ ପଡିଛି । ଅତ୍ୟଧିକ ଚାପର ବଶବର୍ତୀ ହୋଇ ସୁରପ୍ରତାପପୁର ର ସମବାୟ ସଂପାଦକ ଦାୟିତ୍ୱରୁ ସତ୍ୟପ୍ରକାଶ ସାହୁ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଭୁବନ ବ୍ଲକ ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ

ଅବକାରୀ ବିଭାଗର ବଡ଼ ସଫଳତା ; ମଦ ବୋଝେଇ କଣ୍ଟେନର, ଜବତ ୩ ଗିରଫ ସୂଚନା

ଆସମରୁ ଓଡ଼ିଶା ର ଝାରସୁଗୁଡା ଜିଲ୍ଲା କୁ ଆସୁଥିଲା ଏକ କଣ୍ଟେନର ଯେଉଁଥିରେ ଥିଲା ଶହ ଶହ କାଟୁନ ଚୋରା ମଦ । ହେଲେ ଜାଣିନଥିଲେ ବାଟରେ ଜଗିଥିଲେ ଅବକାରୀ ଅଧିକାରୀ । ଜବତ ହେଲା କଣ୍ଟେନର ଗିରଫ ହେଲେ ୩ ଜଣ । ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ବେଳେ ହିନ୍ଦୋଳ ଅଞ୍ଚଳରୁ

ପାଳିତ ହେଲା ଜାତୀୟ ବିଜ୍ଞାନ ଦିବସ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟଠାରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ

ରେଳଯାତ୍ରୀ ସମସ୍ୟା ନେଇ ବୈଠକ ,ମେମୁ ପାସେଞ୍ଜର ଟ୍ରେନ ଚଳାଚଳ ଦାବୀ

ଢେଙ୍କାନାଳ ଅନଗୁଳ ଜିଲ୍ଲା ଦୈନିକ ରେଳଯାତ୍ରା ସଂଘର ବାର୍ଷିକ ସାଧାରଣ ସଭା ସହର ନିକଟସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ରେଳଯାତ୍ରୀ ମାନଙ୍କ ସହିତ ଲୋକସଭା ସାଂସଦ ମହେଶ ସାହୁ କନଫରେନ୍ସ ଯୋଗେ ସଂଘର ସଭାକୁ ଉଦବୋଧନ କରିଥିଲେ ।ସଂଘର ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ସାଂସଦ

ରମେଶ ସ୍ୱାଇଁ ର୍ କାମାକ୍ଷାନଗର ସ୍ଥିତ କ୍ଲିନିକ ରେ ଚଢାଉ, କେଳେଙ୍କାରୀ ର ଖିଅ ଖୋଜୁଛି ପିଙ୍କ ଟିମ୍

ଠକ ଡାକ୍ତର ରମେଶ ସ୍ୱାଇଁ କେନ୍ଦ୍ରାପଡ଼ା ରୁ ଆସି କାମାକ୍ଷାନଗର ରେ ଘର ଭଡା ନେଇ ପ୍ରଥମେ ଏକ କ୍ଲିନିକ ଖୋଲିଥିଲା ସେ ତାକୁ ପ୍ରାୟ ୨୦ ବର୍ଷ କାଳ ଚଳାଇଥିବାବେଳେ ବହୁ ଜୀବନ ଓ ଅଙ୍ଗ କାଢି ନେଇଥିବା କଥା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଏଠାରେ ୨୦ବର୍ଷ କାଳ ରହିବା ମଧ୍ୟରେ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ମହିଳା ଏସ୍‌ସିଆର ଅପରେଟରଙ୍କୁ ନିଯୁକ୍ତିି ପ୍ରଦାନ

ନିଜ ଅନ୍ତର୍ଭୁକ୍ତିକରଣର ଯାତ୍ରା ଜାରି ରଖିବା ସହିତ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏହାର କଞ୍ଚାମାଲ ସଂଚାଳନ ପ୍ରଣାଳୀରେ (ଆରଏମ୍‌ଏଚ୍‌ଏସ୍‌) ନିଜ ଭେଣ୍ଡର ସହଯୋଗୀ ଭାମନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ଼ ମାଧ୍ୟମରେ ୪ ଜଣ ମହିଳା
error: Content is protected !!