News
lipub
samparksetu
Browsing Category

ଢେଙ୍କାନାଳ ଖବର

ଭୋଟ ଗଣନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଗଁଦିଆ ବ୍ଲକରେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଂଚାୟତନିର୍ବାଚନ ପରେ ଭୋଟ ବାକ୍ସ ଗୁଡିକ ସୁରକ୍ଷିତ ଭାବରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ଓ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଡାକଡି ସୁରକ୍ଷା କରାଯାଇଛି । ଚଳିତ ମାସ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିପାଇଁ ୨ଗୋଟି

ବିଦ୍ୟୁତ ଦୁର୍ଘଟଣାରେ ଆହତ ଚିକତ୍ସାଧିନ ଶ୍ରମିକ ଙ୍କ ମୃତ୍ୟୁ

କଣ୍ଟାବଣିଆ ବଜାରରେ ଗତ ୧୯ ତାରିଖରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକତ୍ସାଧିନ ଥିବା ସଭିକୁଲ ଶେଖ( ୨୬ ) ଗତକାଲି ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ନିଜ ଗ୍ରାମ ଆସାନସୋଲ ଅଞ୍ଚଳକୁ ଘର ମାଲିକ ସୁଧାଂଶୁ ଶେଖର ଦାସ ପଠାଇଛନ୍ତି । ଆଜି

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପ୍ରଭାତ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

କପିଳାସ ପୀଠରେ ଜାଗର ଯାତ୍ରା ,ରାତି ୪.୨୦ ରେ ଉଠିବ ମହାଦୀପ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସ୍ଥିତ ଫରେଷ୍ଟ ଡାକବଙ୍ଗଳା ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠ ହେବାକୁ ଥିବା ମହା ଶିବରାତ୍ରି ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ସଂକ୍ରମଣ

ବନ ସୁରକ୍ଷା ସଚେତନତା ଅଭିଯାନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ବନସୁରକ୍ଷା କୁ ନେଇ ଗୋଟିଏ ଶୋଭାଯାତ୍ରା ହୋଇଯାଇଛି l ଏହି ଶୋଭାଯାତ୍ରା ରେ ଏ ସି ଏଫ ସୁବ୍ରତ ପାତ୍ର, ରେଞ୍ଜର ସତ୍ୟ ନାରାୟଣ ସାହୁ, ବନବିହାରୀ ସର୍ଦାର, ଅଗ୍ନିଶମ ବିଭାଗ, କେନ୍ଦୁପତ୍ର ର କର୍ମଚାରୀ,୨୬ ଜଣ ପୂର୍ବାଞ୍ଚଳ ବନ ସୁରକ୍ଷା ସମିତି

ଘଞ୍ଚ ଜଙ୍ଗଲରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ , ହତ୍ୟା ସନ୍ଦେହ !

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ହତୁରା ପଂଚାୟତ ପଡା ହରିଡାଗୋଜ ଜଙ୍ଗଲ ରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖାଯାଇଛି । ମୃତଦେହ ଟି ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପେଟ , ହାତ , ଛାତି ଏବଂ ଜଂଘ ରେ କଟା ଦାଗ ରହିଛି । ମୁହଁ ଏବଂ ହାତ ପୋଡିଯିବା ପରି ଦେଖାଯାଉଛି । ତିନି

ମଦ୍ୟପ ଭାଇର ପନିକି ଚୋଟରେ ଭଉଣୀ ଗୁରୁତର

ମଦ୍ୟପ ଭାଇର ଉନ୍ମୁକ୍ତ କାଣ୍ଡ । ଭାଇର ପନିକି ଚୋଟରେ ଭଉଣୀ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ । ଗ୍ରାମର ମଞ୍ଜୁ ମହାରଣା ୩୦ ବର୍ଷ ସ୍ବାମୀ- ଲାଲ ମୋହନ ମହାରଣ । ଆଜି ସଂନ୍ଧ୍ୟା ପାଖାପାଖି ଛଅଟା ସମୟରେ ମଦ୍ୟପ ଭାଇ ଇଶ୍ବର

ଶାନ୍ତି ଶୃଙ୍ଖଳାର ସହିତ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ;
କଙ୍କଡାହାଡରେ ୮୦.୩ % ଏବଂ ଭୁବନରେ ୭୯.୮୯% ମତଦାନ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନରେ ମଙ୍ଗଳବାର ଦିନ କଙ୍କଡାହାଡ ଏବଂ ଭୁବନରେ ଶାନ୍ତି ଶୃଙ୍ଖଳାର ସହତି ଶେଷ ପର୍ଯ୍ୟାୟନିର୍ବାଚନ ଅନଷ୍ଠିହୋଇଛି । କଙ୍କଡାହାଡ ବ୍ଲକ ଥିବା ୨୧ ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ୨୭୬ଟି ବୁଥ ରେ ସକାଳ ୭ଟା ଠାରୁ ଅପରାହ୍ନ ୧ଟା ମଧ୍ୟରେ ମତଦାନ

ଖଡଗପ୍ରସାଦ ଓ ଶିବପୁୂରରେ ସାନି ନିର୍ବାଚନ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଖଡ଼କପ୍ରସାଦ ଓ ଶିବପରୁ ପଞ୍ଚାୟତରେ ସାନି ନିର୍ବାଚନ ପାଇଁ ବିଜେପି ତରଫରୁ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଲିଖତି ଭାବରେ ନିବେଦନ କରାଯାଇଛି ।ବିଜେପି ତରଫରୁ ଜିଲ୍ଲା ପରିଷଦ ଜୋନ ୧ ନମ୍ବରର ବବିଲତା ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଖଡଗପ୍ରସାଦଏବଂ

ଅସାବଧାନତା କାରଣ ରୁ ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ପଂଚାୟତ ର ଭଗବସା ଗାଁ ରେ ଆଜି ସନ୍ଧ୍ୟା ରେ ଗୋଟିଏ ଅଘଟଣ ଘଟିଯାଇଛି l ସେହି ଗାଁ ର ପାଣ୍ଡିଆ ପ୍ରଧାନ ଙ୍କ ସ୍ତ୍ରୀ ରତନୀ ପ୍ରଧାନ ରୋଷେଇ କରୁଥିବା ସମୟ ରେ ଅସାବଧାନତା କାରଣ ରୁ ଚୁଲ୍ଲୀ ରୁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା l
error: Content is protected !!