News
lipub
samparksetu
Browsing Category

ଢେଙ୍କାନାଳ ଖବର

ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ମହାମହିମା ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲପାଳଙ୍କୁ ସାମ୍ବାଦିକ ଙ୍କ ଉପରେ…

ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ର ରାଷ୍ଟ୍ର ର ଚତୃଥ ସ୍ତମ୍ଭ।ରାଷ୍ଟ୍ର ର ଶାସନ ରେ ସେମାନେ ଜାଗ୍ରତ ପ୍ରହରୀ।ଶ୍ରଙ୍ଖଳିତ ସମାଜ ଗଠନରେ ସେମାନଙ୍କର ଅବଦାନ ଅତୁଳନୀୟ। ସମାଜର ପ୍ରତିଟି ଘଟଣା ସେମାନେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସତ୍ୟ ର ପରଦା ଫାସ୍ କରିଥାନ୍ତି।ବର୍ତ୍ତମାନ ତ୍ରିସ୍ତରୀୟ

ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ

ଆଜି ଅପରାହ୍ନ ଦିନ ୩ ଘଟିକା ସମୟରେ ଜନ ସିକ୍ଷଣ ସଂସ୍ଥାନ , ଢେଙ୍କାନାଳ ତରଫରୁ ଏହାର ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଅରୁଣୋଦୟ ସ୍ବାଇଁ ଅଧ୍ୟାପକ ଏସ୍ ଏସ୍ ମହାବିଦ୍ୟାଳୟ ଷଡ଼ଙ୍ଗୀ, ଢେଙ୍କାନାଳ। ସମ୍ମାନୀତ ଅତିଥି

ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି

ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା

କାମାକ୍ଷାନଗର ବ୍ଲକ କାଦୁଆ ଗ୍ରାମ ରେ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l ଏହି ଉପଲକ୍ଷେ ଆଜି ସକାଳୁ ଶତାଧିକ ଗ୍ରାମବାସୀ କଳସ ଯାତ୍ରା ରେ ଆସି ମନ୍ଦିର ପରିସରରେ ଯଂଜ୍ଞକୁଣ୍ଡ ନିକଟରେ ଉପସ୍ଥିତ ରହିଥିଲେ l ବେଦାଜ୍ଞ ବ୍ରାହ୍ମଣ ମାନଙ୍କ ଶ୍ଳୋକ ଓ

ମହିମାଗାଦିରେ ଗୋଷ୍ଠି ସତ୍ ସଙ୍ଗ ସହିତ ମହିମା ମେଳା ସମାପ୍ତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ଗତ ଏକ ସପ୍ତାହ ହେଲା ଚାଲିଥିବା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳାର ଆଜି ଶେଷ ଦିନ । ଆଜି ଅନୁଷ୍ଠିତ ଗୋଷ୍ଠି ସତ୍ ସଙ୍ଗ ପରେ ମହିମା ସନ୍ୟାସୀ ମାନେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ପରିଭ୍ରମଣ

ତୃତୀୟ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ,ପରଜଙ୍ଗରେ ୭୯.୯୯ଏବଂ କାମାକ୍ଷାନଗରରେ ୮୦.୮୦ ପ୍ରତିଶତ ମତଦାନ

ଢେଙ୍କାନାଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପାଇଁ ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହତି ଅନୁଷ୍ଠିତ ହୋଇଛି । କାମାକ୍ଷାନଗର ମୋଟ ୨୯ଟି ପଞ୍ଚାୟତ ପାଇଁ ୪୭ ହଜାର ୨୨୦ଜଣ ପୁରୁଷ ଏବଂ ୪୪ ହଜାର ୭ ଜଣ ମହଳି । ଏଭଳି ମୋଟ ୯୧ ହଜାର ୨୨୭ ଜଣ ଭୋଟର ରହିଥିବା ବେଳେ

ଢେଙ୍କାନାଳ ଜିଲ୍ଲା ରେ ଶାନ୍ତିଶୃଙ୍ଖଳା ରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ

ଢେଙ୍କାନାଳ ଜିଲ୍ଲାରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କାମାକ୍ଷାନଗର ବ୍ଲକ ଓ ପରଜଙ୍ଗ ବ୍ଲକରେ ମତଦାନ ହୋଇଛି ।କାମାକ୍ଷାନଗର ବ୍ଲକରେ ୩ ଟି ଜିଲ୍ଲାପରିଷଦ ଜୋନ ପଦବି ପାଇିଁ ୧୨ ଜଣ ପ୍ରତିଦ୍ବନ୍ଦିତା କରିଛନ୍ତି , ୨୨ ଟି ପଞ୍ଚାୟତରେ ସରପଞ୍ଚ ପଦ ପାଇିଁ ୮୨ ଜଣ ପ୍ରାର୍ଥି

ଆସନ୍ତା ୨୩ ରେ ବାଧାପ୍ରାପ୍ତ ବୁଥ ରେ ସାନି ମତଦାନ, ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ବାଧାପ୍ରାପ୍ତ ଘଟିଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତ ର ୪ ଟି ବୁଥ ଦଖଲ ହୋଇଥିଲା । ତେବେ ଏହି ୪ ଟି ବୁଥ ରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସାନି ମତଦାନ ଗ୍ରହଣ କରାଯିବା ବୁଥ ଗୁଡିକ ହେଲାଗଁଦିଆ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ

ଆଜି ଦିନ ୧୦ ଘଟିକା ସମୟରେ କଣ୍ଟାବଣିଆ ବଜାର ମଧ୍ୟରେ ଯାଇଥିବା ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ ହୋଇ ବଂଅରପାଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କଣ୍ଟାବଣିଆ ବଜାର ରେ ଥିବା ଏକ ଦୋକାନ ଘର ଉପର ମହଲା ର

ବଡ଼ବନ୍ଧ ସାହି ରେ ଅଷ୍ଟପ୍ରହର ନାମ ଯଜ୍ଞ

କାମାକ୍ଷାନଗର ଏନଏସି ବଡବନ୍ଧ ସାହି କୋଠ ଘର ପ୍ରାଙ୍ଗଣରେ ୩୩ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସ୍ଥାନୀୟ
error: Content is protected !!