Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ଜିଲ୍ଲାରେ ନୂତନ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-06Institutional Quarantine-NilHome Quarantine-05Local Contacts-NilIn Hospital-01
Block/ULB wise new Positive cases :
Hindol Block-02 (Nuakote-1, Kalanda-1)
Dhenkanal Municipality-01 (Gudianali)
!-->!-->!-->!-->!-->!-->!-->!-->!-->…
ଗେଲ୍ ଇଣ୍ଡିଆର ଶ୍ରମିକ ମାନଙ୍କୁ ମିଳିନାହିଁ ବେତନ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତର ଖୁଣ୍ଟବାଟିସ୍ଥ ଗେଲ୍ ଇଣ୍ଡିଆର ଗ୍ୟାସ ପାଇପ ଲାଇନ କ୍ୟାମ୍ପରେ ପ୍ରାୟ ୪୬ ଜଣ ଶ୍ରମିକ ୟୁପି, ବିହାର, ଝାରଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ଆସି ଶଙ୍କର ଇଣ୍ଟରପ୍ରାଇଜ଼ର୍ସ ନାମକ ଏକ ସବକଂଟ୍ରାକଟର ପାଖରେ କାମ କରୁଛନ୍ତି l
!-->!-->!-->…
ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବେ ପରିଗଣିତ କରିବା ପାଇଁ ରଘୁଆବୋଲ ବସ୍ତି ବାସିନ୍ଦାଙ୍କ ଦାବି
ଲୋକ ସଂଖ୍ୟା ପ୍ରାୟ ୩୫୦, ଶତ ପ୍ରତିଶତ ଆଦିବାସୀ ରୁହନ୍ତି ଏଠାରେ ହେଲେ ଆଜି ପର୍ଯ୍ୟନ୍ତ ଅବହେଳିତ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତର ରଘୁଆବୋଲ, ଚତୁଃପାର୍ଶ୍ଵରେ ଜଙ୍ଗଲ ଘେରା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ।!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 22-08-2021Number of new Positive cases-12Institutional Quarantine-NilHome Quarantine-09Local Contacts-NilIn Hospital-03
!-->!-->!-->!-->!-->…
ରାଇଡିହି ଗ୍ରାମରେ ଜଳିଗଲା ଦୁଇ ବଖରା ଗୁହାଳ
ଢେଙ୍କାନାଳ ସଦର ବ୍ଲକ ବାଲ୍ୟlମ୍ବା ପଂଚାୟତ ଅନ୍ତର୍ଗତ ରାଇଡିହି ଗ୍ରାମର ଶ୍ୟାମ ସୁନ୍ଦରଙ୍କ ଦୁଇ ବଖରା ଗୁହାଳ ଘର ଶୁକ୍ରବାର ରାତ୍ରି ୨ଟା ସମୟରେ ନିଆଁ ଲାଗି ଯାଇଥିଲା l ସମସ୍ତେ ଗାଢ଼ ନିଦ୍ରାରେ ଶୋଇଥିବା ସମୟରେ ଧୂଆଁ ଅଧିକ ହେବାରୁ ଘର ଲୋକେ ଗୁହାଳଟି ହୁ ହୁ ହୋଇ ଜଳୁଥିବାର ଦେଖିଥିଲେ l!-->…
ଢେଙ୍କାନାଳ ଜିଲ୍ଲାରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 20-08-2021Number of new Positive cases-16Institutional Quarantine-NilHome Quarantine-14Local Contacts-NilIn Hospital-02
Block/ULB wise new Positive cases :
Hindol Block-06(Pada-2,!-->!-->!-->!-->!-->!-->!-->…
ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ଓ ଟାଟା ବିଏସଏଲ ଆଲୋଚନା ;କ୍ଷତିଗ୍ରସ୍ତ ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ କଣ୍ଟାବଣିଆ ସ୍ଥିତ ଟାଟା ବିଏସଏଲ ପରିସରରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ,ବ୍ରାହ୍ମଣୀ ଟ୍ରକ ମାଲିକ ସଙ୍ଘ ଓ ଟାଟା ବିଏସଏଲ ମଧ୍ୟରେ ତ୍ରୀପାକ୍ଷିକ ଆଲୋଚନା ଅନୁଷ୍ଠତି ହୋଇଯାଇଛି । ଦୁଇ ସଙ୍ଘ ପକ୍ଷରୁ ୭ ଦଫା ଦାବୀକୁ ନେଇ ଆଲୋଚନା ହୋଇଥିବା ବେଳେ!-->…
ଫ୍ୟାସନ ଆଣ୍ଡ ଷ୍ଟାଇଲ ଆଇକନ ବିଜୟୀ ହେଲେ ଢେଙ୍କାନାଳ ଝିଅ ସୌଭାଗ୍ୟଲକ୍ଷ୍ମୀ
ଜାତୀୟ ସ୍ଥରରେ ଆୟୋଜିତ ହୋଇଯାଇଛି ଫ୍ୟାସନ ସୋ, ପୁଣେ ର ଇଣ୍ଡିଆଜ ନେକ୍ସଟ ସୁପର ମଡେଲ ଏହାର ଆୟୋଜକ ଥୁଲେ । କୋଭିଡ କଟକଣା ହେତୁ ଭାରଚୁଆଲ ମୋଡ଼ରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଘରଭିତରେ ରହି ରଙ୍ଗ ବେରଙ୍ଗ ର ସୁସଜ୍ଜିତ ପୋଷାକରେ ସଜେଇ ହୋଇଥିଲେ ବିଭିନ୍ନ ସୁନ୍ଦରୀ ମଡେଲ ।
!-->!-->!-->…
ଅଧାରେ ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ଯୁବକଙ୍କ ମୃତ୍ୟୁ
ରାତି ରେ କାମ ସାରି ଫେରୁଥିଲେ ଘରକୁ ହେଲେ କିଏ ଜାଣିଥିଲା ଅଧାରେ ଜଗିଥିଲା ମୃତ୍ୟୁ, ଅକାଳରେ ଚାଲିଗଲା ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ।
ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ରଘୁନାଥପୁର!-->!-->!-->…