Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-15Institutional Quarantine-NilHome Quarantine-14Local Contacts-NilIn Hospital-01
Block/ULB wise new Positive cases :
Hindol Block-08(Gohirachhada-3, Chotapada-2, Baguli-1, Madhapur-1, Rajanga-1)
!-->!-->!-->!-->!-->!-->!-->…
ଟାଟା ପାୱାରକୁ ବାର ଆସୋସିଏସନର ଦାବୀ ପତ୍ର
ଢେଙ୍କାନାଳ ଜିଲ୍ଲାରେ ଟାଟା ପାୱାର ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ନାମରେ ଉପଭୋକ୍ତାଙ୍କୁ ଶୋଷଣ କରିବା ସହିତ ବିନା କାରଣରେ ବିଦ୍ୟୁତ କାଟ,ବିଦ୍ୟୁତ ବିଛିନ୍ନ ସହିତ ବିଭିନ୍ନ ମନୋମୁଖୀ କାର୍ଯ୍ୟ କରବା ନେଇ ପାୱାର ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-15Institutional Quarantine-NilHome Quarantine-09Local Contacts-NilIn Hospital-06
Block/ULB wise new Positive cases :
Dhenkanal Municipality-07(Meena bazar-3, Gandhimandir road-1, Gudianali-1, Kanchan!-->!-->!-->!-->!-->…
ନିର୍ମାଣଧୀନ ବ୍ରିଜରୁ ଚୋରୀ ଅଭିଯୋଗ ; ସାମଗ୍ରୀ ଜବତ ସହ ୨ ଗିରଫ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁଥିବ। ବ୍ରିଜ କାର୍ଯ୍ୟ ସମୟରେ ଲୁହା ସହିତ ଅନ୍ୟ ସାମଗ୍ରୀ ଚୋରୀ କରି ଦୁଇଜଣ ଗିରଫ ହୋଇଥିବାର ଜଣାପଡିଛି ।
ସୂଚନା ଅନୁଯାୟୀ , ବ୍ରାହ୍ମଣୀ ନଦୀରେ ଏକ ପୋଲ ନିର୍ମାଣ କାର୍ଯ୍ୟ କାଲୁରିଆ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-32Institutional Quarantine-NilHome Quarantine-24Local Contacts-NilIn Hospital-08
Block/ULB wise new Positive cases :
Hindol Block-12(Gohirapasi-4, Bhagabanpur-1, Nuapatana-1, Asanabahali-1, Rajanga-1,!-->!-->!-->!-->!-->…
ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ ପାଳିତ
ଶିକ୍ଷାନୁଷ୍ଠାନ ଏକ ଜୀବନ୍ତ ଅସ୍ତିତ୍ୱ । ଯଦି କୌଣସି ଶିକ୍ଷାନୁଷ୍ଠାନ ଅବିରତ ଭଲ ପ୍ରଦର୍ଶନ କରେ, ତେବେ ତାହା ଶ୍ରେଷ୍ଠ ଐତିହ୍ୟରେ ପରିଣତ ହୋଇଯାଏ । ଆଇଆଇଏମ୍ସି ଏହିପରି ଏକ ଐତିହ୍ୟ । ଯାହା ଦେଶ ବିଦେଶରେ ସାମ୍ବାଦିକତା ତାଲିମ୍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଏହି!-->…
ବିଳମ୍ବିତ ରାତ୍ରିରେ ପମ୍ପ ହାଉସ ରୁ ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ
ସୋମବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ପ୍ରାୟ ୨୦ରୁ ୩୫ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା!-->!-->!-->…
ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା
ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ଜମୁନାଳୀ ସାହିର ପପୁ ମିର୍ଜା ଓ ସନ୍ତୋଷୀ ପିଙ୍ଗୁଆଙ୍କ ସମେତ କିଛି ଆଦିବାସୀଙ୍କୁ ଗତ ତା୧୨/୭/୨୦୨୧ ଦିନ ସେହି ଗାଁର ଅଣଆଦିବାସୀ ଉଠାଇ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏ ଘଟଣା ସମ୍ପର୍କରେ ପର୍ଜଙ୍ଗ ଥାନାରେ ଏତଲା ଦେବା ପାଇଁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-15Institutional Quarantine-NilHome Quarantine-11Local Contacts-NilIn Hospital-04
Block/ULB wise new Positive cases :
Dhenkanal Municipality-04 (Gudianali-2, RP Line-1, Meena bazar-1)
Parjang!-->!-->!-->!-->!-->!-->!-->…
ବାଲିଯୋରନ୍ଦା ମଣିଶ୍ୱର ମହାଦେବ ମନ୍ଦିରରେ ଅଷ୍ଟ ପ୍ରହର ନାମ ଯଜ୍ଞ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ସ୍ଥିତ ଶ୍ରୀ ଶ୍ରୀ ମଣୀଶ୍ବର ମହାଦେବ ମନ୍ଦିର ର ନବମ ବାର୍ଷିକ ଉତ୍ସବ ପାଳିତ। ଗତ ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଅଧିବାସ ହୋଇଛି ଏବଂ ଆସନ୍ତା କାଲି ସକାଳ ପ୍ରହରରେ ଏହି ନାମ ଯଜ୍ଞ ଉଦଯାପିତ ହେବ l
!-->!-->!-->…