News
lipub
samparksetu
Browsing Category

ଢେଙ୍କାନାଳ ଖବର

ଠିକା କାମ ବିବାଦ କୁ ନେଇ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,ଅଳ୍ପକେ ବର୍ତ୍ତିଲେ ପରିବାର !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଠିକା କାମ କୁ ନେଇ ବିବାଦ ଚରମ ଋପ ଧାରଣ କରିଛି । ରାତିରେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ପରିବାର ଲୋକ । କୁରୁଣ୍ଟି ଗ୍ରାମରେ ଟାଟା ବିଏସ୍ଏଲ୍ ପକ୍ଷରୁ ୨

ହାଇୱ। କୁ ପଛରୁ ପିଟିଲା ହାଇୱ। ; ଡ୍ରାଇଭର ଜୀବନ୍ତ ଦଗ୍ଧ

ହାଇୱ। କୁ ପଛରୁ ପିଟିଲା ହାଇୱ। , ଜୀବନ୍ତ ଦଗ୍ଧ ହୋଇଗଲେ ପଛପଟେ ପିଟିଥିବା ହାଇୱ। ଡ୍ରାଇଭର । ମୃତକ ଜଣଙ୍କ ଝାଡ଼ଖଣ୍ଡ ର ସୁନୀଲ ଯାଦବ ବୋଲି ସୂଚନା ମିଳିଛି। । ସୂଚନା ଅନୁଯାୟୀ , କଣ୍ଟାବଣିଆ ଥାନା ଅନ୍ତର୍ଗତ ଏକ ପ୍ଲାଣ୍ଟ ରୁ ପାଉଁଶ ନେଇ ଏକ ହାଇୱ। କାମାକ୍ଷାନଗର ୫୩ ନଂ ଜାତୀୟରାଜପଥ

କୁକୁର ମୁହଁରୁ ଜୀବନ୍ତ ଖୁରିଙ୍ଗ କୁ ଉଦ୍ଧାର କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନବିଭାଗ ଅଧିନସ୍ତ ବେଗା ଗ୍ରାମରେ ଗତକାଲି ସକାଳ ପ୍ରାୟ ୮ଘଟିକା ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ଏକ ଖୁରିଙ୍ଗ ଗାଁ ଭିତରକୁ ପଶିଆଶିଥିଲା । ଦୁର୍ଭାଗ୍ୟ ବଶତଃ ବୁଲା କୁକୁର ମାନଙ୍କ ହାବୁଡ଼ରେ ପଡିଯାଇଥିଲା । କୁକୁର ମାନଙ୍କର ଆକ୍ରମଣରେ ଘାଇଲା ହେବା

ନାବାଳିକାକୁ ଅପହରଣ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ରାଧାଦେଇପୁର ଗ୍ରାମର ଭାଷ୍କର ବେହେରା ଙ୍କ ୧୭ ବର୍ଷୀୟ ଝିଅ କୁ ଉକ୍ତ ଗ୍ରାମର ହଟିଆ କମାର ନାମକ ଯୁବକ ଅପହରଣ କରି ନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଙ୍କ ବାପା । ସୂଚନା ଅନୁଯାୟୀ ,ଗତ ୨୮ମେ ରେ ଉକ୍ତ ନାବାଳିକା ଘର ପଛପାଖ

ସର୍ପାଘାତରେ ମହିଳା ମୃତ,ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରାମକୃଷ୍ଣପୁର ଗ୍ରାମର ପର୍ଶୁରାମ ମଲ୍ଲିକଙ୍କ ପତ୍ନୀ କଲ୍ପନା ମଲ୍ଲିକ ( ୩୭ ) ଗତକାଲି ରାତିରେ ଶୋଇଥିବା ସମୟରେ ସର୍ପାଘାତ ପାଇଥିଲେ । ଜିଲ୍ଲାର ମୁଖ୍ଯ ଚିକିତ୍ସାଳୟରେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି । ଏବଂ ତାଙ୍କ ଦେହରେ ସାପର ଆଘାତ

ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଭୁଲିଗଲା ପୁଅ ; ବାପା ଓ ମା ଙ୍କୁ କଲା ମରଣାନ୍ତକ ଆକ୍ରମଣ !

ଘର ଭାଗବଣ୍ଟାକୁ ନେଇ ଉଭୟ ବାପା ଓ ମା ଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁଅ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ଥ ପାଣିଗେଙ୍ଗୁଟିଆ ଗାଁରେ। ସୂଚନା ମୁତାବକ ପାଣିଗେଙ୍ଗୁଟିଆ ଗାଁର ଭଜମନ ନାୟକ ସ୍ତ୍ରୀ ଦୁହିତା ନାୟକ

ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା ମୁକ୍ତାପଶି ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ମୁକ୍ତାପଶି ଗ୍ରାମ ନିକଟରେ ଥିବା ନାଳ ରୁ ମୃତଦେହ ପଡ଼ିଥିବା ର ଗ୍ରାମବାସୀ ଦେଖାବାକୁ ପାଇଥିଲେ l। ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ଖବର

ଧନିଆନାଳୀ ନିକଟରେ ହରିଣର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଧନିଆନାଳୀ ଜଙ୍ଗଲ ନିକଟରେ ଥିବା ରାସ୍ତା ନିକଟରେ ରୁ ଏକ ହରିଣର ମୃତଦେହ ପଡିଥିବାର ଦେଖା ଦେଇଥିବା ବେଳେ ଘଟଣା ସ୍ଥଳରେ ବନକର୍ମଚାରୀ ପହଁଚି ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରାସ୍ତା କଡରେ ଏକ ହରିଣ ମୃତଦେହ

ଢେଙ୍କାନାଳ ଜିଲ୍ଲାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୪୬୫୫, ସ୍ଥାନୀୟ ଅଞ୍ଚଳରୁ ୩୬୫୮ । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ ଘରୋଇ ସଂଙ୍ଗରୋଧରୁ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ବ୍ଲକରୁ ସର୍ବାଧିକ

କରୋନା ରେ ମୃତ ମହିଳାଙ୍କ ଶବ ଦାହ କଲେ ତହସିଲଦାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା । ଉକ୍ତ ଗ୍ରାମର ଗଙ୍ଗାଧର ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା (୫୭) ଗତ ୨୨ତାରିଖ ରୁ କରୋନା ପଜିଟିଭି ହୋଇ ଘରେ ରହି ଚିକିତ୍ସା ହେଉଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଭୟରେ କେହି
error: Content is protected !!