News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିର୍ମାଣଧୀନ ବ୍ରିଜରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଗୋରଡ଼ିଆ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣଧୀନ ସେତୁ ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣଙ୍କ ବିହାର ର ପାରସ ପ୍ରସାଦ ବୋଲି ଜଣାପଡିଛି । ବ୍ରିଜ କାମ କରୁଥିବା ବେଳେ ଷ୍ଟ୍ରକଚର ଜାଲରେ ଚାପି ହୋଇ ଯାଇଥିଲେ,

ଢେଙ୍କାନାଳ ଜିଲ୍ଲାରେ ୧୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ

ରାଜ୍ୟରେ ଦିନକରେ ୯ ହଜାର ୯୫୪୧ ପଜିଟିଭ୍ ଚିହ୍ନଟ , ୨୪ ଘଣ୍ଟାରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୧୧୭ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୯୪ ଏବଂ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ୨୫୫ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୨ ଜଣ ଘରୋଇ ସଂଗରୋଧ ଓ ବାକି ୧୩ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଡାକ୍ତରଖାନାରୁ ୫ ଜଣ , କାମାକ୍ଷାନଗର ଏନ ଏ ସି ର କାମାକ୍ଷାନଗର ୧ , ଜେଲ କଲୋନୀ ୧ , ଅନନ୍ତପୁର ୧ ଚିହ୍ନଟ ।

ସଡ଼କ ଦୁର୍ଘଟଣାରେ ୨ମୃତ !

ଜାତୀୟ ରାଜପଥ ୫୩ ମୁକ୍ତାପଶି ନିକଟରେ ଦୁଇ ଯୁବକ ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଭୁବନ ଥାନା ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ପଳାଶପିଠିଆ ଗ୍ରାମର ତୋଫାନ ମହାପାତ୍ର ସ୍ମୃତି ରଞ୍ଜନ ଜେନା ଏକ ମୋଟର ସାଇକେଲ ରେ ନିଜ ଘରୁ ମଠକରଗୋଳ। ଯାଉଥିଲେ । ମୁକ୍ତାପଶି ଠାରେ କାମାକ୍ଷାନଗର ଆଡୁ

ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ୨ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ଦୁର୍ଘଟଣା ରେ ୨ ଗୁରୁତ୍ତର । ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ର ପୁର ନିକଟରେ ଆଜି ଏକ ଦୁର୍ଘଟଣା ଘଟି ବାଇକ୍ ଚାଳକ ଏବଂ ଜଣେ ଆରୋହି ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ତେବେ କୌଣସି ଏକ ଦ୍ରୁତଗାମୀ କାର୍

ଆଜି ଢେଙ୍କାନାଳ ଜିଲ୍ଲାରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଆଜି ଢେଙ୍କାନାଳ ଜିଲ୍ଲାରେ ଆଜି ନୂଆ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ ଜଣ ଘରୋଇ ସଙ୍ଗରୋଧରୁ ଓ ବାକି ୩୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ପରଜଙ୍ଗ ବ୍ଲକ ଜୟପୁରାକାଟେଣୀର ୮୨ ଜଣ, ବସୋଇର ୧୧ ଜଣ, ଲୋଧଣୀ ୫ ଜଣ, କନ୍ଦରସିଙ୍ଗା,

ଆର ପାରିରେ ପାରିମାଳ ମହାବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ

ଭାଇ, ମାଆ ଓ ବାପାଙ୍କ ପରେ ଆର ପାରିରେ ଅଧ୍ୟାପକ ଶ୍ରୀ ଚନ୍ଦନ ସାହୁ। କାମାକ୍ଷାନଗର ବାସଭବନରେ ଗତ କିଛି ଦିନ ତଳେ ବାପା ସ୍ବର୍ଗତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଅଧ୍ୟାପକ ଶ୍ରୀ ସାହୁଙ୍କ ମୃତ୍ୟୁ ଘଟିଛି। ସେ

କୁକୁଡ଼ା ଫାର୍ମକୁ ନେଇ ଗ୍ରାମବାସୀ ଓ କମ୍ପାନୀ ମୁହାଁମୁହିଁ ,ଫୁଟିଲା ବମ !

ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ କୁକୁଡ଼ା ଫାର୍ମ ଜମି ଜବରଦଖଲ କୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ ଫଳରେ ଉଭୟଙ୍କ ପକ୍ଷରୁ ଗଁଦିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନୀ ଏକ କୁକୁଡ଼ା

ରକ୍ତହୀନତା ଯୋଗୁଁ ହାତୀର ମୃତ୍ୟୁ !

ଆଜି ସକାଳ ୬ ଟା ସମୟରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କପିସାହିରେ ଏକ ୫ ରୁ ୧୦ ବର୍ଷୀୟ ହାତୀ ଟିଏ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖାଦେଇଥିଲା । ପରେପରେ ଚିକିତ୍ସା ନିମନ୍ତେ ହାତୀଟିକୁ ହିନ୍ଦୋଳ ସ୍ଥିତ ପଶୁ ଚିକିତ୍ସାଳୟ କୁ ଅଣାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮। ଏମାନଙ୍କ ମଧ୍ୟରୁ ୧୬୯ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ଏନଏସିର ମୁଣ୍ଡିଦେଉଳୀରୁ ୧୫ ଜଣ, ଏନଏସି ଅଫିସରୁ ୧୨ ଜଣ, ଅନନ୍ତପୁର ୯ ଜଣ, ଆଳୁତମା ୮ ଜଣ, କାମାକ୍ଷାନଗର ୨
error: Content is protected !!