News
lipub
samparksetu
Browsing Category

ଢେଙ୍କାନାଳ ଖବର

ଭୁବନ ରେ ବାତ୍ୟା ମୁକାବିଲା

ୟସ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନ ଏନଏସି ଓ ବ୍ଲକରେ ବ୍ୟାପକ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଛି । ଏନଏସି ରେ ୪ଟି କେନ୍ଦ୍ର ପାଇଁ ବନ୍ଦୋବସ୍ତ କରାଯାଇଥିଲା ହେଲେ ବାଜିରାଉତ କଲ୍ୟାଣ ମଣ୍ଡପ କୁ କେହି ବି ଆସିଲେ ନାହିଁ । ପେଣ୍ଠସାହି ଓ କୋହ୍ଲ।ସାହି ରେ ତତ୍କାଳ କେନ୍ଦ୍ର କରାଗଲା ।

ଲଗାଣ ବର୍ଷାରେ ଭାଙ୍ଗିଲା ଘର

କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି। ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ

ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ ପଜିଟିଜ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ

ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୧୭ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୪ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି । ସଦର ବ୍ଲକରୁ ୧୫୫ ଜଣ, ଗଁଦିଆ ବ୍ଲକର ୧୧୮, ଓଡ଼ାପଡ଼ା ୪୧, ଢେଙ୍କାନାଳ ମୁନିସିପାଲିଟି ୩୮, କାମାକ୍ଷାନଗର ବ୍ଲକରୁ ୨୦

ସହାୟତା ଆଶାରେ ୩ ବେସାହାରା ପରିବାର ; ବାତ୍ୟା ଆଣି ଦେଇଛି ଚିନ୍ତା

ମାଡି ଆସୁଛି ବାତ୍ୟା ୟସ ତେବେ ଏ ନେଇ ଢେଙ୍କାନାଳ ଜିଲ୍ଲାର କିଛି ବ୍ଳକ କୁ ଆଲର୍ଟ କରାଯାଇଛି । ସେ ମଧ୍ୟରେ ରହିଛି କଙ୍କଡ଼ାହାଡ଼ । କଙ୍କଡ଼ାହାଡ଼ ବ୍ଲକର କରୋଗଳା ପଞ୍ଚାୟତର ୩ ବେସାହାରା ପରିବାର ଏବେ ସ୍ଥାନୀୟ କଲେଜର ଅର୍ଦ୍ଧନିର୍ମିତ କୋଠାଘରେ ଆଶ୍ରୟ ନେଇଛନ୍ତି। ସେମାନେ ମଲାର

ବାତ୍ୟା ପୂର୍ବରୁ ଆପ୍ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ଫଳ ବଣ୍ଟନ

'ୟସ' ବାତ୍ୟାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ବିସ୍କୁଟ, ପାଉଁରୁଟି, କେକ୍ ଓ ଫଳ ପ୍ୟାକେଟ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବଣ୍ଟନ କରାଯାଇଛି । ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଆପ୍ ର ଏକ ଟିମ୍ ସମ୍ଭାବ୍ୟ ତ୍ୟାକୁ ନଜରରେ ରଖି ସହରର

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୩ ହୋଇଛି। ଏଥିରେ ୭୪୫ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ବନ୍ଦ ଥିବାରୁ ଦୁଇ ଦିନର ଆରଟିପିସିଆର ଟେଷ୍ଟ ରିପୋର୍ଟ ଗୋଟିଏ ଦିନରେ ପ୍ରକାଶ ପାଇଛି, ଯେଉଁ କାରଣ ସଂଖ୍ୟା ଅଧିକ

ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ଗାଈ ମୃତ

ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗାଁ ରେ ଆଜି ଗୋଟିଏ ଗାଈ ବିଜୁଳି ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ବାତ୍ୟା ଜନିତ ବର୍ଷା ଯୋଗୁଁ ବିଜୁଳି ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଗାଈଟି ତା ନିକଟରେ ଯିବା ସମୟରେ ଭିଡ଼ି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ । କଙ୍କଡ଼ାହାଡ଼ ବ୍ଲକ ବ୍ରାହ୍ମଣୀଆ ଗ୍ରାମରେ ରୁହନ୍ତି ସୁକାନ୍ତି ଙ୍କ ସ୍ବାମୀ ୧୦ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି, ପରେ ପରେ ତାଙ୍କ ବୋହୁ ମଧ୍ୟ ୪ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି । ସୁକାନ୍ତି ବୋହୁ ମରିବା ପରେ

୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ରେ କରୋନା ଗ୍ରାଫ ବଢୁ ଥିବାରୁ ଜିଲ୍ଳା ପ୍ରଶାସନ ଜିଲ୍ଲ।ର ୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମରେ ଗତ ୨୨ତାରିଖରେ ଶତାଧିକ ଲୋକଙ୍କର କୋଭିଡ଼ି ଟେଷ୍ଟ କରାଯାଇଥିଲା । ଯାହାକି ଗତକାଲି ୩୫ ଜଣଙ୍କ ଠାରେ କୋଭିଡ୍୧୯

୩୦୦ଲିଟର ମହୁଲି ସହ ଗାଡି ଜବତ,ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନ ରେଙ୍ଗାଳୀ ବାମ କେନାଲ ର କୁଳେଇ ଗ୍ରାମ ପାଖରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ବୋଝେଇ ଏକ ଟାଟା ମ୍ୟାଜିକ ସହ ଜଣେ ମଦ ମାଫିଆ ତାଳଚେର ଅଞ୍ଚଳର ଭ୍ରମର ସେଠ କୁ ଗିରଫ କରାଯାଇଛି। ସେ ଏହି ଚୋରା ଦେଶି ରନ୍ଧା ମଦ କୁ ପରଜଙ୍ଗ
error: Content is protected !!