Browsing Category
ଢେଙ୍କାନାଳ ଖବର
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର !
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କଲଦା ଗାଁର ପଙ୍କଜ ମହାନ୍ତ(୪୫) ,ସ୍ତ୍ରୀ ଗୌରୀ!-->…
ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା , ତଳି ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ
ବର୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାଇଁ ଆଜି ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ବାତ୍ୟାରେ ପ୍ରଭାବିତ ହେବାରେ ଅନୁମାନ କରାଯାଉଥିବା ଗଁଦିଆ ବ୍ଲକ ର ବିଭିନ୍ନ ସ୍ଥାନ ବୁଲି ଥିଲେ ଉକ୍ତ ଟିମରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ ତହସିଲଦାର ଆଶିଷ ରଞ୍ଜନ ସାହୁ!-->…
ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ, ବାପକୁ ନିର୍ମମ ଭାବେ ହତ୍ୟାକରି ନିଜ ସାନ ଭଉଣୀକୁ ମଧ୍ୟ ଆକ୍ରମଣ କରିଥିବା ବେଳେ ଭଉଣୀ ମଧ୍ୟ ଗୁରୁତ୍ତର ଭାବେ ଆହତ ହୋଇଥିବାର!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୨୩ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଁଦିଆ ବ୍ଲକରୁ ୬୮, ହିନ୍ଦୋଳ ବ୍ଲକରୁ ୫୯ ଓ ଏନଏସିରୁ ୧୮, ଓଡ଼ାପଡ଼ା ବ୍ଲକରୁ ୫୮, ଭୁବନ ବ୍ଲକରୁ!-->!-->!-->!-->!-->…
ବାତ୍ୟା “ୟସ” ପାଇଁ ଢେଙ୍କାନାଳ ଅଗ୍ନିଶମ ସେବା ଦ୍ୱାରା ପୂର୍ବ ପ୍ରସ୍ତୁତି
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ "ୟସ" ଆସନ୍ତା ୨୬ ତାରିଖ ଦିନ ଲ୍ୟାଣ୍ଡ ଫଲ ହେବାକୁ ଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସେହିଭଳି ଭାବେ ଢେଙ୍କାନାଲ ଜିଲ୍ଳାର ଅଗ୍ନିଶମ ସେବା ବାହିନୀ ତରଫରୁ ମଧ୍ୟ ଅନେକ ପଦକ୍ଷେପ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୪୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ଆଜି ୪୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧ କେନ୍ଦ୍ର ରୁ ୪୬୭, ଏବଂ ଚିକିତ୍ସାଲୟରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତ ଙ୍କ ମଧ୍ୟରୁ କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ରୁ ୬୮, ମହାବୀର ରୋଡ଼ ୧୩, ଆସନ ବାହାଳି!-->!-->!-->!-->!-->…
ଦଦରାଘାଟି ନିକଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦଦରାଘାଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ୟାରିକେଟ ରେ ପିଟିହେଲା ବାଇକ୍ , ଘଟଣା ସ୍ଥଳରେ ବାଇକ୍ ଚାଳକ ଜଣଙ୍କ ମୃତ୍ୟୁ ।
ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୦.୩୦ ସମୟରେ ପରଜଙ୍ଗ ବ୍ଳକ ଅନ୍ତର୍ଗତ ଦଦରାଘାଟି ନିକଟରେ ଏକ ଦୁର୍ଘଟଣା ଘଟିଛି!-->!-->!-->!-->!-->…
ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ନୂତନ ସଭ୍ୟଙ୍କ ରାଜ୍ୟସ୍ତରୀୟ…
ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍ ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରି ଗୁଗଲ ମିଟ୍ ଜରିଆରେ ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ବଳରାମ ତରାଇଙ୍କ ଆହ୍ବାନ କ୍ରମେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ମାନଙ୍କର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ!-->!-->!-->…
ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ; ପୋଲିସ କୁ ୬ ଘଣ୍ଟା ଅଟକ !
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପାନୀୟଜଳ ସମସ୍ଯାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟର ଙ୍କୁ ମାଡମଧ୍ଯ ମାରିବା ଘଟଣାରେ ପୋଲିସ ର ଟାଳଟୁଳ ନୀତିକୁ ବିରୋଧ!-->!-->!-->…
ସ୍ତ୍ରୀ କୁ ପିଟିପିଟି ମାରିଦେଲା ସ୍ୱାମୀ !
ପରସ୍ପର କୁ ଭଲ ପାଇ ସାତ ଜନମ ର ସାଥି ହୋଇଥିଲେ । ସାରା ଜୀବନ ସୁଖଦୁଃଖ ର ବାଟକୁ ଉଭୟ ହସିହସି ସହିବା ନେବା ପାଇଁ ଉତ୍ତର ଦାୟୀ ଥିଲେ ।
କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା , ବିବାହ ର ମାତ୍ର ଗୋଟିଏ ବର୍ଷ ଭିତରେ ସ୍ୱାମୀ ର କାଠ ପଟ୍ଟା ମାଡ଼ ରେ ସ୍ତ୍ରୀ ର ମୃତ୍ୟୁ ହୋଇଗଲା ।
!-->!-->!-->!-->!-->…