Browsing Category
ଢେଙ୍କାନାଳ ଖବର
ବିଜେଡ଼ି ପକ୍ଷରୁ କରୋନା ସଚେତନତା ରଥ ପରିକ୍ରମା
କାମାକ୍ଷାନଗରରେ କରୋନା ସଚେତନତା ପାଇଁ ଆଜି ଏକ ରଥ ପରିକ୍ରମା କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ପ୍ରତି ଗ୍ରାମ କୁ ଯାଇ ଏ ରଥ ସଚେତନତା କରାଇବ ।
ଏହି ରଥ ର ଶୁଭ ଉଦଘାଟନ ଉତ୍ସବ ରେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଧର୍ମାନନ୍ଦ!-->!-->!-->…
ଯୁବକ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ
କାମାକ୍ଷାନଗର ଜିରିଡ଼ାମାଳି ଠାରେ ସ୍ଥାନୀୟ ଗ୍ରାମ୍ୟ ଯୁବକ ସଙ୍ଘ ତରଫରୁ ଗରିବ, ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।
କରୋନା ମହାମାରୀ ହେତୁ ସାରାରାଜ୍ୟରେ ସପ୍ତାହନ୍ତ ଲକଡାଉନ ଭ ସଟଡାଉନ ଲାଗି ରହିଛି ।ମୁଲମଜୁରୀ, ବିଭିନ୍ନ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ!-->!-->!-->…
ଢେଙ୍କାନାଳ ଜିଲ୍ଲା ରେ ନୂତନ ୧୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୩୧ ରହିଥିଲା। ଏଥିରେ ଘରୋଇ ସଂଙ୍ଗରୋଧରୁ ୧୧୦ ଓ ୨୧ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ମୁନିସିପାଲିଟିର ଗୁଡିଆନାଳି, ରିଜର୍ଭ ପୋଲିସ ଲାଇନ, କୁଞ୍ଜକାନ୍ତ ଅଞ୍ଚଳର ୩ ଜଣ ଲେଖାଏଁ, ଦକ୍ଷିଣକାଳୀ, ସିମିଳିଆ, ହାଟରୋଡ!-->!-->!-->…
ଟ୍ରାନ୍ସଫର୍ମରରେ ଚଢି ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ଙ୍କ ଆତ୍ମହତ୍ୟା ଉଦ୍ୟମ !
ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ , ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖ ଅବକାରୀ ଅଫିସ ଗଳିରେ ଏପରି ଅଭନୀୟ ଘଟଣା ଘଟିଛି । ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ବିଦ୍ୟୁତ ତାର ଧରି ଏହି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।!-->…
ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ
ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ସରକାର । ହାଇ ଆଲର୍ଟରେ ଉପକୂଳବର୍ତ୍ତୀ ଜିଲ୍ଲା, ବାତ୍ୟା ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଅନ୍ୟପଟେ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି ମୁଖ୍ୟ ଶାସନ ସଚିବ ।
!-->!-->!-->!-->!-->…
କୂଅରେ ପଡ଼ି ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ଭୁବନ ଭୂଷଳ ଗ୍ରାମର ସୁରେଶ ପଣ୍ଡାଙ୍କର ବିବାହିତା କନ୍ୟା ସ୍ୱର୍ଣ୍ଣପ୍ରଭା(୩୦) ଆଜି ଭୋର ସମୟରେ ବାଡ଼ି କୂଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ ସେ କୂଅରେ ପଡି ଯାଇଥିଲେ ।
ପରିବାର ଲୋକେ ସଙ୍ଗେ ସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର!-->!-->!-->…
ଭୁବନ କଂଗ୍ରେସ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
କରୋନା ମହାମାରୀ କବଳରେ କବଳିତ ସାରା ବିଶ୍ବ ଏବେ ତ୍ରାହି ତ୍ରାହି ଡାକୁଛି । କାହାର ଜୀବିକା ଛଡ଼ାଇ ନେଉଛି ତ କାହାର ଜୀବନ ଏହି ସ୍ଥିତିରେ ଅନେକ ଧନ ଜୀବନ ନଷ୍ଟ ହୋଇ ଚାଲିଛି । କିଛି ସ୍ଥାନରେ ସମ୍ପୁର୍ଣ୍ଣ ପରିବାର ନାଶ ହେଇଯିବାର ହୃଦୟ ବିଦାରକ ସତ ମଣିଷ କୁ ଆହୁରି ଭୟଭୀତ କରି ଚାଲିଛି ।
!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୫୨୩। ଢେଙ୍କାନାଳ ଜିଲ୍ଲାରୁ ୧୩୨ ଜଣ ଥିବା ଜଣାପଡିଛି।୧୧୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୨୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ମୁନିସିପାଲିଟିର ଗାୟତ୍ରୀ ନଗର, ଜୁବୁଲି ଟାଉନ ରୁ ୩ ଲେଖାଏଁ, କାରିଗର ସାହି,!-->!-->!-->…
କୃଷି ବୈଜ୍ଞାନିକ ମନୋରଞ୍ଜନ ମହାନ୍ତି ଙ୍କ ପରଲୋକ
ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ ମନୋରଞ୍ଜନ ମହାନ୍ତି ଆଉ ନାହାନ୍ତି ।ଭିଗତକାଲି ୧୯ ତାରିଖ ବୁଧବାର ଦିନ ତାଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଦେହାନ୍ତ ହୋଇଛି ।
ଗତ ୩ ତାରିଖ ଠାରୁ କୋଭିଡ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ୧୦\୧୨ ଦିନ!-->!-->!-->!-->!-->…
ବହୁ ସମୟ ପଡି ରହିଲା ଶବ ; ମାନବିକତାର ପରିଚୟ ଦେଇ ଶବ ସତ୍କାର କଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ
ଗତକାଲି ଢେଙ୍କାନାଳ ସହରାଞ୍ଚଳର ଷ୍ଟେସନ ବଜାର ସ୍ଥିତ ସ୍ଥାନୀୟ ସ୍ଥାୟୀ ବାସିନ୍ଦା ଶ୍ରୀଯୁକ୍ତ ପିଣ୍ଟୁ ଘୋଷ୍ ଙ୍କ ଘରେ ଜଣେ ୭୮ ବର୍ଷୀୟା ବୃଦ୍ଧା କମଳା ବେହେରା ଗତକାଲି ସକାଳ ସମୟରେ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
କିନ୍ତୁ!-->!-->!-->…