Browsing Category
ଢେଙ୍କାନାଳ ଖବର
ଟ୍ରକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ବଡସୁଆଁଳ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୋର ସକାଳ ସମୟରେ ଗୋଟେ ଟ୍ରକ କାମାକ୍ଷାନଗର ରୁ ଭୁବନ ଆଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ଟ୍ରକଟି ।
ଏହି ଧକ୍କା ଫଳରେ ଟ୍ରକ ଚାଳକ!-->!-->!-->…
ଟାଉନଥାନା ପୋଲିସ ହାତରେ ୨ ଚୋର ; ଚୋରି ପିକ୍ଅପ ଭ୍ୟାନ ଜବତ
ଢେଙ୍କାନାଳ ପୋଲିସ ହାତରେ ଲାଗିଛି ନୂଆ ସଫଳତା , ଗତ ମାର୍ଚ୍ଚମାସ ୨୧ ଓ ୨୨ ତାରିଖ ରାତି ୩ଟାରେ ଏକ କାର ଯୋଗେ ୨ ଜଣ ଦୃବୃତ ଆସି ଗଣେଶ ବଜାର ପରିବା ମାର୍କେଟ ନିକଟରୁ ଏକ ପିକଅପ ଭ୍ୟାନ ଚୋରି କରି ନେଇଥିଲେ ।
ଏ ସମ୍ବନ୍ଧରେ ଗାଡି ମାଲିକ ଏକ ମାମଲା ରୁଜୁ କରିଥିବା ବେଳେ , ଢେଙ୍କାନାଳ!-->!-->!-->…
ଗତକାଲି ଯାଇଥିଲେ କେନ୍ଦୁ ତୋଳିବାକୁ ; ନାଳରୁ ମିଳିଲା ମୃତଦେହ
ନାଳରୁ ନାବାଳିକାର ମୃତଦେହ ଉଦ୍ଧାର ,ମୃତକ ହେଲେ କଙ୍କଡାହାଡ ଥାନା ସାଧୁଆମୁଣ୍ଡା ଗ୍ରାମର ୭ବର୍ଷର ନବାଳିକା ଲଦର କୁଲଦି।ଗତକାଲି କେନ୍ଦୁ ତୋଳିବା ପାଇିଁ ଲଦର ଯାଇଥିବା ବେଳେ ନାଳ ଭିତରକୁ ଖସିପଡିଥିଲେ।ପରିବାର ଲୋକ ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବା ହେତୁ ବହୁଖୋଜା ଖୋଜି କରିଥିଲେ!-->…
ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର !
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଏକ କୁଟୁରା କୁ ଗୁରୁତର ଭାବେ ଉଦ୍ଧାର କରିଛି ବନବିଭାଗ ।ସୂଚନା ଅନୁସାରେ ଆଜି ସକାଳୁ କୁଟୁରା ଟି ସ୍ଥାନୀୟ ଜଙ୍ଗଲ ରୁ ଜନବସତି ଆଡ଼କୁ ଆସିଯାଇଥିବା ବେଳେ କିଛି କୁକୁର ଙ୍କ ହାବୁଡ଼ରେ ପଡିଯାଇଥିଲା । ଫଳରେ କୁକୁର!-->…
କଲେଜ ଛାତ୍ରୀ ନିଖୋଜ!
ରାଜ୍ୟରେ ଏବେ ଗୋଟିଏ ପରେ ଗୋଟିଏ ଛାତ୍ରୀ ନିଖୋଜ ଘଟଣା ଚାଞ୍ଚଲ୍ୟ ଖେଳାଉଥିବା ବେଳେ ୫ ଏପ୍ରିଲ ରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗାଁ ର ଗଣେଶ୍ୱର ନାୟକଙ୍କ ଝିଅ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ କଲେଜ ଯାଇ ଘରକୁ ଫେରି ନାହାଁନ୍ତି।
!-->!-->!-->…
ହାଣ୍ଡିଆ ବିକିବାକୁ ଯାଇଥିଲେ ଫେରିଲେ ମୃତ ଅବସ୍ଥାରେ!
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ଡଙ୍କାବୁଲର ଶ୍ରୀମତୀ ଛାତର ସ୍ବାମୀ ଶଙ୍କର ଛାତର ବୟସ ୩୮। ସବୁଦିନ ଶ୍ରୀମତୀ କଦଳୀପାଳ ଠାରେ ହାଣ୍ଡିଆ ବିକିବାକୁ ଯାଇଥାନ୍ତି। ଗତକାଲି ହାଣ୍ଡିଆ ବିକିବାକୁ ଯାଇଥିଲା ବେଳେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା ରୋକିବା ପାଇଁ ଚେଷ୍ଟା କରିଥିଲେ।
!-->!-->…
ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ଯୋଗାଇବା ଦାବିରେ ଧାରଣା ଓ ଅନଶନ
ମାସିକ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଯୋଗାଇବା ଦାବିରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ପକ୍ଷରୁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଅନ୍ୟ ସହଯୋଗୀଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଠାରେ ଆଜି ବୁଧବାର ଠାରୁ ଆରମ୍ଭ!-->!-->!-->…
ଶ୍ୱଶୁର ଘରେ ଜ୍ୱାଇଁ ର ସନ୍ଦେହ ଜନକ ମୃତ୍ୟୁ !
ପରଜଙ୍ଗ ଥାନା ଖଇରାପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ତାଳଚେର ଅଂଚଳର ଝରି ବେହେରା ଏବଂ ସୁଜନ ବେହେରା ପୁଅ ମିଥୁନ ବେହେରା(୩୦) ନିଜ ଶ୍ୱଶୁର ଘର ଖଇରାପଶିକୁ ବୁଲି ଆସିଥିବା ବେଳେ ଶ୍ୱଶୁର ଘରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।
ତାଙ୍କୁ ତାଙ୍କ ଶାଶୁ ଅଖରୀ ବେହେରା , ଶଳା ନବ!-->!-->!-->…
କାମାକ୍ଷାନଗର ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ, ଅତଡାରେ ଚାପି ହୋଇ ଜଣେ ଶ୍ରମିକ ମୃତ ,୩ଘଣ୍ଟା ପରେ ଉଦ୍ଧାର…
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ। ଅତଡା ଖସି ଚାପିହୋଇ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଦିଗୁଡିଆ ସାହିର ଧୁଳିଆ ମଲ୍ଲୀକ ବୋଲି ସୂଚନା ମିଳିଛି ।
କାମାକ୍ଷାନଗର ଅଗ୍ନୀଶମ ବାହିନି ପହଂଚିବା ସହିତ ୩ଟି!-->!-->!-->…