Browsing Category
ଢେଙ୍କାନାଳ ଖବର
ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗହମଖୁଣ୍ଟି ରୁ ଗତକାଲି ପୋଲି ଜନ୍ର ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ସୂଚନାଯୋଗ୍ୟ କି , ସଦର ଥାନା ଗହମଖୁଣ୍ଟି ରାସ୍ତା କଡରେ ଜଣେ ବ୍ୟକ୍ତି ଅଚେତ!-->!-->!-->…
ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲାର ସଦର ଓ ଓଡାପଡା ବ୍ଲକର ୭ଟି ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ତଥା ପ୍ରୋଗ୍ରାମ ଅଫିସର ହିମାଂଶୁ ଭୂଷଣ ଓଝା ଓ ସମ୍ପର୍କ ଅଧିକାରୀ ମୈତ୍ରୀ ବାବୁ ନିକଟରେ ପରିଦର୍ଶନ କରିଥିଲେ।ସଦର ଓ ଓଡାପଡାର ବିଭିନ୍ନ ବିଦ୍ୟାଳୟଗୁଡିକର ଅଭାବ ଅସୁବିଧା!-->!-->!-->…
ବାଲେଶ୍ୱର କଲେଜ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ !
ଜଣେ ନାବାଳିକା କଲେଜ ଛାତ୍ରୀର ସନ୍ଦେହଜନକ ମୃତ୍ୟୁକୁ ନେଇ ଢେଙ୍କାନାଳ ସଦର ଥାନା ଓ ବାଲେଶ୍ୱର ଖଇରା ଥାନା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ଏପରିକି ଛାତ୍ରୀର ମୃତଦେହକୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରୁ ସଦର ଥାନା ପୁଲିସ ଜବତ କରିଥିବାବେଳେ ଏହି ନାବାଳିକାର ମୃତ୍ୟୁକୁ ନେଇ ସସପେନ୍ସ!-->…
ଏବିଭିପି ଢେଙ୍କାନାଳ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଛତିଶଗଡ଼ର ବୀଜାପୁର ର ସୁଖମା ଠାରେ ମାଓବାଦୀ ଙ୍କ ସହ ଗୁଳି ବିନିମୟ ରେ ଭାରତ ମାତାର ବୀର ପୁତ୍ର ୨୨ ଜଣ ସିଆରପିଏଫ୍ ଯବାନ ଓ କିଛି ଯବାନ ଆହତ ହୋଇଛନ୍ତି lଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ସଦାଗତୀ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ନଗର୍ ଶାଖା ପକ୍ଷରୁ ଏକ!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଶ୍ୱେତାଲିନା
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି!-->!-->!-->…
ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ !
ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି।ଆହାତ ୩ ଜଣ ଗୁରୁତ୍ଵରଙ୍କୁ କଟକ ବଡ଼ ଡ଼ାକ୍ତର ଖାନା ଙ୍କୁ ସ୍ଥାନନ୍ତର କରାଯାଇଛି ।
ଲକ୍ଡ଼ାଉନ୍ ସମୟରେ ସ୍ଵାମି ବେରୋଜଗାର ହୋଇ!-->!-->!-->…
ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୂଖ୍ଯଙ୍କ ବଦଳି
ଢେଙ୍କାନାଳ କଲେଜ ଓଡ଼ିଆ ବିଭାଗ ମୁଖ୍ୟଙ୍କ ବଦଳି ,ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଭବ୍ଯ ସମ୍ବର୍ଦ୍ଧନା ।ଓଡ଼ିଆ ବିଭାଗ ମୂଖ୍ଯ ଡଃ ରମେଶ ଚନ୍ଦ୍ର ବେହେରା ଙ୍କ ରାଜ୍ଯ ଏନ୍ ଏସ୍ ଏସ୍ ଅଧିକାରୀ ତଥା ଉପଶାସନ ସଚିବ ଭାବେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବଦଳି ନିର୍ଦ୍ଦେଶ ଆସିଛି ।
!-->!-->!-->…
ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ
ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ଯୋଗଦେଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପପ୍ରଜ ଲନ କରିଥିଲେ ସମ୍ନାନିତ!-->…
ଅଗ୍ନିକାଣ୍ଡ ରେ ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁ ରେ ଅଗ୍ନିକାଣ୍ଡ। ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗାଁର ଜୟନ୍ତ ଜେନା ଓ ନୃସିଂହ ଜେନାଙ୍କ ସମ୍ପୂର୍ଣ୍ଣ ଘର ପାଉଁଶ ହୋଇଯାଇଥିଲା ବେଳେ ଗାଁ ଲୋକଙ୍କ ଦ୍ୱାରା ଅଗ୍ନିକାଣ୍ଡର ଆୟତ କରାଯାଇଛି ।!-->…
ଚାଷୀଙ୍କୁ ଦଳି ମାରିଲା ଦନ୍ତା
ଚାଷୀଙ୍କୁ ଦଳି ମାରିଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବତାସିଂହ ମୁଗଡିହ ନିକଟରେ । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗୀଯୋଡି ଗାଁର ହାଡ଼ିବନ୍ଧୁ ସାହୁ ।
!-->!-->!-->…