News
lipub
samparksetu
Browsing Category

ଢେଙ୍କାନାଳ ଖବର

କାମାକ୍ଷାନଗର ଓକିଲ ସଙ୍ଘ ର ଶପଥ ଗ୍ରହଣ ଉତ୍ସବ

କାମାକ୍ଷାନଗର ଓକିଲ ସଙ୍ଘ ତରଫରୁ ନବନିର୍ବାଚିତ ସଭାପତି ଓ ସମ୍ପାଦକ ଙ୍କ ସହ ସମସ୍ତ ସଦସ୍ୟ ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ କୋର୍ଟ ପରିସରରେ ଏହି ଉପଲକ୍ଷେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ର

କେନାଲ ରେ ପଡି ଯୁବକ ଗୁରୁତର !

କଙ୍କଡାହାଡ଼ ଥାନା କନ୍ଧରା କେନାଲ ରେ ଖସିପଡି ଯୁବକ ଗୁରୁତର । ଗୁରୁତର ଜଣକ ହେଲେ କୁସୁମୁଣ୍ଡିଆ ଗ୍ରାମର ବିନ ସିଂହ । ସୂଚନା ଅନୁସାରେ ବିନ ଆଜି ସକାଳେ ଏକ ସାଇକେଲ ଯୋଗେ ନିଜ ଗାଁ କୁସୁମୁଣ୍ଡିଆ ରୁ କନ୍ଧରା ଯାଉଥିଲେ । ବାଟରେ କନ୍ଧରା କେନାଲ ନିକଟରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ

ବନ୍ଧୁକ ଦେଖାଇ ଲୁଟ ; ୨ ଲୁଟେରାଙ୍କୁ କାବୁକଲେ ଗ୍ରାମବାସୀ !

ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ଓ ମୋବାଇଲ । ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ କାମାକ୍ଷାନଗର ରୁ କାମ ସାରି ବାଇକ ଯୋଗେ ସାଙ୍ଗ ଙ୍କ ସହ ଗ୍ରାମକୁ ଫେରୁଥିଲେ। ଜରଡ଼ା ଘାଟି ନିକଟରେ ୪ ଜଣ ଦୁର୍ବୃତ୍ତ

ଷ୍ଟେସନ ନିକଟରେ ଆତ୍ମହତ୍ୟା ଉଦ୍ୟମ, ହାତ କାଟିଲେ ମହିଳା !

ଗୋଟିଏ ପଟେ ଚାଲିଥିଲା ରଙ୍ଗର ପର୍ବ ହୋଲି କଟକଣା ଭିତରେ ନିଜ ପରିବାର ସହ ଓଡ଼ିଶା ବାସୀ ପାଳୁଥିଲେ ଏଇ ପର୍ବ । ଅନ୍ୟପଟେ ଘଟିଥିଲା ଅଭାବନୀୟ ଘଟଣା । ଷ୍ଟେସନ ନିକଟରେ ଜଣେ ମହିଳା ଏକ ବ୍ଲେଡ଼ ସାହାଯ୍ୟରେ ନିଜ ହାତ କାଟି ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଟେଭଵ ଗୁରୁତର

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର !

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର । ଡ୍ୟୁଟି ସାରି ଫେରିଲା ବେଳେ କଦଳୀପାଳ ଗାଁ ନିକଟରେ ହାତୀର ଆକ୍ରମଣ କରିଥିଲା । ଗୁରୁତର ପୋଲିସ କର୍ମଚାରୀଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ ଜଣଙ୍କ ହୃଷିକେଶ ନାୟକ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ !

କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକ୍ ସାମ୍ନାସାମ୍ନି ଧକ୍କା ହୋଇଥିଲା ବେଳେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।

କାଲୁରିଆ ଗ୍ରାମରେ ବାଇକ ସହ ଟ୍ରାକ୍ଟର ଧକ୍କାରେ ୨ ମୃତ ୧ ଗୁରୁତର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମରେ ଟ୍ରାକ୍ଟର ସହିତ ବାଇକ୍‌ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହାତ ହୋଇ ଛନ୍ତି ।ମୃତକ ୨ ହେଲେ କାଲୁରିଆ ଗ୍ରାମର ନରୋତମ ବେହେରା ଓ ରାଜ କିଶୋର ବେହେରା । ଶ୍ରୀକାନ୍ତ ସାହୁ ଗୁରୁତର ଆହାତ ହୋଇଥିବା ବେଳେ

ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ !

ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାର ଅଞ୍ଚଳରେ ଚଢାଉ କରିଥିଲେ। ଚଢାଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରୀକରି ରଖିଥିବା ୩୫୦୦ ଟଙ୍କା ମଧ୍ୟ ଜବତ

ଦୋଳ ପୂର୍ଣ୍ଣିମାରେ ଅଘଟଣ ; ପୋଖରୀରେ ବୁଡି ଶିଶୁ ମୃତ !

ଦୋଳ ପୂର୍ଣ୍ଣିମାରେ ଅଘଟଣ , ପୋଖରୀରେ ବୁଡି ଜଣେ ଶିଶୁ ର ମୃତ୍ୟୁହୋଇଛି । ମୃତକ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ମୁଣ୍ଡାସାହିର ବିଭୁ ପିଙ୍ଗୁଆ ଙ୍କ ୪ ବର୍ଷର ପୁଅ ରୋସନ ପିଙ୍ଗୁଆ। ଆଜି ମଧ୍ୟାହ୍ନ ସମୟରେ ରୋସନ ସାଙ୍ଗମାନଙ୍କ ସହ ଗ୍ରାମର ବଡଥାଳିଆ ପୋଖରୀକୁ ଗାଧୋଇବାକୁ

ଘୋଷଣା ହେଲା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଫଳାଫଳ, ସଭାପତି ପଦ ବଜାୟ ରଖିଲେ ସଞ୍ଜୟ କୁମାର ମିଶ୍ର

ସମସ୍ତ କୋଭିଡ୍ ନିୟମ ମାନି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି । ଏବଂ ବିଜୟୀ ଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପତିତପାବନ ମହାପାତ୍ର । ତେବେ ସଞ୍ଜୟ କୁମାର ମିଶ୍ର ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ କୁମାର ପାଢୀ
error: Content is protected !!