Browsing Category
ଢେଙ୍କାନାଳ ଖବର
ବାଇକ ଓ କାର ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର
କଙ୍କଡାହାଡ଼ ଥାନା ଢୋଲଖମଣ ଛକ ନିକଟରେ ସଡ଼କ ଦୁର୍ଘଟଣା l ବାଇକ ଓ କାର ମୁହାଁମୁହିଁ । ବାଇକ ଆରୋହୀ ନୟାଗଡ ଅଞ୍ଚଳ ର ଦୀପକ ଶାସମଲ ଗୁରୁତର ।
ସୂଚନା ଅନୁଯାୟୀ , ଦୀପକ ଏକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ ରୁ ନିଜ ଘର ନୟାଗଡ କୁ ଫେରୁଥିଲେ ।କିନ୍ତୁ ଢୋଲଖମଣ ଛକ ନିକଟରେ!-->!-->!-->…
ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ !
ଟଙ୍କା ନଦେବାରୁ ବାପାକୁ ହାଣିଲା ପକାଇଲା ପୁଅ, ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗ୍ରାମରେ ଗୁରୁତର ବାପାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ବାପାକୁ ହାଣିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।
ସୂଚନା ଯୋଗ୍ୟ କି , ପୁଅ ଲିଙ୍ଗା ନାୟକ ମଦ୍ୟ ପାନ!-->!-->!-->…
ତାତିଲେ ଚାଷୀ! ଧାନ ମଣ୍ଡି ବନ୍ଦ ପରେ ସମବାୟ ସମିତିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ପକାଇଲେ ତାଲା
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ।
ବର୍ତ୍ତମାନ!-->!-->!-->…
କିରାସିନି ଢାଳି ମହିଳାଙ୍କୁ ହତ୍ୟା ଅଭିଯୋଗ ; ଶାଶୁ ସ୍ୱାମୀ ଥାନାରେ ଅଟକ !
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରାଯାଇଥିବାର ଝିଅର ପରିବାର ଲୋକ ଅଭିଯୋଗ କରାଯାଇଛି । ଏହାକୁ ନେଇ ପୋଲିସ୍ ଶାଶୁ ଏବଂ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
କମଳାଙ୍ଗ ଗ୍ରାମର ଶଶୀ ସାମିଲଙ୍କ ପୁଅ ଟୁନା!-->!-->!-->…
କଣ୍ଟାବଣିଆ ଅପିଟିସିଏଲ ନିକଟରେ ପୁଣି ଅଗ୍ନିକାଣ୍ଡ
ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏକ କେବୁଲ ଭ୍ରଷ୍ଟ ହୋଇ ସ୍ପାର୍କିଙ୍ଗ ହେବାରୁ ଏକ ଗ୍ରୀଡ଼ରେ ନିଆଁ ଲାଗି ଯାଇଛି। ହୁତୁ ହୁତୁ ହୋଇ!-->…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର !
ଗଛ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ, ଏଭକି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମରେ ।
ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମର ବେଣୁଧର ସାହୁଙ୍କ ସାନ ପୁଅ ସୋମନାଥ ସାହୁ (୨୨) ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିବା!-->!-->!-->!-->!-->…
ସଡ଼କ ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶିପୁର ପଞ୍ଚାୟତ ର ଲହଡ଼ା ହାଇସ୍କୁଲ ଛକ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆହତ ଜଣଙ୍କ ଯାଜପୁର ଜିଲ୍ଲାର ସୀତାହାଟ ଗ୍ରାମର ସଞ୍ଜୟ ଭୂୟାଁ ।
ସୁଚନା ଅନୁଯାୟୀ , ସଞ୍ଜୟ ବାଇକ୍ ଯୋଗେ ତାଙ୍କ!-->!-->!-->…
ଢେଙ୍କାନାଳ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ…
ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହେବା ସହ ୪୦୦୦ କମ୍ପୁଟର ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ବେକାର। ଆଠ ଶହ କୋଟି ଟଙ୍କାର ବ୍ୟୟ କରାଯାଇ ବିଦ୍ୟାଳୟ ଗୁଡିକରେ ସ୍ଥାପନ କରାଯାଇଥିବା କମ୍ପୁଟର ଲ୍ଯାବ ଏବେ ନଷ୍ଟ ହେବାକୁ ବସିଛି। ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର!-->…
ପରଜଙ୍ଗ ପୋଲିସ୍ କବଜାରେ କଙ୍କଡାସୋଡ଼ା ଗ୍ରାମର ବିଭତ୍ସ ହତ୍ଯାକାଣ୍ଡର ଅଭିଯୁକ୍ତ
କମେଣ୍ଟ ମରାକୁ କେନ୍ଦ୍ର କରି ବଚସା ପୁଣି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଗତ କିଛିଦିନ ହେବ ଏଭଳି ଏକ ଘଟଣା ସାରା ଢେଙ୍କାନାଳ ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା କୁ ଫର୍ଦାଫାର୍ସ କରିଛି ପରଜଙ୍ଗ ପୋଲିସ୍ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡା!-->!-->!-->!-->!-->…
ମାଛ ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ସହ ଟଙ୍କା ଲୁଟ୍
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖତେଇବେରେଣୀ କେନାଲ ରାସ୍ତାରେ ଜଣେ ମାଛ ବେପାରୀ ଙ୍କୁ ଆକ୍ରମଣ କରି ୨୦୦୦ ଟଙ୍କା ଲୁଟି ନେଇଛନ୍ତି ।
ସୂଚନା ଅନୁଯାୟୀ ଭୁବନ ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ବେହେରା ଆଜି ନିଜ ବେପାର ସାରି କାମାକ୍ଷାନଗର ଓ ବିରାଶାଳ ମଧ୍ୟରେ ଥିବା!-->!-->!-->!-->!-->…