Browsing Category
ଢେଙ୍କାନାଳ ଖବର
ବଚସାରୁ ସ୍ତ୍ରୀ ର ଆତ୍ମହତ୍ୟା, ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ !
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କପିସାହିରେ ଅଭାବନୀୟ ଘଟଣା ଘଟିଛି । ପତିପତ୍ନୀଙ୍କ କଲହରୁ ସ୍ତ୍ରୀ ର ଆତ୍ମହତ୍ୟା ଅନ୍ୟପଟେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।
ସୂଚନା ଅନୁଯାୟୀ ସେହି ଗ୍ରାମର ଧ୍ରୁବଚରଣ ସାହୁଙ୍କ!-->!-->!-->…
ବାଇସିଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ସାଇକେଲ ଚୋରି କୁ ନେଇ ହଣାକଟା
ଢେଙ୍କାନାଳ ଜିଲ୍ଲା ବକାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଇକଲ ଚୋରିକୁ ନେଇ ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ଯାହାକି ତୀବ୍ର ରୂପ ନେଇ ହଣାକଟାରେ ପହଞ୍ଚିଥିଲା ।
ସୂଚନା ଅନୁଯାଇ ବାଇସିଙ୍ଗା ଗ୍ରାମ ରଗଡିସାହି!-->!-->!-->!-->!-->…
ଭିଜିଲାନ୍ସ ସ୍କାନରରେ ନିହଳପ୍ରସାଦ ଥାନା ଆଇଆଇସି
ଭିଜିଲାନ୍ସ ସ୍କାନରରେ ପୋଲିସ୍ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନିହଳପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାର ୩୦୭ ଦଫା ହଟାଇବାକୁ ମାମଲାର!-->!-->!-->!-->!-->…
ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ତାର ଚୋରି !
ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝାରଗଡ଼ିଆ ଠାରୁ ମହିଧରପୁର ପର୍ଯ୍ୟନ୍ତ ୬ କିଲୋମିଟର ଓ ସୁଧାଡିହକାଟେଣି ଠାରୁ କାଉଁରିଆ ପାଳ ପର୍ଯ୍ୟନ୍ତ ୬ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ପାର୍ଶ୍ଵରେ ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା!-->…
ଜଳୁଛି ଜଙ୍ଗଲ ; ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ !
ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଅନ୍ତର୍ଗତ କୁମୁରିସିଂଗା ଗ୍ରାମ ସଂରକ୍ଷିତ ଜଙ୍ଗଲ ରେ ଭୟାଭଅ ଅଗ୍ନିକାଣ୍ଡ। ୩୦ ଏକର ରୁ ଉର୍ଦ୍ଧ ଜଙ୍ଗଲ ଜଳି ପାଉଁଶ।
ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନି। ନିଆଁ ଲିଭାଇବାକୁ ଭୁବନ ଅଗ୍ନିଶମ ବାହିନି,ଗ୍ରାମବାସୀ ଓ ବନବିଭାଗ ର ଉଦ୍ୟମ ଜାରି ରଖିଛନ୍ତି।
!-->!-->!-->!-->…
ପାଣି ପାଇଁ ମହିଳାଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଥରଖମ୍ବ ଛକ ନିକରରେ ମହିଳାଙ୍କ ରାସ୍ତାରୋକ ।
ସୂଚନା ଅନୁଯାଇ ଆଜିକୁ ଦୀର୍ଘବର୍ଷ ଧରି ପଥରଖମ୍ବ ହରିଜନ ସାହି ରେ ଜଳସଙ୍କଟ ଦେଖାଦେଇଛି ତେବେ ଏନେଇ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣିର!-->!-->!-->!-->!-->…
ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ; କରୋନା କଟକଣା ମଧ୍ୟରେ ପରମ୍ପରା ବଞ୍ଚାଇବାକୁ ଜଳିବ ଝାଡ଼
ଆଜିଠାରୁ ୩ଦିନବ୍ୟାପୀ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ତେବେ କୋରଣା କଟକଣା ଯୋଗୁଁ ଚଳିତ ବର୍ଷ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଢେଙ୍କାନାଳର ମହିମାଗାଦିକୁ ମନା କରାଯାଇଛି । ଏପରିକି ମହିମା ଗାଦିର ସାଧୁ ମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଥିବା ଅତି!-->…
ପୋଲିସ ତଦନ୍ତରେ ଅସନ୍ତୁଷ୍ଟି ନେଇ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଗୋଚ୍ଛାୟତ ସାହିର ଏକ ଝିଅ ଗତ କିଛିଦିନ ନିଖୋଜ ଥିବା ବେଳେ ପୋଲିସ ତଦନ୍ତରେ ଅସନ୍ତୁଷ୍ଟି ହୋଇ ରାସ୍ତା ରୋକ କରାଯାଇଛି ।
ସୂଚନା ଅନୁଯାୟୀ , ଗତ ୨୧ ତାରିଖ ବିଳମ୍ବିତ ରାତିରେ ବାବୁଲା ଗୋଚ୍ଛାୟତ ଙ୍କ ଝିଅ କାଜଲ!-->!-->!-->!-->!-->…
ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ଆତ୍ମହତ୍ୟା ସନ୍ଦେହ !
କୃଷିବିଭାଗ କର୍ମଚାରିଙ୍କ ବିଷ ପିଇ ଆତ୍ମହତ୍ୟା ସନ୍ଦେହ। ମୃତକ ହେଲେ କାମାକ୍ଷାନଗର କୃଷି ବିଭାଗର କର୍ମଚାରି ମନୋଜ ରାଉତ। ତାଙ୍କ ଘର କାମାକ୍ଷାନଗର ବ୍ଲକ ପିପଳା ଗ୍ରାମରେ।
ସୂଚନା ଅନୁଯାୟୀ , ସବୁଦିନ ଭଳି ଘରୁ ଅଫିସକୁ ଯିବା ଉଦେଶ୍ୟରେ ବାହାରି ଆସିଥିଲେ। କିନ୍ତୁ ଅଫିସରେ ପହଞ୍ଚି!-->!-->!-->…
୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍, ଜାଣନ୍ତୁ, କାହାକୁ ମିଳିଲା କେତେ !
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜାଣନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ।
୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି
!-->!-->!-->!-->!-->!-->!-->…