Browsing Category
ଢେଙ୍କାନାଳ ଖବର
ହିନ୍ଦୋଳ ବ୍ଲକ ପରିସରରେ ହରିହର ମନ୍ଦିର ପ୍ରତିଷ୍ଠା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ଏକ ନବନିର୍ମିତ ତଥା ହିନ୍ଦୋଳ ଉପଖଣ୍ଡରେ ପ୍ରଥମ ହରିହର ମନ୍ଦିର ପ୍ରତିଷ୍ଠାସ୍ଥାପନ ହୋଇଯାଇଛି।
ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତ ଙ୍କ ଉଦ୍ୟମରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା ଦିବସରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଙ୍କ!-->!-->!-->…
ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ
ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । କୋଭିଡ କଟକଣା ହେତୁ ପୂର୍ବ ବର୍ଷ ତୁଳନାରେ କମ୍ ପରିମାଣର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଥିଲେ ।
ଢେଙ୍କାନାଳ କପିଳାସ ରାସ୍ତାର କୃଷ୍ଣକୁମାରପୁର ଠାରେ ପ୍ରତିଷ୍ଠିତ ଦତ୍ତ।ତ୍ରେୟ ସାଇ ଆଶ୍ରମର ୨୦ ତମ ବାର୍ଷିକ ଉତ୍ସବ ଚଳିତ!-->!-->!-->…
ସଡ଼କ ସୁରକ୍ଷାର ବାର୍ତ୍ତା ଦେଲେ ମାର୍ଥାପୁର ୧୯୮୨ବ୍ୟାଚ
ଢେଙ୍କାନାଳ ଜିଲ୍ଲା ଭୁବନ ମାର୍ଥାପୁର ସରକାରୀ ଉଚ୍ଚ ବିଦ୍ୟାଳୟ୧୯୮୨ ବ୍ୟାଚ୍ ଛାତ୍ର ଛାତ୍ରୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅନୁଷ୍ଠିତ ହୋଇଯାଇଛି I ୫୩ ନମ୍ବର ଜାତୀୟ ରାଜପଥ ରୁ ଯମୁନାକୋଟ୍ – ପଣ୍ଡୁଆ ପୂର୍ତ୍ତ ବିଭାଗ ମାର୍ଥାପୁର ମେଡିକାଲ ରାସ୍ତାରେ ହେଲମେଟ, ମାକ୍ସ, ସିଟବେଲଟ!-->…
କନ୍ତୋର ପ୍ରମିୟର ଲିଗ୍ ଉଦଯାପିତ
କୁଆଳୋ ଚମ୍ପିୟନ କନ୍ତୋର ଗ୍ରାମ ପକ୍ଷରୁ ଚଳିତ ବର୍ଷର କନ୍ତୋର ପ୍ରିମିୟର ଲିଗ୍ ର ଆଜି ଥିଲା ଅନ୍ତିମ(ଫାଇନାଲ) ଦିବସ। ଏହି ଫାଇନାଲ ମ୍ୟାଚଟି କୁଆଳୋ ଓ ଖାଲପାଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା।
ଫାଇନାଲ ମ୍ୟାଚ ୧୨ ଓଭର ବିଶିଷ୍ଟ ମ୍ୟାଚ ରେ କୁଆଳୋ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୧.୧!-->!-->!-->…
ବି.ବି.ହାଇସ୍କୁଲ ରେ ମାତୃଭାଷା ଦିବସ ପାଳିତ
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ଶିକ୍ଷା ସୌଧ,ୟୁନିଟ ୫,ଭୁବନେଶ୍ୱରଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ ଦିବା ୧୧ ଘଟିକାରୁ ୧୨ ଘଟିକା ମଧ୍ୟରେ!-->…
ଓପିଟିସିଏଲ ଭୟାବହ ଅଗ୍ନିକାଣ୍ଡ ; ୧୪ କୋଟି ଟଙ୍କାର କ୍ଷତି !
ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଠାରେ ଓଡିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେସନର ସବଷ୍ଟେସନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ଆଠ ସମୟ ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।
ଏଠାରେ ଥିବା ଏକ ୩୧୫ ଏମଭିଏ ଟ୍ରାନ୍ସଫର୍ମର ଇନସୁଲେଟର!-->!-->!-->…
ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ ସଦସ୍ୟଙ୍କ ଦ୍ୱାରା ଆୟୋଜିତ “କ୍ଲିନ ଭିଲେଜ ଓ ଗ୍ରୀନ ଭିଲେଜ ପ୍ରୋଗ୍ରାମ”
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ନୂଆ ଅଁଳାବେରେଣୀ ଗାଁ ର ୪ ନମ୍ବର ଓ୍ବାର୍ଡ ଓ ୫ ନମ୍ବର ଓ୍ବାର୍ଡ ରାସ୍ତା ଠାରୁ ଅଁଳାବେରେଣୀ ପୂର୍ତ୍ତ ବିଭାଗ ରାସ୍ତା ସଫେଇ ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ୍ ଦ୍ଵାରା ସମ୍ପାଦିତ ହୋଇଛି।
ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଲଟି ବୁଦା!-->!-->!-->…
ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆନ୍ତର୍ଜାତିକ ଭାଷା ଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୃବ୍ରୁୟାରୀ ମାସ ୨୧ ତାରିଖ ଦିନ ବିଦ୍ୟାଳୟ!-->…
ନୟାନିଳକଣ୍ଠପୁରରୁ ଭାଲୁର ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ନୟାନିଳକଣ୍ଠପୁର ଗ୍ରାମ ନିକଟରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଭାଲୁଟିର ଦାନ୍ତ ଓ ନଖ ନଥିବାର ଜଣାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ବନପାଳ କବିତା ବିଶ୍ୱାଳ ପହଞ୍ଚି ଭାଲୁଟିର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।
!-->!-->!-->!-->…
ତାତିଲେ ଚାଷୀ ; ଧାନ ବସ୍ତା ରଖି ଅବରୋଧ କଲେ ଜାତୀୟ ରାଜପଥ !
ବାଉଁଶପାଳ ଛକ ଠାରେ-ଧାନ ରଖି NH ୫୫ ଅବରୋଧ କଲେ ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ କଟିଯିବା କାରଣରୁ ରାସ୍ତା ଅବରୋଧ କରାଯାଇଛି।
ସୂଚନା ଅନୁସାରେ କାଦୂଆ ଧାନ ମଣ୍ଡିରେ କାଦୂଆ,ସମାଟାଙ୍ଗି,ବାଉଁଶପାଳ ,ବାଙ୍ଗୁର ଗ୍ରାମର ଚାଷୀ ସେମାନଙ୍କର!-->!-->!-->…