Browsing Category
ଢେଙ୍କାନାଳ ଖବର
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ନ୍ୟାୟ ଦାବିରେ ମୃତଦେହ ରଖି ମୁଖ୍ୟରାସ୍ତା ଅବରୋଧ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ନିକଟରେ ।
ସୂଚନା ଅନୁଯାୟୀ ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ!-->!-->!-->!-->!-->…
ନଵବଧୁର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର !
ବିବାହର ୪ଦିନ ନପୁରୁଣୁ ନବବଧୁ ର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ।
ସୂଚନା ଅନୁଯାୟୀ ହିନ୍ଦୋଳ କଲଣ୍ଡାଗ୍ରାମର ହରିହର ନାଏକଙ୍କ ଝିଅ ଝରଣା ନାଏକ ଗତ ୧୭ ତାରିଖ ଦିନ ସଦର ଥାନା!-->!-->!-->!-->!-->…
ରାଜ୍ୟ ସ୍ତରୀୟ ଥ୍ରୋ ବଲ ଚମ୍ପିୟାନସିପ ପାଇଁ ୨୫ ରେ ଜିଲ୍ଲା ଦଳ ଚୟନ ପ୍ରକ୍ରିୟା
ଚଳିତ ବର୍ଷ ଫେବୃଆରୀ ୨୭, ୨୮ ଓ ମାର୍ଚ୍ଚ ୧ ତାରିଖ ତିନି ଦିନ ଧରି ଯାଜପୁର ସ୍ଥିତ ନରସିଂହ ଚୌଧୁରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ୨୯ ତମ ରାଜ୍ୟ ସ୍ତରୀୟ ଥ୍ରୋ ବଲ (ବରିଷ୍ଠ) ଚମ୍ପିୟାନସିପ ଉଭୟ ପୁରୁଷ ଓ ମହିଳା ବିଭାଗରେ ଅନୁଷ୍ଠିତ ହେଉଛି।
ଏହି ଚମ୍ପିୟାନସିପରେ ଭାଗ ନେବା!-->!-->!-->…
କମେଣ୍ଟ ମରାକୁ ନେଇ ମହାଭାରତ ; ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର !
ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡ଼ା ଗ୍ରାମରେ କମେଣ୍ଟମରାକୁ ନେଇ ହଣାକଟା ହୋଇଛି ।
ସଙ୍ଘଵଧ ଆକ୍ରମଣରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଇ (୬୩) ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ମୋହନ ବାଇ (୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ , ଗତ!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି, ଯୋଗାଣ ଅଧିକାରୀଙ୍କୁ ଘେରିଲା ଆପ୍
ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି କୁ ନେଇ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ୮ଟି ସମବାୟ ସମିତିରେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ।
!-->!-->!-->…
ଜିଲ୍ଲ ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରିଲେ ଚାଷୀ, ଧାନ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୁଷ୍ଟ
ଟୋକନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ଚାଷୀମାନେ ସଠିକ୍ ସମୟରେ ମଣ୍ଡିରେ ଧାନ ଦେଇ ପାରୁ ନଥିବା ଅଭିଯୋଗ ଜିଲ୍ଲାର କୋଣଅନୁକୋଣରୁ ଆସୁଛି। ପୂର୍ବରୁ ଆମେ ଏ ସମ୍ପର୍କରେ ଖବର ପ୍ରକାଶ କରିଥିଲୁ। ଆଜି ଏହି ପରି ଅଭିଯୋଗ କରିଛନ୍ତି କାମାକ୍ଷାନଗର ବ୍ଲକ କୁସୁମ ଯୋଡ଼ି ସେବା ସମବାୟ ସମିତିରେ!-->…
ପିଲା ଚୋର ସନ୍ଦେହରେ ଥାନାରେ ଅଭିଯୋଗ ; ପୋଲିସର ଅସଦ ବ୍ୟବହାର ଅଭିଯୋଗକୁ ନେଇ ୧୨ ଘଣ୍ଟିଆ ରାସ୍ତା ରୋକ
ହିନ୍ଦୋଳ ଉପଖଣ୍ଡରେ ପିଲା ଚୋରକୁ ନେଇ ଜନସାଧାରଣ ଆତଙ୍କିତ । ଗତ କାଲି ସଂନ୍ଧ୍ୟା ହିନ୍ଦୋଳ ଏନଏସି ୧୨ ନଂ ୱ।ର୍ଡ ରେ କ।ହ୍ନ।ବାଟୁଳ ବେହେରା ଙ୍କ ପୁଅ ବେହେରା ପିତା (୧୯) କୁ ଆଚେତ ଅବସ୍ଥାରେ ବାରିପଟ ଏକ ଗଛ ମୁଳୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା , ସେଠାରୁ!-->…
ଜରିପାଲ ଛକ ନିକଟରେ ଦୁର୍ଘଟଣା, ସ୍କୁଟି ଚାଳକ ଆହତ
ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଲ ଛକ ନିକଟରେ ଦୁର୍ଘଟଣା। ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସ୍କୁଟି ଚାଳକ ଗଛରେ ପିଟି ହୋଇ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଆଜି ଜରିପାଲ ଛକ ନିକଟରେ ଦୁଇଟି କାର!-->!-->!-->!-->!-->…
ମହାମାରି ଅଧିନିୟମ ଏବଂ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ
ଜିଲ୍ଲାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ର ପାନେଲ ଲୟାର,PLV ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ଶ୍ରୀ ସୁଧୀର କୁମାର ନାୟକ, ଶ୍ରୀ ବୈଶିଷ୍ଟ ବରାଳ, ଶ୍ରୀ ଅନୁପ ନାୟକ, ଶ୍ରୀ ଅଶୋକ ନାୟକ, ଶ୍ରୀ ଅଭିରାମ ବାରିକ,!-->!-->!-->…
ବଜରଙ୍ଗୀ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୂଆଟିପିଲେଇ ବଜରଙ୍ଗ ବାଲି କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ସୁରପ୍ରତାପପୁର ସଞ୍ଜୟ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୨୯ ରନ କରିଥିଲା।
ଏହାର ଜବାବରେ ପପୁଲାର କ୍ରିକେଟ କ୍ଲବ (ବୋଲୁଅ) ୧୨ ଓଭର ଶେଷ ସୁଧା ୧୦୧ରନ!-->!-->!-->…