Browsing Category
ଢେଙ୍କାନାଳ ଖବର
ନାବାଳକକୁ ଅପହରଣ ଉଦ୍ୟମ ; ବେକରେ ଛୁରୀ ଲଗାଇ ଉଠେଇ ନେଉଥିଲେ ୩ଦୁର୍ବୃତ୍ତ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରୁ ଏକ ନାବାଳକକୁ ପିଲାଚୋର ଉଠାଇ ନେଇଯାଉଥିବା ବେଳେ , ଉପସ୍ଥିତ ବୁଦ୍ଧି ହେତୁ ନାବାଳକ ଜଣକ ଖସିଯାଇଥିବାର ଜଣାପଡିଛି ।
ସୂଚନା ଅନୁଯାୟୀ , ବେଡ଼ାପଡା ଗ୍ରାମ ବିରଞ୍ଚୀ ସାମଲଙ୍କ ପୁଅ ଆକାଶ ସାମଲ (୧୪) କାଲି ସଂନ୍ଧ୍ୟା ସମୟରେ!-->!-->!-->…
ଧାନ ମଣ୍ଡି ବନ୍ଦ ପରେ ଧାନ ବିକ୍ରି କରି ନପାରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ
ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ବନ୍ଦ ପରେ ଅନେକ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଅନେକ ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାର ବାଇଁସିଆ ସମବାୟ ସମିତି ଅଧିନରେ ପଞ୍ଜିକରଣ!-->…
ସେନା ରେ ଭର୍ତ୍ତି ହେବା ପାଇଁ କରୁଥିଲେ ପ୍ରସ୍ତୁତି ; ଅକାଳରେ ଚାଲିଗଲା ଜୀବନ !
ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସେନାରେ ଭର୍ତ୍ତି ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେନା ବାହିନି ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସେନା ବାହିନୀର ଯୋଗଦେବା ପାଇଁ କର୍ତ୍ତୃପକ୍ଷ ଯୁବପୀଢ଼ିଙ୍କୁ ସବୁ ବେଳେ ଉତ୍ସାହିତ କରିଥାନ୍ତି ।
ହିନ୍ଦୋଳ ବ୍ଲକ ଠୋକର ସାମଲର!-->!-->!-->…
ଅଜଣା ଗାଡି ଧକ୍କାରେ ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ସାଇଁବିରି ନିକଟରେ ଅଜଣା ଗାଡ଼ି ଧକ୍କା ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୋରିଆଁ ଗ୍ରାମର ଶୁଶାନ୍ତ ରଣା(୩୨) ବୋଲି ସୂଚନା ମିଳିଛି ।
ଶୁଶାନ୍ତ ଆଜି ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ବାଇକ୍ ଯୋଗେ ନିଜ ଶଶୁର ଘରକୁ!-->!-->!-->…
ମାମୁଁ ହେଲା କଂସେଇ ; ୮ବର୍ଷ ର ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ !
ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଥାନା ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ଚଉଦ ନମ୍ବର ୱାର୍ଡର ଚରଣପୁର ଗ୍ରାମରେ ଏକ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।
ଦୂର ସମ୍ପର୍କ ମାମୁଁ ଆଠ ବର୍ଷର ନାବାଳିକା ଭାଣିଜୀକୁ ଶୌଚ ହେବାକୁ ପାଣି ଆଣିଦେବାକୁ ଡାକି ନେଇ ଦୁଷ୍କର୍ମ କରି ପକାଇ ଚାଲିଯାଇଥିବା!-->!-->!-->…
ଯୋରନ୍ଦା ରେ ରଥଯାତ୍ରା ପାଇଁ କାଠ ଅନୁକୂଳ
ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ୭ମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀଙ୍କ ପୂଜା ଅବସରରେ ଜଗନ୍ନାଥ ରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନ କରାଯାଇ ଅପରାହ୍ନ ୫ ଘଟିକା ସମୟରେ ରଥଖଳା ରେ ରଥ କାଠକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନ!-->…
ନିର୍ମାଣଧିନ ଶେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ର ମୃତଦେହ ଉଦ୍ଧାର !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶାଳପଡ଼ା ନିକଟରେ ବ୍ରାହ୍ମଣୀନଦୀ ରୁ ଆଜି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ବିହାର ରାଜ୍ୟ ର ଆକାଶ କୁମାର (୨୧) ।
ସୂଚନା ଅନୁଯାୟୀ , ଭୁବନ ଦିଘୀ ପଞ୍ଚାୟତ ର କାଳୁରିଆ ଗାଁ ଠାରୁ ଗଁଦିଆ ବ୍ଳକ୍ କାଲୁରିଆ ପର୍ଯ୍ୟନ୍ତ!-->!-->!-->…
ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ; ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ !
ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ । ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ଏବଳି ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବକ । ଢେଙ୍କାନାଳ ସହରର ବସଷ୍ଟାଣ୍ଡ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ୍ ପୋଲିସ!-->…
ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ଦମ୍ପତ୍ତିଙ୍କର ଉଦ୍ଧାର ପରେ ମହିଳାଙ୍କ ମୃତ୍ୟୁ !
କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ଗାଁ ର ଶିଶିର ପ୍ରଧାନଙ୍କ ସ୍ତ୍ରୀ ଗତ ୬ ତାରିଖ ଶନିବାର ଦିନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁ ପୁତ୍ର ଟି ଅସୁସ୍ଥ ଥିବାରୁ ତାକୁ ନିଉ ବର୍ଣ୍ଣ ଓ୍ବାର୍ଡରେ ରଖାଯାଇଥିଲା। ଏହି ଓ୍ବାର୍ଡ ମଧ୍ୟକୁ ପ୍ରବେଶ!-->…
ମରାମତି ର ୨ମାସ ନପୁରୁଣୁ ପୁଣି ଭାଙ୍ଗିଲା ବସଷ୍ଟାଣ୍ଡ ସହୀଦ ସ୍ମୃତି ସ୍ତମ୍ଭ !
ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା!-->!-->!-->…