Browsing Category
ଢେଙ୍କାନାଳ ଖବର
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
!-->!-->!-->!-->!-->!-->!-->!-->!-->…
ପୌର ନିର୍ବାଚନ ପାଇଁ ଆପ୍ ର ବୈଠକ
ଢେଙ୍କାନାଳ ପୌର ନିର୍ବାଚନ ପାଇଁ ଆପ୍ ଢେଙ୍କାନାଳ ର ସଜବାଜ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଢେଙ୍କାନାଳ ବାଜିଚୌକସ୍ଥିତ ବାଉଁଶ ହୋଟେଲ ଠାରେ ପୌରାଞ୍ଚଳର ୮ଟି ୱାର୍ଡର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସାମାଜିକ ସଂସ୍କାର ଉପରେ କର୍ମୀ ମାନେ!-->!-->!-->…
ଇଲେଇଜଙ୍ଗ ଠାରେ ଉଦଘାଟନ ହେଲା ନୂତନ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର
ଆଜି ପବିତ୍ର ସ୍ୱରସତୀ ପୂଜାରେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଇଲେଇଜଙ୍ଗ ଶ୍ରୀକ୍ଷେତ୍ର ଗାର୍ମେଣ୍ଟସ ପାଖରେ ଏକ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପନ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅମୁଲି ବେହେରା ଯୋଗ ଦେଇ ସ୍କୁଲ କୁ ଉଦଘାଟନ!-->!-->!-->…
ଶେଷ ନିଃଶ୍ୱାସ ତ୍ୟାଗ କଲେ ଗାୟକ ବାଣି ଭୂଷଣ ଶ୍ରୀ ସର୍ବେଶ୍ଵର ସାହୁ
ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଶ୍ରୀ ସର୍ବେଶ୍ଵର ସାହୁ ଗତକାଲି ସନ୍ଧ୍ୟାରେ ନିଜର ପୈତୃକ ଗ୍ରାମ ହିନ୍ଦୋଳ ବ୍ଲକ ଅନ୍ତର୍ଗତ କୁକୁଟା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।
ସେ ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ, ବଙ୍ଗଳା!-->!-->!-->!-->!-->…
ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଶାମଳ ଜଙ୍ଗଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତଦେହ ପାଖରେ ପଡିରହିଛି ବାଇକ୍ ।
ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେଥିବା ଶାମଳ ଜଙ୍ଗଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି ।
ମୃତ ଯୁବକ!-->!-->!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଦ୍ୱାଦଶଚନ୍ଦ୍ର ପ୍ରଭାବରେ ସାଧାରଣ କଥାରେ ବିବ୍ରତ ହେବା କ୍ଷତିକାରକ ହେବ। ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍ ବୁଝାମଣା ଯୋଗୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ବନ୍ଧୁମାନଙ୍କ!-->!-->!-->!-->!-->…
ଗଛରେ ପିଟିହେଲା ଅଟୋ ; ୩ ଆହତ , ଜଣେ ଗୁରୁତ୍ତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କିଳି ଗ୍ରାମରେ ଦୁର୍ଘଟଣା । ଅଟୋ ଓଲଟି ,୩ ଆହତ ଜଣେ ଗୁରୁତ୍ତର ହୋଇଛନ୍ତି ।ସୂଚନା ଅନୁଯାୟୀ ଗୋଟିଏ ଅଟୋ ରେ କିଛି ଯାତ୍ରୀ ସାନ୍ଦ। ବନ୍ଧୁଘର ଯାଇ ନିଜ ଘର କଙ୍କିଳି ଫେରୁଥିବା ସମୟରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା ।
ଆହତଙ୍କୁ!-->!-->!-->…
ବାଜିଚୌକ ଓଭରବ୍ରିଜ ତଳେ ପିକଅପ ଭ୍ୟାନ ଧକ୍କାରେ ୨ଶିଶୁ ମୃତ ଘଟଣା ; ମୃତକଙ୍କ ପରିବାରଙ୍କୁ ମିଳିଲା ଅନୁକମ୍ପା ରାଶି
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ରେଲୱେ ଓଭରବ୍ରିଜ ତଳେ ଏକ ସଡକ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଓଭର ବ୍ରିଜ ତଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବାରୁ ଏହି ଦୁଃର୍ଘଟଣା!-->!-->!-->…
ରେଙ୍ଗାଳି ବାମ କେନାଲ ଅଫିସ ରେ ଲାଗିଲା ନିଆଁ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆଭୁବନ ଠାରେ ଥିବା ରେଙ୍ଗାଳି ବାମ କେନାଲ ର କାର୍ଯାଳୟରେ ଆଜି ଅଚାନକ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଥିଲା । ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।
ଅଗ୍ନିଶମ ବିଭାଗ ଦ୍ୱରା ନିଆଁ କୁ ଆୟତ କରିଛି!-->!-->!-->…
ବନବିଭାଗ ର ଚଢ଼ାଉ , ପଚାଶ ହଜାର ଟଙ୍କା ମୂଲ୍ୟର ଶାଳବହ୍ଲା ବୋଝେଇ ପିକଅପ ଜବତ
ବନବିଭାଗ ର ଚଢ଼ାଉ , ଶାଳ ବହ୍ଲା ବୋଝେଇ ପିକଅପ ଜବତ ସହ ଦୁଇ ଜଣ କୁ ଅଟକ ରଖିଛି ବନବିଭାଗ ।ଅଟକ ଦୁଇଜଣ ହେଲେ କଙ୍କଡାହାଡ ଥାନା ମୁଣ୍ଡାସାହି ର ସତ୍ୟାନନ୍ଦ ନାୟକ ଓ ରତ୍ନାକର ନାୟକ ।
ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ର ଏକ ଟିମ କଙ୍କଡାହାଡ ମୁଣ୍ଡାସାହି ରେ ଚଢ଼ାଉ!-->!-->!-->…