News
lipub
samparksetu
Browsing Category

ଢେଙ୍କାନାଳ ଖବର

ଜଙ୍ଗଲକୁ କାଠ ଆଣି ଯାଇଥିଲେ ; ଦନ୍ତା ଆକ୍ରମଣ ରେ ଜୀଵନ ଗଲା !

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୁଣ୍ଡୁରପସି ଗ୍ରାମପଞ୍ଚାୟତ ର ଫୁକାର ସାହି ର ବ୍ରଜକିଶୋର ବେହେରା (୫୫ )ଙ୍କ ଆଜି ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଗୁଣ୍ଡୁରପସି ଜଙ୍ଗଲ କୁ ବ୍ରଜକିଶୋର କାଠ ପାଇଁ ଯାଇଥିଲେ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ

ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡି ସି ସି ପ୍ଲେ ସ୍କୁଲ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ମହାନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜିର ଦିନକୁ ଭାରତ ବର୍ଷ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ

ବି.ବି.ହାଇସ୍କୁଲ ରେ ଦଶମ ଶ୍ରେଣୀର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ କେବଳ ଦଶମ ଶ୍ରେଣୀର ଛାତ୍ରୀ ,ଛାତ୍ର ମାନଙ୍କର ଅଭିଭାବିକା,

କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ। ସରକାରୀ ବିହନ, ଔଷଧ ଓ ସାର

ଟାଟା ବିଏସ୍ଏଲ୍ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ୨୦୨୧ ପାଳନ

ଛାତ୍ରଛାତ୍ରୀ,ଗ୍ରାମବାସୀ ଏବଂ ଏନ୍ଏଚ୍ ୫୫ ର ଯାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଢେଙ୍କାନାଳ ଆରଟିଓ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ। ଜାତୀୟ ସଡ଼କ ସୁରକ୍ଷା ମାସର ଏକ ଅଂଶ ଭାବରେ ଟାଟାଷ୍ଟିଲ ବିଏସ୍ଏଲ୍ କମ୍ପାନୀ ଦ୍ବାରା ସମସ୍ତ କର୍ମଚାରୀ , ସ୍ଥାନୀୟ

ପୁଣି ଶଙ୍ଖ ନାଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୋନ- ୩ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଜେଡି ପ୍ରାର୍ଥୀ ମମତା ପାଣି ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି ସେହିଭଳି ଜୟପୁରା କାଟେଣୀ ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ଭାବେ ରୋଜାଲିନ କାଣ୍ଡି ମଧ୍ୟ ବିଜୟ ମୁକୁଟ

ଦନ୍ତା ଆକ୍ରମଣରେ ହାତୀ ଶାବକର ମୃତ୍ୟୁ !

ହିନ୍ଦୋଳ ରେଞ୍ଜ ଗୋବିନ୍ଦପୁର ଗ୍ରାମ ନିକଟ କନ୍ଧରା ସଂରକ୍ଷିତ ବନାଞ୍ଚଳରେ ଏକ ହାତୀ ଶାବକର ମୃତଦେହ ମିଳିଛି । ୩-୪ ଦିନ ହେବ ହାତୀ ଶାବକ ଟିର ମୃତ୍ୟୁ ଘଟିଥିବା ର ଅନୁମାନ କରାଯାଉଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପ୍ରକୃତ କାରଣ ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ

ଗାଁ ରାସ୍ତା ପାଇଁ ଲଢେଇ, ପୋଲିସ୍ ଗ୍ରାମବାସୀ ମୁହାଁମୁହିଁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସର ପ୍ରସ୍ତାବିତ ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ଦୀର୍ଘ ୪୦ ଦିନ ହେଲା ଧାରଣା ଦେଇଥିଲେ ତର୍କାବେଡ଼ା ଗ୍ରାମବାସୀ । ତେବେ ଆଜି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଢେଙ୍କାନାଳରେ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ଦାବି

ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନୂତନ ଗୃହକୁ ସ୍ଥାନାନ୍ତରିତ ହେବା ପରେ ପୁରୁଣା ଡାକ୍ତରଖାନା ଗୃହକୁ ପୁନରୁଦ୍ଧାର କରାଯାଇ କର୍କଟ ରୋଗର ଚିକିତ୍ସାଳୟ ସ୍ଥାପନ କରାଗଲେ ଢେଙ୍କାନାଳ ଜିଲ୍ଲା ବ୍ୟତୀତ ପଡୋଶୀ ପାଞ୍ଚ ଛଅଟି ଜିଲ୍ଲାର ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲାର ସମାଜସେବୀ ଓ

ଦାନ୍ତ ପାଇଁ ଦନ୍ତାକୁ ଗୁଳିକରି ହତ୍ୟା

ଦନ୍ତାହାତୀକୁ ହତ୍ୟାକରି ଦାନ୍ତ ଲୁଟିନେଲେ ଦୁର୍ବୃତ୍ତ, ଏଭଳି ଜଘନ୍ୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ନରସିଂହପୁର ରେଞ୍ଜ ସୀମାରେ । ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ୍ ବେଜିଆ ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗୁଳିକରି କିଛି
error: Content is protected !!