Browsing Category
ଢେଙ୍କାନାଳ ଖବର
ଆପ୍ ର ଜିଲ୍ଲା ସମୀକ୍ଷା ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ
ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭା ଗୃହରେ ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ ଏବଂ ରାଜ୍ୟ ସଭାପତି ଶ୍ରୀ!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ
ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍)ର ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍ଏମ୍) ପକ୍ଷରୁ ୨୦୨୩ ଅକ୍ଟୋବର ୨୬ରେ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍ଏମ୍ ଡିଭିଜନ ଅଧୀନରେ!-->…
ଗାଡ଼ିଆରେ ପଡ଼ି ଶିଶୁ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ସାଢ଼େ ଚାରିବର୍ଷ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ , କଲଣ୍ଡା ଗାଁର ମହେଶ୍ବର ପ୍ରଧାନଙ୍କ ପୁଅ!-->!-->!-->…
ରାବଣପୋଡି ଦେଖିବାକୁ ଆସି ଛାତ୍ର ମୃତ, ୨ ଆହତ ; ବିଦ୍ୟୁତ ବିଭାଗକୁ ଦାୟୀ କଲେ ମୃତକଙ୍କ ବାପା
ବିଜୟା ଦଶମୀ ଅବସରରେ ଗଁଦିଆ ଷ୍ଟାଡିୟମରେ ରାବଣପୋଡି ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ରାବଣ ପୋଡ଼ି ନିମନ୍ତେ ବିଦ୍ୟୁତ ସଂଯୋଗ ହୋଇଥିଲା, ମୁଖ୍ୟ ଅତିଥି!-->!-->!-->…
କଳାଙ୍ଗ ଦୁର୍ଗାପୂଜା ପ୍ରତିଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ ପାଳିତ
ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ,କଳାଙ୍ଗ ଆନୁକୂଲ୍ୟରେ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଭାପତି ଅଧିର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ତଥା!-->…
ଦଶହରାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ଯୁବକ ଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଶୁକିଆବାଉତୀ ପେଟ୍ରୋଲ ଟାଙ୍କି ନିକଟରେ ଏକ ଗଛରେ ବାଇକ ପିଟିହୋଇ ଯିବା ଫଳରେ ଜଣେ ଯୁବକ ଗୁରୁତ୍ତର ଆହାତ ହୋଇଥିଲେ । ରାସୋଳ ଥାନା ଏବଂ ରାସୋଳ ଅଗ୍ନିଶମ ବାହିନୀ ଏକ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳରେ!-->…
ବଳଦ ଯାତ୍ରା ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ
ମଣିଷ ପଶୁ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ନୂତନ ଦିଗଦର୍ଶନ ଦେଖାଏ ଭୁବନ ପ୍ରସିଦ୍ଧ ବଳଦ ଯାତ୍ରା । ତେବେ ଏନେଇ ଏନଏସି ସଦଭାବନା ହଲ ରେ ଢେଙ୍କାନାଳ ଏସ. ପି ଜ୍ଞାନରଞ୍ଜନ ମହାପାତ୍ର ଉପସ୍ଥିତ ରହି ବଳଦ କମିଟି ସଦସ୍ୟ , ନଗର ପ୍ରଶାସନ, ଶାନ୍ତି କମିଟି ସଦସ୍ୟ, ଦୁର୍ଗା ପୂଜା!-->…
ଭୋଜି ସାରି ଫେରୁଥିବା ବେଳେ ଦୁର୍ଘଟଣା , ୨ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ସାପୁଆ ଡ୍ୟାମକୁ ଭୋଜି କରିବାକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ସାପୁଆ ଡ୍ୟାମକୁ ହିନ୍ଦୋଳ ଉପଖଣ୍ଡ ଜରପଡ଼ା ଗ୍ରାମର ଅମରେନ୍ଦ୍ର ପ୍ରଧାନ!-->!-->!-->…
ମାଲିକଙ୍କୁ ଘରେ ତାଲା ପକାଇ ନେଇଗଲେ ବାଇକ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସିମିନଈ ଗ୍ରାମରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ଘର ମାଲିକଙ୍କୁ ତାଲା ପକାଇ ଏକ ମୋଟର ସାଇକେଲ ଚୋରି କରି ନେଇଥିବାର ଜଣାପଡିଛି । ସିମିନଈ କଲେଜ ନିକଟରେ ଥିବା ରସାନନ୍ଦ ରାଉତଙ୍କ ଘରୁ ଗୁରୁବାର ରାତିରେ ଏକ ଗ୍ଲାମର ମୋଟର!-->…
ଭୁଜାଲି ରେ ଆକ୍ରମଣ କରି ଲୁଟ
ସହରର କୋରିହାଁ ବାଇପାସ ଛକରେ ଆଜି ୨ ମୁଖା ପିନ୍ଧା ଯୁବକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟାଗ୍ ଲୁଟି ନେଇଛନ୍ତି । ଦୋଳମଣ୍ଡପ ସାହିର ରନ୍ତାକର ପାଢୀ ଲୁଟର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, ରନ୍ତାକର ମୋଟଙ୍ଗା ଥାନା ଅଞ୍ଚଳର ଏକ କମ୍ପାନୀରେ!-->!-->!-->…