Browsing Category
ଢେଙ୍କାନାଳ ଖବର
ଖୋଲିଲା ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍
ଆଜିଠୁ ଖୋଲିଛି ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ କ୍ଲାସ୍ । କୋଭିଡ୍ ଗାଇଡ ଲାଇନ୍ ଅନୁସାରେ କ୍ଲାସ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ କିଭଳି ହଷ୍ଟେଲରେ ସୁରକ୍ଷିତ ଭାବେ ରହିବେ, ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା!-->…
ମଠତେନ୍ତୁଳିଆ ପଞ୍ଚାୟତ ଠାରେ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ
୧୦ ଫେବୃଆରୀ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲୁଥିବା ବେଳେ, ଆଜି ଗଁଦିଆ ବ୍ଳକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଠାରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝରଣା ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ର ପୁର ସ୍ୱାସ୍ଥ୍ୟ!-->…
ସହର ମୁହାଁ ଗୋଠଛଡ଼ା ଦନ୍ତା ! ଭୟବିତ ଶ୍ୟାମାଚରଣପୁର ବାସୀ
ବିଭିନ୍ନ ବ୍ଲକରେ ଥିବା ବ୍ୟାପକ ଫସଲ ନଷ୍ଟ ପରେ ଏବେ ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ଗୋଠଛଡ଼ା ଦନ୍ତା । ଘର ପାଚେରୀ ଭାଙ୍ଗିବା ସହ ନଷ୍ଟ କଲା କଦଳୀ ବାଡ଼ି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ ।
ସୂଚନା ଅନୁଯାୟୀ ଆଜି ସକାଳ!-->!-->!-->!-->!-->…
ସୁନା ସଫେଇ ଆଳରେ କରୁଥିଲେ ଲୁଟ
ସୁନା ଚେନ୍ ମୁଦି ଏବଂ ଅନ୍ୟାନ୍ୟ ସୁନା ସାମଗ୍ରୀ ସଫେଇ ନିମନ୍ତେ ଆସୁଥିଲେ ହେଲେ ସମ୍ପୂର୍ଣ୍ଣ ସୁନା କୁ ହିଁ ସଫା କରିଦେଉଥିଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗ୍ରାମରେ ।
ସୁନା ସଫେଇ ଆଳରେ ଆସି ସଫା କରିବା!-->!-->!-->!-->!-->…
ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ କଲେଜ କର୍ତ୍ତୃପକ୍ଷଙ୍କ ପଦକ୍ଷେପ
ସଡ଼କ ସୁରକ୍ଷା ମାସ ପାଳନ ହେଉଥିବା ବେଳେ, ଚାଳକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ଲାଇସେନ୍ସ ପ୍ରାପ୍ତ ନଥିବା ଚାଳକଙ୍କ ପାଇଁ ବିଭିନ୍ନ ନିୟମ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଅଭିଭାବକ, ସେହିପରି କର୍ତ୍ତୃପକ୍ଷ ମଧ୍ୟ ନିୟମ କୁ!-->!-->!-->…
ପୂର୍ବତନ ସୈନିକଙ୍କ ଘରୁ ଚୋରି !
ଦିନେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ଚୋରି ର ଶିକାର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପଳାଶପଠିଆ ଗ୍ରାମରେ ।
ସେହି ଗ୍ରାମର ପୁର୍ବତନ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି!-->!-->!-->!-->!-->…
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣା ; ନିଜେ ମରିଥିବାର ସ୍ୱିକାର କଲା ସ୍ୱାମୀ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଗତ ୫ ତାରିଖ ଦିନ ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଥିଲା
ମୃତ ମହିଳାଙ୍କ ଭାଇ ଙ୍କ ଅଭିଯୋଗ କ୍ରମେ ପୋଲିସ୍!-->!-->!-->…
ମାନିଆନାଳୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମାନିଆନାଳୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ମାନିଆନାଳୀ ଗ୍ରାମ ର ରବି ରାରତ (୫୦)।
ସୂଚନା ଅନୁଯାୟୀ , ଗ୍ରାମ ନିକଟରେ ଶୁଉଚ ସମୟ ରେ ହାତୀ ଆକ୍ରମଶ ଶିକାର ହୋଇଥିଲେ ରବି , ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ!-->!-->!-->…
ପାଣି ପାଇଁ ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ରାସ୍ତାରୋକ ; ଲିଖିତ ପ୍ରତିଶ୍ରୁତି ପରେ ହଟିଲା…
ଢେଙ୍କାନାଳ ସଦର ବ୍ଳକ ଅନ୍ତଗତ ରଥପଦା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଶତାଧିକ ମହିଳା ଘଟିପିରୀ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବା ସହ ପଞ୍ଚାୟତ ସମୁଖରେ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ଆଜି ଅବରୋଧ କରିଥିଲେ ।
ଢେଙ୍କାନାଳ ସଦର ବ୍ଳକ ଅନ୍ତଗତ ରଥପଦା ଗ୍ରାମର ଶତାଧିକ ମହିଳା!-->!-->!-->…
କୋଭିଡ୍ କଟକଣାକୁ ଦିଆଯାଉଛି ଗୁରୁତ୍ୱ, ଏକାଦଶ କ୍ଳାସରୁମ ପାଠ ପଢା ଆରମ୍ଭ
ଆଜିଠାରୁ ଏକାଦଶ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ସେହିପରି ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରୀ କଲେଜ ରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି ।
ସୁରକ୍ଷା!-->!-->!-->!-->!-->…