Browsing Category
ଢେଙ୍କାନାଳ ଖବର
ବଣିଆ ପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ବଣିଆ ପଡ଼ା ଗ୍ରାମରେ ଆଜି ରାଜା - ୧୧(ପୋଡ଼ା ପଡ଼ା) ଏବଂ ବୁଲେଟ -୧୧ (ବଳରାମ ପ୍ରସାଦ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ରାଜା -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଗୋଟି ଉଇକେଟ ହରାଇ ୧୩୨ ରନ ସଂଗ୍ରହ!-->!-->!-->…
ହିନ୍ଦୋଳ ମୀରାବଜାର ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଗତକାଲି ଶନିବାର ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଆନୁକୂଲ୍ୟରେ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧୂବନ ଖେଳପଡିଆଠାରେ ଉଦଘାଟନ ହୋଆଯାଇଛି ।ମୂଖ୍ୟ ଅତିଥି ଭାବେ ଲକ୍ଷ୍ମୀ ପୂଜା କମିବ ସଭାପତି ସନ୍ତୋଷ ମହାପାତ୍ର ଓ ଉପଦେଷ୍ଟା ନକୁଳ ସାହୁ ଭୂମି ପୂଜନ କରିବା ସହିତ!-->…
ଫାଣ୍ଡି ଓ ବସଷ୍ଟପ୍ ନିର୍ମାଣ ପାଇଁ ଦାବି, ସୁରକ୍ଷା ବଦଳ ରେ ଗାଧୁଆକୁ ଗୁରୁତ୍ୱ !
ଢେଙ୍କାନାଳ ସହରର ଏକ ନମ୍ବର ୱାର୍ଡ ସ୍ଥିତ ଶ୍ୟାମାଚରଣପୁର ମୌଜାର ୭ ନମ୍ବର ପ୍ଳଟରେ ଥିବା ବାଇପାସ୍ ପୋଖରୀକୁ ପୋତାଯାଇ ଜାତୀୟ ରାଜପଥ ସଂପ୍ରସାରଣ ଲାଗି ଜନ ସାଧାରଣଙ୍କ ସୁବିଧା ନିମନ୍ତେ ସେଠାରେ ଓଭରବ୍ରିଜ୍ କାମ ଚାଲୁରହିଛି । ତେଣୁ ସେଠାରେ ଥିବା ଫାଣ୍ଡିକୁ ଦୀର୍ଘ ଦିନ ହେବ ହଟାଇ!-->!-->!-->…
ହିନ୍ଦୋଳ ରେ ଦ୍ବିତୀୟ ପର୍ଯ୍ୟାୟ କୋବିଡ଼-୧୯ ଟୀକା କରଣ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ଦୂତୀୟ ପର୍ଯ୍ୟାୟ କରୋନା ପାଇଁ ଟୀକା କରଣ ହୋଇଯାଇଛି।ଖବରରୁ ପ୍ରକାଶ ଯେ ଆଜି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ କୁ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।
ପ୍ରଥମେ!-->!-->!-->…
ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘଟିଲା ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଇଲେଇଜଙ୍ଗ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ।
ସୂଚନା ଅନୁଯାୟୀ ଗାଡିଟି ରାୟପୁର ରୁ ଯାଜପୁର ରୋଡ଼ ଫେରୁଥିବା ସମୟରେ ରାତି ପ୍ରୟା ୨ଟା ୪୫ ସମୟରେ ଭୁବନ ଇଲେଇଜଙ୍ଗ ନିକଟରେ!-->!-->!-->…
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ; ସ୍ୱାମୀ ଙ୍କୁ ଅଟକ ରଖିଲା ପୋଲିସ୍ !
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଘଟିଛି ଅଭାଵନୀୟ ଘଟଣା । ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଛି ।
ସୂଚନାଯୋଗ୍ୟ କି , ଗୁରୁବାର ସଂନ୍ଧ୍ୟାରେ!-->!-->!-->…
ମହିଷାପାଟ ବାଇପାସ୍ ଛକ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ !
ଚାଲିଛି ସଡକ ସୁରକ୍ଷା ମାସ ଏକ ସପ୍ତାହ ନୁହେଁ ଚଳିତ ବର୍ଷ ଦୀର୍ଘ ଏକ ମାସ ପାଳନ ହେଉଛି ସଡ଼କ ସୁରକ୍ଷା ମାସ । ଗଡୁଛି ସଚେତନ ରଥ , ହେଲେ କେତେ ସଚେତନ ନିଜେ ଜାତୀୟ ରାଜପଥ କର୍ତ୍ତୃପକ୍ଷ।
ତେବେ ଆଜି ନୁହେଁ ଦୀର୍ଘ ବହୁ ମାସ ହେବ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ମହିଷାପାଟ!-->!-->!-->!-->!-->…
ନିଆଁ ଲାଗି ମହିଳା ଗୁରୁତ୍ତର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ମହୁଲପାଳ ଗ୍ରାମରେ ଅଘଟଣ, ନିଆଁ ଲାଗି ମହିଳା ଗୁରୁତ୍ତର ଭୁବନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଆଜି ଦିନ ୧୨ ଟା ସମୟରେ ପ୍ରଶାନ୍ତ ରାଉତଙ୍କ ସ୍ତ୍ରୀ ସୁନିତା ରାଉତ (୨୫) ରୋଷେଇ କରୁଥିବା ସମୟରେ!-->!-->!-->!-->!-->…
ସର୍ବକନିଷ୍ଠ ସହୀଦବୀର ବାଜି ରାଉତଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି
ଭାରତର ସର୍ବକନିଷ୍ଠ ସହୀଦବୀର ବାଜି ରାଉତଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ ପାଇଁ ଦାବି ଜୋର ଧରିଛି ।ଓଡ଼ିଶା ପ୍ରଦେଶର ଢେଙ୍କାନାଳ ଗଡ଼ଜାତ ଅଧିନସ୍ଥ ପ୍ରଜାଆନ୍ଦୋଳନର ସ୍ଥାନ ଭୁବନ ନୀଳକଣ୍ଠ ପୁରର ୧୨ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ।
ସହୀଦ ବାଜି!-->!-->!-->…
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ
ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ଡେପୁଟିକଲେକ୍ଟର ଶ୍ରୀଯୁକ୍ତ ସୀତାଂଶୁ ଶେଖର ଦାସ (ଓ,ଏ,ଏସ୍) ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଆଜି ଅପରାହ୍ନରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।!-->!-->!-->…