Browsing Category
ଢେଙ୍କାନାଳ ଖବର
୧୮୮ ଲିଟର ଦେଶୀ ମଦ ଜବତ ; ୧୧ ଗିରଫ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ, ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ୧୮୮ ଲିଟର ଦେଶୀ ମଦ ଜବତ କରାଯାଇଛି ।
ଏଥି ସହିତ ବିଭିନ୍ନ ସ୍ଥାନରୁ ୧୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଆଳତୁମା ଗାଁର ଯୁଗଳ କିଶୋର ସାହୁ!-->!-->!-->…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଜଣେ ମୃତ, ଦୁଇଜଣ ଆହତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଲେହି ଛକରେ ଆଜି ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି । ମୃତକ ଜଣଙ୍କପଡା ଗ୍ରାମର ଭ୍ରମର ସାହୁ (୫୫) ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ , ଭ୍ରମର ନିଜ ବାଇକ୍ ଯୋଗେ ଆସିଥିବା ବେଳେ!-->!-->!-->…
କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ସୂଚନା ମୁତାବକ ଏହି ଗାଁ ର ବରୁଣ କୁମାର ସର ନାମକ ବ୍ଯକ୍ତିଙ୍କ ଦ୍ବାରା ସ୍ଥାପିତ ପାଉଁଶ ଇଟା ଫାକ୍ଟୋରି ଏବେ ସ୍ଥାନୀୟ ଲୋକଙ୍କ!-->!-->!-->…
ପୋଖରିରେ ବୁଡ଼ି ଯୁବକ ମୃତ !
ପୋଖରିରେ ବୁଡି ଆଜି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ। ଗତକାଲି ସନ୍ଧ୍ୟାଠାରୁ ସାମଲ ଘରୁ ଆସି ଆଉ ଫେରିନଥିଲେ। ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରିରୁ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।
!-->!-->!-->…
ଖସୁଛି ପାରଦ ଥରୁଛି ଢେଙ୍କାନାଳ !
ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ଅତ୍ୟଧିକ ଶୀତ ଲହରୀର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଜି ଢେଙ୍କାନାଳ ସମେତ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି!-->!-->!-->!-->!-->…
ରାଜୁଆ ପାଟଣା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନକରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସରକାରୀ ସ୍କୁଲକୁ ବନ୍ଦ ନକରିବା ପାଇଁ ସମାଜ ସେବୀ ପଙ୍କଜ ନାୟକ, ରମେଶ ରାଜ ଏବଂ ସ୍ଥାନୀୟ ସରପଞ୍ଚ କାମାକ୍ଷା ବରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଏକ!-->…
ବଢ଼ିଲା କପିଳାସ ଚିଡ଼ିଆଖାନା ପ୍ରବେଶ ଦେୟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ କପିଳାସ ପାଦ ଦେଶରେ ଥିବା କପିଳାସ ଚିଡ଼ିଆ ଖାନାର ପ୍ରବେଶ ଦେୟକୁ ୨୦ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ଏହି ଚିଡ଼ିଆଖାନାକୁ ନୂତନ ଭାବରେ ଆସିଥିବା ହାତୀ!-->!-->!-->…
ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା ; ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଆଜି ଜଣେ ସାଇକେଲ ଆରୋହୀ ଙ୍କ ମୃତ ଘଟିଛି । ମୃତକ ଜଣଙ୍କ ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା ବୋଲି ଜଣାପଡିଛି ।
ଆଜି ସକାଳ ସମୟରେ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ!-->!-->!-->…
ଯୌତୁକ ନିର୍ଯ୍ୟାତନା ଅଭିଯୋଗ;ସ୍ୱାମି ନାମରେ କୋର୍ଟ ରେ ମାମଲା
ଯୌତୁକ ନିର୍ଯ୍ୟାତନା ଅଭିଯୋଗ ରେ ପତ୍ନୀ ନିଜର ସ୍ୱାମି ଓ ଶାଶୁ /ଶଶୁର ଙ୍କର ନାମରେଗନ୍ଦିଆ କୋର୍ଟ ରେ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନାର ନିହଲପ୍ରସାଦ ଗ୍ରାମର ଅଇଁଠୁ ସେଠୀ ଙ୍କର ପୁଅ ଦିପୁନା ସେଠୀ (୩୦) କୁ ଭୁବନ ଥାନାର ବାରୂଂହା b(କ )ଗ୍ରାମର ଅଲେଖ ସେଠୀ!-->…
ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ନିଧି ସଂଗ୍ରହ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ଆଜି ନିଧି ସଂଗ୍ରହ କରାଯାଇଛି । ଏହି ଅଭିଯାନ ଗୁଣଦେଇ ଗ୍ରାମ ସଭାପତି ଶ୍ରୀ ଧନେଶ୍ୱର ଦେହୁରୀ, ସମାଜ ସେବୀ ଶ୍ରୀ ଅରୁଣ କୁମାର ସାହୁ,ବିକାଶ ଦେହୁରୀ, ମାଧବାନନ୍ଦ ଦେହୁରୀ,ଆର୍ତ୍ତତ୍ରାଣ ଦେହୁରୀ!-->…