Browsing Category
ଢେଙ୍କାନାଳ ଖବର
ରାଜ୍ୟସ୍ତରୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ "ସୁବାଷ ମେମୋରିଆଲ " କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ଆଠଟି ଦଳ ଭାଗ ନେଇଥିଲେ।
ଆଜିର ମ୍ୟାଚରେ ରାଇଜିଙ୍ଗ!-->!-->!-->!-->!-->…
ହାତୀ ଆକ୍ରମଣ ରେ ଜଣେ ଗୁରୁତ୍ତର ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଗୋବିନ୍ଦପୁର ଗୋଡିସାହିରେ ଗତକାଲି ବିଳମ୍ବିତ ରାତିର ହାତୀ ଆକ୍ରମ ଜଣେ ଗୁରୁତ୍ତର ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨.୩୦ ଘଟିକା ସମୟରେ ସ୍କୁଲ ବାରଣ୍ଡାରେ ସେହି ଗ୍ରାମ ଗୋଡିସାହିର ଜଣେ ଯୁବକ ଶୋଇଥିବା ବେଳେ ଏକ ଦନ୍ତା ତାଙ୍କୁ!-->!-->!-->!-->!-->…
୩୦୧ ଜଣ ଥାନା ଅଧିକାରୀ ଙ୍କୁ ମିଳିଲା ପଦୋନ୍ନତି
ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହେଲା ପଦୋନ୍ନତି ନୋଟିସ । ୩୦୧ ଜଣ ଥାନା ଅଧିକାରୀ ଙ୍କୁ ଡିଏସପି ଭାବେ ମିଳିଲା ପଦୋନ୍ନତି ।
ଗୃହ ବିଭାଗ ପକ୍ଷରୁ ବିଭିନ୍ନ ଥାନା ଅଧିକାରୀ ଙ୍କୁ ଡିଏସପି ପଦୋନ୍ନତି ନୋଟିସ ଜାରି କରାଯାଇଥିଲା । ଯେଉଁଥିରେ କାମାକ୍ଷାନଗର ଆଇଆଇସି ଙ୍କ!-->!-->!-->!-->!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି
ଢେଙ୍କାନାଳ ବାଜିଚୌକ ସ୍ଥିତ ବାପୁଜୀ ସ୍କୁଲ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଫୋରମର ଉପସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀଵୀ ଦୀପକ ପ୍ରସାଦ ପଟ୍ଟନାୟକ!-->…
ସହିଦ ବାଜିରାଉତ ଙ୍କ ଗ୍ରାମ ହେବ ଦ୍ବିତୀୟ ସାବରମତି !
ପୃଥିବୀର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ ଙ୍କର ଜନ୍ମ ମାଟିକୁ ୨ ସାବରମତୀ ଭାବେ ଗଢିତୋଳାଯିବ ବୋଲି ଓଡିଶା ଭାଷା ସାହିତ୍ଯ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କହିଥିଲେ।
ପ୍ରଥମେ ବାଜି ରାଉତ ସ୍ମୃତି ପରିଷଦ ଭୁବନ ପ୍ରସାଶନ ପକ୍ଷରୁ ଶ୍ରୀ!-->!-->!-->…
ଆଇ.ଆଇ.ଏମ୍.ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ , ଉନ୍ମୋଚିତ ହେଲା ପ୍ରଥମ ଲ୍ୟାବ୍ ଜର୍ଣ୍ଣାଲ୍
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ୍.ସି) ଢେଙ୍କାନାଳରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍ ଜର୍ଣ୍ଣାଲ୍ ଉନ୍ମୋଚିତ ହୋଇଯାଇଛି ।
ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ।ଏହି ଅଭ୍ୟାସ ପ୍ରକାଶନ!-->!-->!-->!-->!-->…
ଶେଷ ହେଲା ଜୀବନ ଯାତ୍ରା , ଦୁର୍ଘଟଣା ରେ ମା ଓ ପୁଅ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ବସୁଲେଇ ନିକଟରେ ଦୁର୍ଘଟଣା । ଦୁର୍ଘଟଣା ରେ ଜୀବନ ହାରିଲେ ଉଭୟେ ମା ଓ ପୁଅ ।
ସୂଚନା ଅନୁଯାୟୀ ବସୁଲେଇ ଗାଁର କଳାବତୀ ନାୟକ ଓ ତାଙ୍କ ପୁଅ ମୁନା ନାୟକ ବାଇକ ଯୋଗେ ନିଜ ଘରୁ ସରାଙ୍ଗ କୁ ଯାଉଥିବା ବେଳେ ବୋଲେରୋଟି!-->!-->!-->!-->!-->…
ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ
ଓଡାପଡ଼ା ବ୍ଲକ ବଣିଆ ପଡ଼ାରେ ଉଦଘାଟିତ ହୋଇଯାଇଛି ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
ପ୍ରଥମ ଦିନରେ କାରନ୍ଦା ସହ ତାଳଚେର ମଧ୍ୟରେ ମ୍ୟାଚ ହୋଇଥିବା ବେଳେ କାରନ୍ଦା ନିର୍ଧାରିତ ୧୨ ଓଭରରେ ୧୦୬ ରନ କରିଥିବା ବେଳେ ତାଳଚେର ୧୨ ଓଭରରେ ୫୨ ରନ ରେ ୮ ଟି ଉଇକେଟ ରେ ପରାଜିତ ହୋଇଥିଲେ!-->!-->!-->!-->!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି ସ୍ବଗୃହୀ ଚତୁର୍ଥଚନ୍ଦ୍ର ଯୋଗୁଁ ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦିଛା ପାଇ ସବୁ ଦୁଃଖ ଭୁଲିଯିବେ। ଅର୍ଥ ପାଇବେ, କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।!-->!-->!-->…
ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟ ; ଥାନାରେ ଅଭିଯୋଗ କଲେ ସ୍ତ୍ରୀ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ସମ୍ପତ୍ତିଆ ମହାରଣାଙ୍କ ପୁଅ ଫଗୁଆ ମହାରଣା ( ୪୬ ) । ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗୋତମରାସ୍ଥିତ ନିରୋଦ ବିଶ୍ବାଳଙ୍କ ଓ୍ବେଲଡିଙ୍ଗ ଓ୍ବାର୍କସପରେ କାମ କରିଆସୁଥିଲା ଦୀର୍ଘ ୪ ବର୍ଷ ହେଲା କାମ କରି ଆସୁଥିଲେ।!-->…