Browsing Category
ଢେଙ୍କାନାଳ ଖବର
ବନବିଭାଗ ତରଫରୁ ସଚେତନତା ରଥ ପରିକ୍ରମା
ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆଜି କାମାକ୍ଷାନଗର ବନଖଣ୍ଡ ରେ ଜନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନବିଭାଗ ବଙ୍ଗଳା ଠାରୁ ଏହି ସଚେତନତା ରଥ ବାହାରି କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ର ସମସ୍ତ ବନ ସୁରକ୍ଷା ସମିତି!-->…
ପିଲା ଚୋର ସନ୍ଦେହରେ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ଗ୍ରାମ ନିକଟରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ ଏ ସ୍ଥାନୀୟ ସଦର ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା!-->!-->!-->…
ବାରହା ଆକ୍ରମଣ ର ଶିକାର ହେଲେ ଯୁବକ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ନିମିଧା ଗ୍ରାମର ସେନେଇ ସିଂହ ଙ୍କ ପୁଅ ସୁଧୀର କୁମାର ସିଂହ (୩୫) ଆଜି ଦିନ ପ୍ରାୟ ୯.୩୦ ସମୟରେ ଜଙ୍ଗଲୀ ବାରହା ଆକ୍ରମଣ ର ଶିକାର ହୋଇଛନ୍ତି ।
ତାଙ୍କୁ ଆହତ ଅବସ୍ଥାରେ ମେରାମୁଣ୍ଡଳୀ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ପରେପରେ ତାଙ୍କୁ କଟକ!-->!-->!-->…
ଢେଙ୍କାନାଳ ଜିଲ୍ଲାର ଏ-୧ ଗ୍ରେଡ଼ ମେଧାବୀ ଛାତ୍ର ଛାତ୍ରୀ ସାଧାରଣ ତନ୍ତ୍ର ଦିବସରେ ଜିଲ୍ଳାପାଳଙ୍କ ଦ୍ଵାରା…
ସ୍ଥାନୀୟ ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ କୋଭିଡ -୧୯ ନିୟମ ଅନୁପାଳନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ!-->…
କମ୍ପାନୀ ଆଗରେ ଧାରଣାରେ ବସିଲେ ୬ଟି ପଞ୍ଚାୟତ ର ବାସିନ୍ଦା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି!-->…
ମୋବାଇଲ ଦେଲେନି ବୋଲି ଘର ଛାଡ଼ି ଦେଲେ !
ଆଜିର ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ୍ ଏକ ଜରୁରୀ ବସ୍ତୁ ପାଲଟିଛି । ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍ର ଆବଶ୍ୟକତା ନିହାତି ପଡ଼ୁଛି । ତେବେ କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍ ହୋଇପଡ଼ୁଥିବା ଦେଖିବାକୁ ମିଳିଛି ।
ଛୁଆ ଛୋଟ ଥିବାରୁ ତାଙ୍କ ଠାରୁ!-->!-->!-->…
ଆଇଆଇଏମ୍ସିରେ ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍ ଉନ୍ମୋଚିତ
ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ୍.ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ,!-->…
ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି କୁ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇବାକୁ ମୋ ସ୍କୁଲ ଅଭିଯାନ କୁ ଦାନ
ଚଳିତ ଶିକ୍ଷା ବର୍ଷରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଗତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ପାସ୍ ହାର ରଖୁଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି ଏକଲକ୍ଷ ଟଙ୍କା ପରିଷ୍କୃତ ହୋଇଥିଲା।
ଉକ୍ତ ରାଶିକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଭିତ୍ତିଭୂମିକୁ!-->!-->!-->…
ଢେଙ୍କାନାଳର ଆପ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । କର୍ମୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ବରିଷ୍ଠ!-->…
ଶିଳ୍ପାୟନକୁ ତ୍ୱରାନ୍ବିତ କରି ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦାବି
ଢେଙ୍କାନାଳ ବିକାଶ ପରିଷଦର ଆବାହକ ଶ୍ରୀ ରାଜା ନାରାୟଣ ତ୍ରୀପାଠୀଙ୍କ ପ୍ରେସ ଇସ୍ତିହାରରେ ଢେଙ୍କାନାଳର ବିକାଶ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ବୃହତ୍ତ ଶିଳ୍ପକୁ ଗତିଶୀଳ ଓ କ୍ରିୟାଶୀଳ କରାଇ ନିଯୁକ୍ତି ସୃଷ୍ଟି କରିବା। ଏଥି ମଧ୍ୟରେ ୧୬୦୦୦!-->!-->!-->…