Browsing Category
ଢେଙ୍କାନାଳ ଖବର
ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ । ମୃତକ ଜଣଙ୍କ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି ।
ସୂଚନା ଅନୁଯାୟୀ ଲକ୍ଷ୍ମଣ ମହାନ୍ତି ଧଉରାମରା ଗ୍ରାମରେ ତାଙ୍କ ଝିଅ ଘରକୁ ଆସିଥିଲେ । ତାଙ୍କୁ ପରିଶ୍ରା ଲାଗିବାରୁ ଆଜି!-->!-->!-->!-->!-->…
ଫେସବୁକ୍ ଲାଇଭରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ !
ଫେସ୍ବୁକ୍ରେ ଲାଇଭ୍ ସୁଇସାଇଡ୍ କଲେ ଯୁବକ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଭାଉଜଙ୍କୁ ଦୋଷ ଦେଲେ ଯୁବକ, ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଯୋଗ୍ୟ କି ,!-->!-->!-->!-->!-->…
ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ
କୋଭିଡର ନିୟମାବଳୀ କୁ ଆଖି ଆଗରେ ରଖି ଆଜି ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ ହେଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ!-->!-->!-->…
ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ହିନ୍ଦୋଳ ବେଡାପଡା ଠାରେ ମା ଅଧ୍ୟାରୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ୧୧ତମ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ୮ଟି ଦଳ। ଆଜି ଉଦଘାଟନ ମ୍ୟାଚ୍ ରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ବନାମ ୟୁଥ!-->!-->!-->…
ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ ର ପ୍ରଦୂଷଣରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ!-->!-->!-->…
ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ
ଢେଙ୍କାନାଳ ସହର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ।
ସୂଚନା ଅନୁଯାୟୀ ଆଜି ସକାଳେ କଳିଙ୍ଗ ଝୋଟ କାରଖାନା ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର!-->!-->!-->!-->!-->…
ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଦୀପକ ଗୋଛାୟତ
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଅଞ୍ଚଳର ଯୁବନେତା ସମାଜ ସେବୀ ଦୀପକ କୁମାର ଗୋଛାୟତଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।
ଦୀପକଙ୍କୁ ଏହି!-->!-->!-->!-->!-->…
ଅଧାରେ ରହିଗଲା ଘର ବାହୁଡା, ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଅଧାରେ ରହିଗଲା ଘର ବାହୁଡା ଅଜଣା ଗାଡି ଧକ୍କା ରେ ପ୍ରାଣ ହାରିଲେ ଯୁବକ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ଛକ ନିକଟରେ ।
୨ ଜଣ ଯୁବକ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ!-->!-->!-->!-->!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପରାକ୍ରମ ଦିବସ ପାଳନ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ସ୍ଥାନୀୟ ନେତାଜୀ ପାର୍କ ଠାରେ ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ!-->!-->!-->…
ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ !
ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ ! କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଗ୍ରାମରେ ।
ଜଣେ ଟ୍ରକ ଭ୍ରାଇଭର ଟ୍ରକ ରୁ ୫ଟି ଚକ ଚୋରିକରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।
!-->!-->!-->!-->!-->!-->!-->…