Browsing Category
ଢେଙ୍କାନାଳ ଖବର
ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ର ଏ ଦୃଶ୍ୟ । ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଛି ୧୧ କେଭି ବିଜୁଳି ତାର।
ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ରହିଛି । ବଡ଼ ଗାଡ଼ି ଟିଏ ଗାଁ ଭିତରକୁ ପ୍ରବେଶ କରିବା!-->!-->!-->!-->!-->…
ରାମେଶ୍ୱରପୁର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳରୁ ୧୦,୪୪୦ ଗ୍ରାମ ବ୍ରାଉନ ସୁଗାର ସହ, ୨ ଲକ୍ଷ ୯୩ ହଜାର ଟଙ୍କା ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।
ଧଳା ଜହର କବଜାରେ ଢେଙ୍କାନାଳ ସହର ଟାର୍ଗେଟ ରେ ଯୁବ ପିଢ଼ି । ପଇସା ଅଭାବରୁ ବଢୁଛି ଲୁଟ୍ ଡକାୟତି ସବୁରି ପଛରେ!-->!-->!-->!-->!-->…
ହିନ୍ଦୋଳ ତହସିଲ ର ଅଚାନକ ଚଢ଼ାଉ
ଖଣିଖାଦାନ ଭରା ହିନ୍ଦୋଳ ଉପଖଣ୍ଡରେ ବହୁତ ଖଣି ମାଫିଆ ସକ୍ରିୟ ଥିବା କାହାକୁ ଅଗୋଚର ନୁହେଁ। ଅନେକ ମାଫିଆଙ୍କ ଯୋଗୁଁ ସରକାର ରାଜସ୍ବ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ଅନୁଷ୍ଠାନ ହେଉ ନାହିଁ। ଯେଉଁ କାରଣ ପାଇଁ ମାଫିଆଙ୍କ ରାଜୁତି ଚରମ ସୀମାରେ!-->…
ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ; ଜଳିଗଲା ତିନି ବଖରା ଘର !
ଗତକାଲି ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ତିନି ବଖରା ଘର । ଏହା ସହ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚ ଟି ଗୋରୁ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛନ୍ତି l
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତ କାଲି ବିଳମ୍ବିତ!-->!-->!-->…
ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ , ଜଣେ ଗୁରୁତର
ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ କୁଟୁରିଆ ଛକରେ ହାଇୱ। ସହ ଏକ ସ୍କୁଟି ର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର ।
ମୃତକ ହେଲେ ମହବିରୋଡ ଗ୍ରାମର କମଳ ଲୋଚନ ହାତୀ ଓ ଗୁରୁତର ହେଲେ ମୂରଲୀଧର ସାହୁ ।
ସୂଚନା ଅନୁଯାୟୀ , ମହାବିରୋଡ଼ କଲେଜ ର ଦୁଇ କର୍ମଚାରୀଅପର!-->!-->!-->!-->!-->…
ହାତୀ ଉପଦ୍ରବ ; ଭାଙ୍ଗୁଛି ଘର-ନଷ୍ଟ କରୁଛି ଫସଲ, ଚିନ୍ତାର ଅଞ୍ଚଳବାସୀ
ହାତୀ ଉପଦ୍ରବରେ ଭାଙ୍ଗୁଛି ଘର , ଉଜୁଡୁଛି ଫସଲ ନଷ୍ଟ ହେଉଛି ଧନ ଜୀଵନ । ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳୁଛି ହାତୀର ଅପଦ୍ରବ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସୁରକ୍ଷା ଦେବାରେ ବନବିଭାଗ ବିଫଳ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି ।
ଖବର!-->!-->!-->…
ରାସ୍ତା ପାର ହେଉଥିବା ସମୟରେ ବୃଦ୍ଧା ଙ୍କୁ ଧକ୍କା ଦେଲା ଟ୍ରକ , ଅକାଳରେ ଚାଲିଗଲା ଜୀଵନ
ଏପଟେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଢେ଼ଙ୍କାନାଳର ସହରର ଟ୍ରକ ଧକ୍କାରେ ଆଜି ଜଣେ ବୃଦ୍ଧାଙ୍କର ଜୀବନ ଚାଲିଯାଇଛି ।
ଢେ଼ଙ୍କାନାଳ ଟାଉନ ଥାନା ବାଜିଚଉକ ଓଭର ବ୍ରିଜ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଜିଚଉକର ର ତାରା ରାଉତ(୮୦) ବୋଲି!-->!-->!-->…
ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନାବାଳକ ଗୁରୁତର !
କାମାକ୍ଷାନଗର ଏନଏସି ର ଅନନ୍ତପୁର ସାହି ରେ ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ସେହି ସାହି ର ପ୍ରଦୀପ୍ତ ବିଶ୍ୱାଳ ଙ୍କ ପୁଅ ବୈକୁଣ୍ଠ ବିଶ୍ୱାଳ (୧୪) । ସୂଚନା ଅନୁସାରେ ବୈକୁଣ୍ଠ ଆଜି ନିଜ ଦୁଇମହଲା ଘର ଉପରେ ଚଢି ପାଣି!-->…
ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଢେ଼ଙ୍କାନାଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ…
ଢେ଼ଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଭୁବନ ପୋଲିସ, ଘରୋଇ ମୋଟର ଚାଳକ ସଙ୍ଘ, ତୃପ୍ତି ପାଠାଗାର ପକ୍ଷରୁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା । ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଲିଫଲେଟ ବାଣ୍ଟି!-->…
ମଠକରଗୋଳା ମହାବିଦ୍ୟାଳୟ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ଭୁବନ ମଠକରଗୋଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ଆୟୋଜନରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ସଭାପତିତ୍ବରେ ଛାତ୍ରଛାତ୍ରୀ ମାନେ ଉଚ୍ଚ ଆଶାରଖି!-->!-->!-->!-->!-->…