Browsing Category
ଢେଙ୍କାନାଳ ଖବର
ମା ଖପରମଲ୍ଲୀ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତଣ୍ଟିଚିରା କ୍ରିକେଟ ଟିମ୍ ଚାମ୍ପିଅନ
ହିନ୍ଦୋଳ ଉପଖଣ୍ଡ ସଦର ମା ଖପରମଲ୍ଲୀ ଦଶହରା ପଡ଼ିଆରେ ୭ମ ମା ଖପରମଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ହିନ୍ଦୋଳ ରାଧାନାଥପୁର ଓ ତଣ୍ଟିଚିରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତନ୍ତିଚିରା ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା ।
!-->!-->!-->!-->!-->…
ହରିଣ ଛାଲ , ବଜ୍ରକାପ୍ତା କାତି ଜବତ ; ୪ ଗିରଫ୍
ବନ ବିଭାଗର ଚଢ଼ାଉ, ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ କରିବା ସହ ଏଥିସହ ୪ ଶିକାରୀଙ୍କୁ ଗିରଫ କରିଛି ଵନ ବିଭାଗ
ବିଶେଷ ସୁତ୍ରରୁ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ!-->!-->!-->…
ଟ୍ରକ୍ ସହ ପିଟି ହେଲା ବାଇକ ; ବାପା ମୃତ ,ଝିଅ ଗୁରୁତର !
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଣପସି ଗ୍ରାମ ନିକଟର ଟ୍ରକ ବାଇକ ଦୁର୍ଘଟଣା । ଘଟଣା ସ୍ଥକରେ ବାରକ ଆରୋହୀ ମୃତ ଝିଅ ଗୁରୁତର । ମୃତକ ହେଲେ ପରଜଙ୍ଗ ଚନ୍ଦପୁର ଗ୍ରାମର ନବକକିଶୋର ।
ସୂଚନାଯୋଗ୍ୟ କି , ନବକକିଶୋର ପାଣୀ ବାଇକ୍ ଯୋଗ ଝିଅକୁ ନେଇ ଗ୍ରାମକୁ ଫେରୁଥିବା ବେଳେ ରଣପସି ଗ୍ରାମ!-->!-->!-->…
ସଦର ରେଞ୍ଜ୍ ଗହମଖୁଣ୍ଟି ଗ୍ରାମରେ ହାତୀ ଆକ୍ରମଣ, ଜୀବନ ହାରିଲେ ଚାଷୀ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଭଗବାନପୁର ବିଟ୍ ଅନ୍ତର୍ଗତ ଗହମଖୁଣ୍ଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଚାଷୀ ହାତୀ ଆକ୍ରମଣର ଶିକାର ହୋଇଛନ୍ତି, ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଗହମଖୁଣ୍ଟି!-->!-->!-->…
ନାବାଳିକା ଅପହରଣ ମାମଲାରେ ନୀରବଦ୍ରଷ୍ଟା ସାଜିଛି ପୋଲିସ! ଏପରି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା !
ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତ କଟରାପଡା ରଗୁଡି ସାହିର ଅମୂଲ୍ୟ ନାଏକ ଓ ମଞ୍ଜୁ ନାଏକଙ୍କ ୧୩ ବର୍ଷୀୟା ନାବାଳିକା ଝିଅକୁ କନ୍ଦରସିଙ୍ଗା(ମଝିକା) ର ବସନ୍ତ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଅପହରଣ କରି ନେଇଥିଲା। ମଞ୍ଜୁ ଏ ସମ୍ପର୍କରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ!-->…
ଭିଜିଲାନ୍ସ ସ୍କାନରରେ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର
ପଥର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଜଣେ ପଥର ବ୍ୟବସାୟୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ!-->!-->!-->!-->!-->…
ଗଞ୍ଜରା ଗ୍ରାମରେ ଅଘଟଣ, ଦନ୍ତା ଆକ୍ରମଣରେ ନିରଞ୍ଜନ ସାହୁଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷର ଲଢେଇ ଉପର ମୁହାଁ । କେତେବଳେ କ୍ଷେତ ନଷ୍ଟ ତ କେତେବେଳେ ଜୀବନ । ବିଗତ କିଛି ଦିନ ହେବ ଶସ୍ୟ ଖାଇଵାକୁ ଯାଇ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରଵ ଦେଖା ଦେଇଛି । ତେଣୁ ବିଭିନ୍ନ ସମ୍ୱୟରେ କିଛି ନା କିଛି ଅଘଟଣ ଘଟି ଚାଲିଛି ।
ଏଭଳି ଏକ ଅଘଟଣ ଘଟିଛି!-->!-->!-->!-->!-->…
କୋହଳ ହେଲା କଟକଣା, ୨୧ରୁ ମନ୍ଦିର ଦର୍ଶନ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ
ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ମନ୍ଦିର ଚଳିତ ମାସ ୨୧ ତାରିଖ ଠାରୁ ଖୋଲା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ମନ୍ଦିରରେ ଦିଅଁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ବାଧ୍ୟ ହୋଇଥିଲା ।
!-->!-->…
କିନ୍ନର ମାନଙ୍କୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଆଜି ଜିଲ୍ଲାଜଜ୍ ତଥା ଆଇନ୍ ସେବା ପ୍ରଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀ ଙ୍କ ନିର୍ଦ୍ଦେଶ କ୍ରମେ ଏ.ଆଈ.ଆର.ଏ,(ଏନଜିଓ) ବୋରାପଦା ଢେଙ୍କାନାଳ ଠାରେ କିନ୍ନର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ୫୦ଜଣ କିନ୍ନର ଯୋଗଦେଇ ଥିଲେ। ଏହି ଶିବିରରେ!-->!-->!-->…
ତର୍କାବେଡା ଗ୍ରାମବାସୀଙ୍କ ଅନଶନ ଜାରି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଗ୍ରାମରେ ଏକ ଘରୋଇ କମ୍ପାନୀ ନିର୍ମାଣକାର୍ଯ୍ୟ ଚାଲିଛି । କିନ୍ତୁ ତର୍କାବେଡା ଗ୍ରାମରୁ ବାହାରି ଥିବା ମାଟି ରାସ୍ତାଟି କମ୍ପାନୀ ମଧ୍ୟରେ ରହୁଥିବା ରୁ ଗ୍ରାମବାସୀ ଙ୍କୁ ଯାତାୟାତ ପାଇଁ ଅସୁବିଧା ହେଉଛି!-->…