News
lipub
samparksetu
Browsing Category

ଢେଙ୍କାନାଳ ଖବର

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ଭାଗିରଥିପୁର ଠାରେ ରକ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମେ ଉଦଘାଟନ କରି କହିଥିଲେ କି "ରକ୍ତଦାନ ଜୀବନ

୩ ଦିନ ହେବ ଥିଲେ ନିଖୋଜ ; ଅଣ୍ଡରପାସିଂ ଖାଲରୁ ମିଳିଲା ମୃତଦେହ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ଓଡ଼ପଡା କଲେଜ ଛକ ନିକଟରୁ ଆଜି ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ନୂଆବାଙ୍ଗୁରିସିଂହ ଗ୍ରାମର ଚୁଇଁଆ ବେହେରା (୭୮) ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି , ଚୁଇଁଆ ୩ଦିନ ହେବ ଘରୁ ନିଖୋଜ ଥିଲେ ଏ

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଛୁରା ଦେଖାଇ ଲୁଟ !

ଢେଙ୍କାନାଳ ଜିଲ୍ଲାରେ ବଢିଚାଲିଛି ଅପରାଧୀଙ୍କ ରାଜ୍ । କେଉଁଠି ଏଟିଏମ ଲୁଟ୍ ତ କେଉଁଠି ଡକାୟତି । ତେବେ ସ୍ପଷ୍ଟ ଦିବାଲୋକ ରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି ଲୁଟେରା । ତେବେ ଏଭଳି ଏକ ଘଟଣା ଘଟିଛି କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା

ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ଜାତୀୟ ସଡ଼କ ସୁରକ୍ଷା ମାସ

ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ନୁହଁ, ପାଳନ ହେବ ସଡ଼କ ସୁରକ୍ଷା ମାସ । ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ସେହିପରି ହେଲମେଟ ପିନ୍ଧିନଥିବା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଇଛନ୍ତି । ବଢୁଥିବା

“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବ୍ରାହ୍ମଣୀ ନଦୀକୂଳ ସଫେଇ

ଆଜି "ଯୁବଶକ୍ତି" ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ

ପ୍ରଜାପିତ ବ୍ରହ୍ମ।କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚଷାପଡ଼ା ଉପସେବାକେନ୍ଦ୍ରର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲା ଷ୍ଟିଲପ୍ଲାଣ୍ଟର ରିଟାଏଡ଼ ଡେପୁଟି ଡାଇରେକ୍ଟର ବ୍ରଜଯଶୋର ସାହୁ । ଢେଙ୍କାନାଳ ଶାଖାର ମୁଖ୍ୟ

ଗ୍ୟାସଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ , ସ୍ୱାମୀ ଗୁରୁତ୍ତର !

ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ମହିଳାଙ୍କ ମୃତ୍ୟୁ, ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତ୍ତର । ଏଭଳି ଅଘଟଣ ଘଟିଚି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଉପର ନୁଆ ସାହିରେ । ସୂଚନା ଅନୁଗତକାଲି ଇନ୍ଦିପୁର ଗ୍ରାମର ଶୈଳବାଳା ପାତ୍ର ରୋଷେଇ କରୁଥିବା ସମୟରେ

ଅଗ୍ନିକାଣ୍ଡ ରେ ଚାଳ ଘର ସହ ଜଳିଗଲା ଶହେ ବସ୍ତା ଧାନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଚାଳ ଘର ସହ ଶହେ ବସ୍ତା ଧାନ ଜଳି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ କି , ଉକ୍ତ ଗ୍ରାମର କୃପାସିନ୍ଧୁ ସାହୁ ଙ୍କ ଚାଳ ଘରେ ଆଜି ସକାଳ ୧୦.୩୦ ମିନିଟ ରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏହି

ଭୂମିହୀନ ମାନଙ୍କୁ ଘରଡିହ ପଟ୍ଟା ପାଇଁ ଦାବି ; ତହସିଲଦାର ଙ୍କୁ ଘେରିଲେ

ରାଜ୍ୟ ସରକାର ଜାଗା ମିଶନ ସମ୍ପର୍କରେ ଡିମଡିମ୍ ପିଟୁଥିବା ବେଳେ ଆଜି ସଦର ବ୍ଲକ ଅତିରିକ୍ତ ତହସିଲଦାର ଙ୍କୁ ଘେରିଥିଲେ ସଦର ବ୍ଲକ ଧୀରପାଟଣା ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଓ ସରଧାପୁରର ଭୂମିହୀନ ମହିଳା ମାନେ । ସେହି ଜାଗାରେ ଗତ ୭୦ ବର୍ଷ ପୂର୍ବରୁ ଲୋକମାନେ ରହିଆସୁଥିବା ବେଳେ ସେମାନଙ୍କୁ

ସଦର ବ୍ଲକରେ ଚାଷୀଙ୍କୁ ମିଳୁନି ରବି ଫସଲ ବିହନ ,ଡାଲି ଜାତୀୟ ବିହନ ହଡପ ଅଭିଯୋଗ ରେ ଦାବିପତ୍ର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତରେ ଚାଷୀଙ୍କୁ ମିଳୁନାହିଁ ରବି ଫସଲ ବିହନ କିଟ୍ । ୨୫୦ ରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦ ଜଣ ଚାଷୀଙ୍କୁ କି ଟ୍ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ କେତୋଟି ଘରେ ଦଶ ରୁ ପନ୍ଦର ଟି ଲେଖାଏଁ କିଟ୍
error: Content is protected !!