Browsing Category
ଢେଙ୍କାନାଳ ଖବର
ରାସୋଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା
ରାସୋଳ ଥାନା ଅନ୍ତର୍ଗତ ରାସୋଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ବୋଲେରୋ, ବାଇକ୍ ଚାଳକ ଗୁରୁତ୍ତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ।
ଦୁର୍ଘଟଣା ଘଟାଇ ବୋଲେରୋ ଘଟଣା ସ୍ଥଳରୁ ଫେରାର ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂଚନା । ବାଇକ୍ ଚାଳକ ଜଣଙ୍କ!-->!-->!-->!-->!-->…
ନିମବାହାଳି ଛକ ଏଟିଏମ୍ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ !
ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅନ୍ତର୍ଗତ ନିମବାହାଳି ଛକ ଏଟିଏମ୍ ଚୋରି ଘଟଣାରେ ପୋଲିସ ମୁଖ୍ୟ ଅପରାଧୀକୁ ଗିରଫ କରିଛି ।
ଗତ ଡିସେମ୍ବର ୧୪ ତାରିଖ ରାତିରେ ନିମବାହାଳି ଛକ ନିକଟରେ ଥିବା ଏଟିଏମ୍ ଚୋରି ଘଟଣାରେ ପୋଲିସ ବାଲେଶ୍ୱରରୁ ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମରେ!-->!-->!-->…
ତୁମୁଁସିଙ୍ଗା ସମବାୟ ସମିତିରେ ଜାଲିଆତି ! ଜମି ଚୋରି ହେବା ଅଭିଯୋଗ ଆଣିଲେ ଚାଷୀ
ସବୁ ବର୍ଷ ପରି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ନିଜ ଜମି ପଟ୍ଟା ଆଧାରରେ ସମବାୟ ସମିତିରେ ନାମ ପଞ୍ଜିକରଣ କରନ୍ତି। ଜମି ଅନୁସାରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ରହିଛି। ଚଳିତ ବର୍ଷ ଧାନ ମଣ୍ଡିରେ ଦେବା ପାଇଁ କନ୍ତିଓ ପୁଟସାହିର କିଛି ଚାଷୀ ସମବାୟ!-->!-->!-->…
ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଅଘଟଣ, ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଅଘଟଣ ପୋଖରୀ ରେ ବୁଡି ଜଣେ ପ୍ରାଣ ହାରିଛନ୍ତି ୭୦ ବର୍ଷୀୟ ବୃଦ୍ଧ ।
ସୂଚନା ଅନୁଯାୟୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫ ନମ୍ବର ଓ୍ବାର୍ଡର ନରୋତ୍ତମ ଗୁରୁ ( ୭୦ ) ଗତକାଲି ଧାନ ଅମଳ କରି ପୋଖରୀ କୁ ଯାଇ ଆଉ ଫେରି ନଥିଲେ ।
ବହୁ!-->!-->!-->!-->!-->!-->!-->…
ଢେଙ୍କାନାଳରେ ପହଁଚିଛି କରୋନା ଟିକା ; ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ
ବହୁ ଅପେକ୍ଷା ର ଅନ୍ତ ଘଟିଛି । ଢେଙ୍କାନାଳରେ ପହଁଚିଛି କରୋନା ଟିକା । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ବୁଧବାର ସଂନ୍ଧ୍ୟାରେ ପ୍ରଥମ ଦଫା ରେ ଏକ ସ୍ୱତନ୍ତ୍ର ଭ୍ୟାକସିନ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ୫୦୦୦ କୋଭିସିଲ୍ଡ ଟିକା ଆସି ପହଁଚିଛି ।
ଏହାକୁ ଡାକ୍ତରଖାନାର!-->!-->!-->!-->!-->…
ରାତି ଅଧରେ ମହିଳା ଚା’ଦୋକାନୀ ଙ୍କୁ ଆକ୍ରମଣ , ଲୁଟିନେଲେ ଟଙ୍କା ଏବଂ ସୁନା ଗହଣା ; ଅପରାଧୀ ଙ୍କୁ ଗିରଫ୍ ନକରି…
ଗତ ୨୫ ଡିସେମ୍ବର ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଛକରେ ଜନୈକ ମହିଳା ଚା'ଦୋକାନୀ ତାଙ୍କ ପରିବାର ଉପରେ ସ୍ଥାନୀୟ ଅଂଚଳ ର କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କ ଘରର ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ଭଙ୍ଗାରୁଜା କରିି ନଗଦ ଟଙ୍କା, ସୁନା!-->…
ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ପାଳିତ
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥିଙ୍କ ଉପସ୍ଥିତରେ ଫୋରମର ସମସ୍ତ ସଦସ୍ୟ ମାନେ ଉତ୍ସବର ମୁଖ୍ୟ ଆକର୍ଷଣରେ ମକର ସଂକ୍ରାନ୍ତିର ପରମ୍ପରା ଅନୁଯାଇ ବିଭିନ୍ନ!-->…
ଗାନ୍ଧୀ ମାର୍ଗରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ଢେଙ୍କାନାଳ ଠାରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଢେଙ୍କାନାଳ ଗାନ୍ଧୀ ମାର୍ଗରେ ଥିବା ଫକିର ମୋହନ ସ୍ମୃତି ସଦନଠାରେ ଜିଲ୍ଲାପାଳ ଭୂମେଶଚନ୍ଦ୍ରକ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ!-->!-->!-->…
ନିର୍ମାଣଧୀନ ଓପିଟିସିଏଲ୍ ର ମେସିନ୍ ପୋଡି ଘଟଣାରେ ୩ ଗିରଫ
କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ଠାରେ ଗତ ଡିସେମ୍ବର ୧୮ତାରିଖରେ ନିର୍ମାଣଧୀନ ଓପିଟିସିଏଲ୍ ର ଟାଉନ୍ ସିପ ଗୃହ ନିର୍ମାଣ ପାଇଁ ଜମି ସମତାଳରେ ଆୟୋଜିତ ୬ ଟି ମେସିନ୍ ପୋଡି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
!-->!-->!-->…
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ୫୫ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ; ସୁରକ୍ଷା ର ପ୍ରତିଶ୍ରୁତି…
ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ବାରଂ ବାରଂ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଏହାକୁ ବିରୋଧ କରି ଆଜି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ ।
ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି!-->!-->!-->…