Browsing Category
ଢେଙ୍କାନାଳ ଖବର
ସଡ଼କ ଦୁର୍ଘଟଣା ରେ ଅଜା ମୃତ ନାତି ଗୁରୁତର !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କର୍ଣ୍ଣପୁର ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାରେ ଅଜାଙ୍କର ମୃତ୍ୟୁ ହୋଇଥିବାବେଳେ ନାତି ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ , ନୟାଗଡ଼ରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ!-->!-->!-->…
ଦେଶୀମଦ ସହ ଅଟୋ ଜବତ , ୮ ଗିରଫ୍
ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ସଦର ଏବଂ ଗଁଦିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୦୧ ଲିଟର ଦେଶୀମଦ ଜବତ କରାଯାଇ ୮ ଜଣଙ୍କୁ ଗିରଫ୍ କରାଯାଇଛି ।
ଏଥିସହ ଏକ ଅଟୋ କୁ ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ପକ୍ଷରୁ ଢେଙ୍କାନାଳ ସଦର!-->!-->!-->…
ବାଲିଯୋରନ୍ଦା ଗ୍ରାମରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ପାଳିତ
ଗାଁଦିଅl ବ୍ଲକ ରାଇତଳl ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମରେ ମା ଚଣ୍ଡୀ ଠାକୁରାଣୀଙ୍କ ପାଖରେ ବିଶ୍ୱ ଶାନ୍ତି ଯଜ୍ଞ ଓ ମକର ସଂକ୍ରାନ୍ତି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଗ୍ରାମବାସୀ ମାନେ ବଢିଚଢ଼ି ଭାଗ ନେଇଥିବା ବେଳେ ଗ୍ରାମର ଚଣ୍ଡୀ ଠାକୁରାଣୀ ଙ୍କ ପାଖରେ!-->…
ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ପ୍ରଶାନ୍ତ ବିଜେପି ପ୍ରାର୍ଥୀ
ଜିଲ୍ଲା ସଭାପତି ନରେଶ ମହାପାତ୍ର ସୁପାରିସ କରିଥିବା ପ୍ରଶାନ୍ତ ବିଶ୍ଵାଳଙ୍କ ନାମକୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ୩ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଆନ୍ଦା!-->…
ରୋଗୀ କଲ୍ୟାଣ ସମିତି ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା କମିଟି ବୈଠକ
ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡିଶା ସହାୟତାରେ ଗଁଦିଆ ବ୍ଲକ ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନ୍ୟୁ ଇଣ୍ଡିଆ ଢେଙ୍କାନାଳ ସୌଦନାରୁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀରାମଚନ୍ଦ୍ରପୁର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର!-->…
ବିଦ୍ୟୁତ ଖୁଣ୍ଟିରେ ବାଡେଇ ହୋଇ ବାଇକ୍ ଚାଳକ ଗୁରୁତର !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଶମ୍ଭୁମଠ ନିକଟରେ ଆଜି ସଂନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ଗଡ଼ପଳାଶୁଣି ଗ୍ରାମର ଦୁଷ୍ମନ୍ତ ନାଏକ ବୋଲି ସୂଚନା ।
ସୂଚନା ଅନୁଯାୟୀ ଆଜି ବ୍ୟକ୍ତି ଜଣଙ୍କ ବାଇକ୍ ଯୋଗେ!-->!-->!-->…
ଟ୍ରକ ଧକ୍କାରେ ନାବାଳକ ମୃତ !
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପଶ୍ଚିମେଶ୍ୱର ମନ୍ଦିର ନିକଟରେ ଗତକାଲି ଅଜଣା ଗାଡି ଧକ୍କା ରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତିଗିରିଆ ର ତୁଷାର ରଞ୍ଜନ ମଲ୍ଲିକ (୧୫) ।
ସୂଚନା ଅନୁଯାୟୀ ତୁଷାର ନିଜ ସାଇକେଲ ଯୋଗେ!-->!-->!-->…
ନନ୍ଦିନିଆ ଜଳ ପ୍ରପାତ କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ବିଧାୟିକା ଙ୍କୁ ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ.ସି ଗଡଜାତ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ନନ୍ଦିନିଆ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଓ ନନ୍ଦିନିଆ ଉନ୍ନତି କରଣ ପାଇଁ ବିଧାୟିକା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ହିନ୍ଦୋଳ ଖେଳ ପଡିଆର ଉନ୍ନତିକରଣ ,ଚିକିତ୍ସାଳୟ ର!-->!-->!-->…
ଜିଲ୍ଲାରେ ୮ଟି ବ୍ଳକରୁ ୧୫୩୫୪ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଫିସରୁ ଛାଡ ପାଇବେ
ଢେଙ୍କାନାଳ ଛାତ୍ର ସମାଜର ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା!-->…