Browsing Category
ଢେଙ୍କାନାଳ ଖବର
ଦୀର୍ଘ ବର୍ଷ ଧରି ଖତ ଖାଉଛି ଇଲେକ୍ଟ୍ରି ଟ୍ରାନ୍ସଫର୍ମର !
ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ।
ସ୍ଥାନୀୟ ଲୋକ ଶକ୍ତି!-->!-->!-->…
ସ୍କୁଲ ଆଗରେ ନାହିଁ ହମ୍ପ୍ସ କେବଳ ଅଛି ଫଳକ, ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ
ସ୍କୁଲ ଆଗରେ ନାହିଁ ହମ୍ପ୍ସ ହେଲେ ଅଛି ସୂଚନା ଫଳକ ଆଗରେ ଅଛି ହମ୍ପ୍ସ ସ୍କୁଲ ଏରିଆ ଗତି ନିର୍ଧାରିତ ନିୟମ ଅନୁଯାୟୀ ସୀମିତ କରନ୍ତୁ । ହେଲେ ସ୍କୁଲ ଏରିଆ ପାରିହୋଇ କିଲୋମିଟର ଗଲା ପରେ ମଧ୍ୟ ମିଳିଲା ନାହିଁ ହମ୍ପ୍ସ ।
ଏଭଳି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲା କପିଳାସ କୁ ଯିବା!-->!-->!-->…
ନିରାଡମ୍ବରରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା , ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ !
ପାର୍ବଣଋତୁରେ ପ୍ରତିବର୍ଷ ଉତ୍ସବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି।
ଦଶହରା ରେ ବଜାରଘାଟ ଖାଁ ଖାଁ ।ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ!-->!-->!-->…
ଜିଲ୍ଲା ରେ ପୁଣି ଥାନା ଅଧିକାରୀ ଙ୍କ ମନମାନି ; ନାବଳିକା ଅପହରଣ ଘଟଣ।ରେ ଚୁପ ପୋଲିସ୍ , ନ୍ୟାୟ ପାଇଁ ଏସପି ଙ୍କ…
ନାରୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ଖୋଦ୍ ସୁରକ୍ଷା ଦାୟିତ୍ବ ନିର୍ବାହ କରିବା ପାଇଁ ନିଯୁକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯେଉଁ କାରଣ ପାଇଁ ସରକାରଙ୍କ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ ହେଉଛି।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆ!-->!-->!-->…
ଅସ୍ବଭାବିକ ଭାବରେ ଫୁଲୁଛି ଶରୀର ର ବିଭିନ୍ନ ଅଂଶ ,ଯନ୍ତ୍ରଣ। ରେ ଛଟପଟ ସମା
ଦୁନିଆକୁ ଭଲରେ ଦେଖି ନାହିଁ ହେଲେ ଦଇବ ଏମିତି ଯନ୍ତ୍ରଣା ଦେଉଛି ଯେ ଦେଖିଲେ ଆଖିରୁ ଆପେ ଆପେ ଲୁହ ଝରି ପଡିବ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ!-->!-->!-->…
ସୋସିଆଲ ମିଡ଼ିଆ ଝଡ଼
ଆଜିକାଲିର ଦୁନିଆ ସୋସିଆଲ ମିଡ଼ିଆର ଦୁନିଆ ଏହା ମୁ ନୁହେଁ ଆମେ ସମସ୍ତେ କହୁଚେ । ତେବେ ମୁଦ୍ରାର ଦୁଇ ପାର୍ଶ୍ଵ ପରୀ ପ୍ରତିଟି ଜିନିଷର ସଦ ଓ ଅସଦ ଦୁଇଟି ବ୍ୟବହାର ରହିଛି ।
ସଦ ବ୍ୟବହାର ଯେପରିକି କୌଣସି ପର୍ଯ୍ୟଟନ ସ୍ଥଳୀ ର ସୂଚନା ମିଳିପାରିବା, କୌଣସି ସମସ୍ୟା ନେଇ କର୍ତ୍ତୃପକ୍ଷ ଙ୍କ!-->!-->!-->…
୫୦ ବର୍ଷ ହେଲା କଣ୍ଟାପାଳ ଗାଁ କୁ ନାହିଁ ରାସ୍ତା
କାମାକ୍ଷାନଗର ବ୍ଳକ୍ କଣ୍ଟାପାଳ ଗ୍ରାମପଞ୍ଚାୟତ କଣ୍ଟାପାଳ ଗ୍ରାମର ଶବରସାହି - ପାତୁଆବିଲ ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଗ୍ରାମବାସୀ ଙ୍କର ଯାତାୟତରେ ଅସୁବିଧା ହେଉଛି ।ଏହି ଗ୍ରାମରେ ପ୍ରାୟ ୭୫ ଟି ପରିବାର ବାସ କରୁଛନ୍ତି । କିନ୍ତୁ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ବଜେଲ!-->…
ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବି ; ନବୀନ ପଟ୍ଟନାୟକ
ନବୀନ @ ୭୫ ; ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଜଣେ ପ୍ରବୀଣ ଓ ଚତୁର!-->…
ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା କୁ ନେଇ ବିବାଦ
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ମକୁଆକାଟେଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା ନେଇ ନାଏବ ସରପଞ୍ଚ ପ୍ରତିବାଦ କରିବାରୁ ବିବାଦ ସୃଷ୍ଟି ହୋଇଛି।
ନାଏବ ସରପଞ୍ଚ ଙ୍କ ସୂଚନା ଅନୁଯାୟୀ , ସ୍ଥାନୀୟ ଅଞ୍ଚଳର ଶାସକ ଦଳର କିଛି କର୍ମୀ ପଞ୍ଚାୟତ ପରିସରରେ ଥିବା ଆମ୍ବ, ବେଲ!-->!-->!-->…
ମାନସିକ ରୋଗୀ ମାନଙ୍କ ପାଇଁ ନିୟୋଜିତ ଭ୍ରାମ୍ୟମାଣ ଗାଡି ଖତ ଖାଉଛି ; ସହରରେ ବୁଲୁଛନ୍ତି ପନ୍ଦରରୁ ଅଧିକ ମାନସିକ ବିକୃତ…
ଢେଙ୍କାନାଳ ସହରରେ ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି l ଗତକାଲି ରବିବାର ସନ୍ଧ୍ୟା ୮ ଟା ସମୟରେ ସମାଜସେବୀ ଶ୍ରୀ ପଙ୍କଜ ନାୟକ ଜଣେ ସାମାନ୍ୟ ମସ୍ତିଷ୍କ ବିକୃତ ମହିଳା ସ୍ଥାନୀୟ ଜବାହର ଚୌକ ଠାରେ ବସିଥିବାର ଦେଖି ତା ସମ୍ପର୍କ ରେ ପଚରାଉଚୁରା କରିଥିଲେ l
!-->!-->!-->…