News
lipub
samparksetu
Browsing Category

ଢେଙ୍କାନାଳ ଖବର

ପୋଖରୀରେ ବୁଡି ବୁଦ୍ଧା ଙ୍କ ମୃତ୍ୟୁ

ଗଁଦିଆ ବ୍ଲକ ବରଦା ଗ୍ରାମପଞ୍ଚାୟତ ର ଆଣ୍ଠୁକୁଡା କାଟେଣୀ ରେ ଶୋରିସିଆପଦା ଗ୍ରାମ ପଂଚାୟତ ମହ୍ଲାର କଲୋନୀ ର ଜିରା ପଧାନ( ୬୩) ଆଣ୍ଠୁକୁଡା କାଟେଣୀ ଗ୍ରାମ ରେ ଝିଅ ସୁମତି ପଧାନ ଘରେ ଏକ ମାସ ହେଲା ଆସି ରହୁଥିଲେ l ସୋମବାର ସନ୍ଧ୍ୟା ରେ ଝାଡା ଯାଉଛି କହି ଆଉ ଘରକୁ ଫେରି ନଥିଲେ l ଘର ଲୋକ

୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକଜୁଟ ହୋଇ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ

ଏନଏସି କ୍ୟାମ୍ପସ ରୁ ସଫେଇ କର୍ମଚାରୀ ଙ୍କ ଘର ଭାଙ୍ଗିଲା ପ୍ରଶାସନ , ହୃଦଘାତ ର ଶିକାର ହେଲେ ସଫେଇ କର୍ମଚାରୀ ଙ୍କ ପୁଅ

ଭୁବନ ଏନଏସି କ୍ୟାମ୍ପସ ମଧ୍ୟ ରେ ଘର କରି ରହିଥିବା ଜଣେ ଗରିବ ଙ୍କୁ ପ୍ରଶାସନ ପକ୍ଷରୁ ସୋମବାର ଦିନ ପୋଲିସ ଲଗାଇ ତଡି ଦିଆଯାଇଛି । ସୂଚନା ଅନୁଯାୟୀ , ଭୁବନ ଏନଏସି କ୍ୟାମ୍ପସ ମଧ୍ୟରେ ୧୯୭୭ ମସିହାରୁ ଚାଳ ଘର କରି ରହୁଥିବା ସଫେଇ କର୍ମଚାରୀ ପହଲି ଗୋଛାୟତ ଙ୍କ ପରିବାର ଙ୍କୁ ପ୍ରଶାସନ

ବରଯାତ୍ରୀ ଗାଡ଼ି ଓଲଟି ୩ ଆହତ

ବାହାଘର ବରଯାତ୍ରୀ ଭାବେ ଆଉ ମାତ୍ର ଏକ କିମି ଯାଇଥିଲେ ପହଂଚି ଥାନ୍ତେ ଝିଅ ଘରେ । କିନ୍ତୁ ଓଲଟି ଗଲା ଗାଡ଼ି । ସୂଚନା ଅନୁଯାୟୀ , କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଢା ଗ୍ରାମର ବରଯାତ୍ରୀ ଗାଡ଼ି ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମପଂଚାୟତ କଣପାଳ ବାଲିଘାଟ ନିକଟରେ ଭାରସାମ୍ୟ

ମାଟ୍ରିକ ବ୍ୟାଚ ଫିଷ୍ଟ ହେଲା କାଳ , ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ମାଟ୍ରିକ ବ୍ୟାଚ ଫିଷ୍ଟ ହେଲା କାଳ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଆଜି ରବିବାର ଛୁଟିଦିନ ଥିବାରୁ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୩୦ ଜଣ ସାଙ୍ଗ ସାଥି ହୋଇ ଭୋଜି କରିବାକୁ ଯାଇଥିଲେ । ଫେରିବା ବେଳେ ଖରା ହେତୁ ଗାଁ ନିକଟ ବନ ଦୁର୍ଗା

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଆଜି ସକାଳେ ହିନ୍ଦୋଳ ଉପଖଣ୍ଡ ଗଞ୍ଜରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଗଲା । ମୃତ ବୃଦ୍ଧ ହେଲେ ଉକ୍ତ ଗାଁର ବନମାଳୀ ନାୟକ । ସୂଚନା ଅନୁଯାୟୀ , ବନମାଳୀ ଆଜି ସକାଳେ ଶୌଚ ପାଇଁ ପଡିଆକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରି କଚାଡ଼ି ଦେଇଥିଲା। ଘଟଣା

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ଶ୍ରୀ ସୁକାନ୍ତ କୁମାର ସାହୁ ପଦୋନ୍ନତି ହୋଇ ଆରବିଓ ପାରାଦ୍ୱୀପ କାର୍ଯାଳୟକୁ ବଦଳି ହୋଇଛନ୍ତି । ଏଥିପାଇଁ ଶାଖାର ସମସ୍ତ କର୍ମଚାରୀଙ୍କ ସହିତ ଅଧିନସ୍ଥ ବାରଟି ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ଉପସ୍ଥିତ ରହି ଅଧିକାରୀଙ୍କୁ

କାଳବୈଶାଖୀ ତାଣ୍ଡବରେ ଜଣେ ମୃତ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁରେ କାଳବୈଶାଖୀ ତାଣ୍ଡବରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ଅଚ୍ୟୁତ ଦିଆଣି (୫୫) । ସୂଚନା ଅନୁଯାୟୀ , ସେ ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି

ଶାଶୁ କୁ ବିଷ ଦେଇ ମାରିଦେଲା ବୋହୂ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିରେ ଶାଶୁକୁ ବିଷ ଦେଇ ମାରିଦେଲା ବୋହୂ । ଏହି ଘଟଣାରେ ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟ, ରାସୋଳ

ଯନ୍ତ୍ରୀ ଓ ଠିକାଦାରଙ୍କ ଚାଲିଛି ମନମାନି ଆମକୁ ପଚାରେ କିଏ ; କାଉନସିଲର

ଗତ ବୁଧବାର ପୌରପାଳିକାର ୧୩ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ବୈଠକ ଏପରି ହୋଇଥିଲା ଏଥିରେ ଆରୋପ ପ୍ରତ୍ୟରୋପ ହିଁ ହୋଇଥିଲା । ଦୁହିଁ ଦଳ କାଉନସିଲର ଙ୍କ ହାଟଗୋଳ ରେ ଢେଙ୍କାନାଳ ସହର ବାସୀଙ୍କ ଭବିଷ୍ୟତ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇଯାଇଥିଲା । ବିଭିନ୍ନ ପ୍ରସଙ୍ଗ ରେ
error: Content is protected !!