News
lipub
samparksetu

ବାରାହା ଆକ୍ରମଣରେ ୫ଗୁରୁତର !

ବାରାହା ଆକ୍ରମଣରେ ୫ଗୁରୁତର ,ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।ସକାଳେ ଘରେ ବସିଥିବା ବେଳେ ବାରାହା ଆକ୍ରମଣ କରିଥିଲା।ସମସ୍ତ ଗୁରୁତର ହେଲେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମର।

ସୂଚନା ଅନୁସାରେ ଆଜି ସକାଳେ ସମସ୍ତେ ନିଜ ଘର କାମ କରୁଥିବା ବେଳେ ଏକ ଜଙ୍ଗଲି ବାରାହା ଆକ୍ରମଣ କରିଥିଲା।ବନବିଭାଗ ଖବର ପାଇ ସମସ୍ତ ଆହତଙ୍କୁ ଚିକିତ୍ସା ପାଇିଁ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ।ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଗୁରୁତର ମାନେ ହେଲେ ରାଇମୁନି କଲାନ,ଗଗନ ପାତ୍ର,ହରି ପଧାନ,ମିନି ପଧାନ,ନରେନ୍ଦ୍ର ପ୍ରଧାନ।

new life
You might also like
error: Content is protected !!