ନିଯୁକ୍ତି ବଦଳରେ ଜମିହରାଙ୍କୁ ଏମଜିଏମ ର ଧମକ !
ଏମଜିଏମ କମ୍ପାନୀ ଫାଟକ ସାମ୍ନାରେ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ଜମିହରା ପ୍ରଜା।ବର୍ଷ ବର୍ଷ ଧରି ଏକାଧିକବାର ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଜେଲ୍ ଯିବେ ପଛେ ଆନ୍ଦୋଳନରୁ ଓହରି ବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଳାପ୍ରଶାସନ ସ୍ତରରେ!-->…