News
lipub
samparksetu

ମା ‘

ଦିନେ ଯାଇ ଥିଲି ସରଗ ରାଇଜେ
ଦେଖୀ ବାକୁ ତାରା ଭିନ,,

ଭାବୁଥି ଲି ତହିଁ ମିଳିବ ଯେଉଁଠୀ
ଈଶ୍ୱର ଙ୍କ ଥିଲା ଚିହ୍ନ ,,,

ବିଶ୍ଵ ମଣ୍ଡଳ କୁ ପ୍ରେକ୍ଷଣ କରିଲେ,,,
ଦେଖିଲି ଅନେକ ଗ୍ରହ ,,
ତାରକା ପୁଞ୍ଜ ନକ୍ଷତ୍ର ସୁରୁଜ,,
ଦେଖି ବଢିଲା ଆଗ୍ରହ

ଆଗେ ଯାଉ ଯାଉ ନିଦ ଭାଙ୍ଗି ଗଲା
ପଡ଼ିଲି ପୃଥିବୀ ତଳେ
ତାରା ଚାନ୍ଦ ସର୍ବେ ଲୁପ୍ତ ହେଇଗଲେ
ଉଠୀ ଗଲି ସେହି କୋଳେ

ଶବ୍ଦ ନୁହେ ସେହି ଗୋଟିଏ
ଉଜ୍ଜଳ ତାର
ମା  ନୁହେଁ ,,
ସେ ସବୁ ର ମୁଖ୍ୟ ଆଧାର

✍️ରତିରଞ୍ଜନ ଭୂତିଆ

new life
You might also like
error: Content is protected !!