News
lipub
samparksetu

ମୋ ବାପା

ଭଗବାନ ପର୍ବତ ର ଶକ୍ତି
ବୃକ୍ଷ ଲତା ର ସହନଶୀଳତା
ସୂର୍ଯ୍ୟ ର ଉତ୍ତପ୍ତ ତେଜ
ସମୁଦ୍ର ର ଗଭୀରତା
ଏହି ସମସ୍ତ ପ୍ରଭାବଶାଳୀ ତତ୍ବ ରୁ ନିର୍ମିତ ଏକ ମହାନ ବ୍ୟକ୍ତିତ୍ବ ସିଏ ହେଉଛନ୍ତି ବାପା

ବାପା ହିଁ ପ୍ରଥମ ପରିଚୟଦାତା
ବାପା ଧୈର୍ଯ୍ୟ ର ଅନ୍ୟ ସ୍ଵରୂପ
ବାପା ଏକ ଘଞ୍ଚ ବୃକ୍ଷ ଯାହାଙ୍କ
ଶୀତଳତା ରେ ପରିବାର ସମୃଦ୍ଧ

ଯିଏ ଆମର ଇଚ୍ଛା ପୁରଣ କରନ୍ତି
ସଦା ସର୍ବଦା ହସିବା ଶିଖାଇଥାନ୍ତି
ସମସ୍ତ ବିପଦ ରୁ ଲଢ଼ିକି ଜୀତିବା ଶିଖାଇ ଥାନ୍ତି ସର୍ବଦା ସାହାସ ଦୃଢ଼ଶକ୍ତି ପ୍ରଦାନ କରନ୍ତି, ଏମିତି ହେଉଛନ୍ତି ମୋ ବାପା।

✍️ ଇଶା ମିଶ୍ର

new life
You might also like
error: Content is protected !!